ରାଜ୍ୟ

କାନ୍ଥ ପଡି ଚାଲିଗଲା କୁନି ପୁଅର ଜୀବନ, ବାପାମାଆ ଗୁରୁତର

ଞ୍ଜନଗର: କାନ୍ଥ ସାଜିଲା କାଳ । ମାଟି କାନ୍ଥ ଭୁଶୁଡ଼ି କୁନି ପୁଅର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ବାପାମାଆ ।

ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ବାଇପାଲି ପଞ୍ଚାୟତ ତୋଟାସାହିରେ । ସକାଳୁ ସକାଳୁ ଘରେ ଶୋଇଥିବା ବେଳେ ଭୁଶୁଡ଼ିଲା ମାଟିକାନ୍ଥ । ଫଳରେ ଶିଶୁ ପୁତ୍ରଟିର ମୃତ୍ୟୁ ହେଶିଥିବା ବେଳେ ଗୁରୁତର ଦମ୍ପତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button