ରାଜ୍ୟ

ଆଜିଠୁ ନୂଆ ନିୟମ । କମର୍ସିଆଲ ଏଲପିଜି ଗ୍ୟାସ ଦରରେ ୩୯ଟଙ୍କା ବୃଦ୍ଧି । ମହଙ୍ଗା ହୋଇପାରେ ବିମାନ ଯାତ୍ରା

ଜି ସେପ୍ଟେମ୍ବର ୧ତାରିଖରୁ କିଛି ନୂଆ ନିୟମ ଆସିଛି । କର୍ମସିଆଲ ଏଲପିଜି ଗ୍ୟାସ ଦର ବୃଦ୍ଧି ହୋଇଛି । ୩୯ଟଙ୍କା ବଢ଼ିଛି କର୍ମସିଆଲ ଏଲପିଜି ଗ୍ୟାସ । ପ୍ରତିମାସ କର୍ମସିଆଲ ଏଲପିଜି ଗ୍ୟାସ ଦରରେ ପରିବର୍ତ୍ତନ ହୋଇଥାଏ । ଗତ ମାସ ମଧ୍ୟ ଏହି ଦର ବଢ଼ିଥିଲା ।

କନକ ବ୍ୟୁରୋ : ଆଜି ସେପ୍ଟେମ୍ବର ୧ତାରିଖରୁ କିଛି ନୂଆ ନିୟମ ଆସିଛି ।

କର୍ମସିଆଲ ଏଲପିଜି ଗ୍ୟାସ ଦର ବୃଦ୍ଧି ହୋଇଛି । ୩୯ଟଙ୍କା ବଢ଼ିଛି କର୍ମସିଆଲ ଏଲପିଜି ଗ୍ୟାସ । ପ୍ରତିମାସ କର୍ମସିଆଲ ଏଲପିଜି ଗ୍ୟାସ ଦରରେ ପରିବର୍ତ୍ତନ ହୋଇଥାଏ । ଗତ ମାସ ମଧ୍ୟ ଏହି ଦର ବଢ଼ିଥିଲା । ସେହିପରି ଆଜିଠାରୁ ମଧ୍ୟ ଦର ବଢ଼ିଛି । ସେହିପରି ଏଟିଏଫ ଦର ପରିବର୍ତ୍ତନ ହୋଇଥିବାରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା । ବଡ଼ କଥା ହେଉଛି ଟ୍ରାଏର ନୂଆ ନିୟମ ଆସୁଥିବାରୁ ଫେକ୍ କଲ୍ ଓ ସ୍ପାମ ମେସେଜରେ ଲାଗିବ ଲଗାମ । ସେହିପରି କ୍ରେଡିଟ କାର୍ଡ ନିୟମରେ ବି ପରିବର୍ତ୍ତନ ଆସିଛି ।

ଆଜିଠୁ ନୂଆ ନିୟମ
– ୩୯ଟଙ୍କା ବଢ଼ିଲା କମର୍ସିଆଲ ଏଲପିଜି ଗ୍ୟାସ

Related Articles

Leave a Reply

Your email address will not be published. Required fields are marked *

Back to top button