ରାଜ୍ୟ

ବୁଡିଲା କନ୍ୟାଶ୍ରମ ପୋଲ, ଯାତାୟାତ ଠପ୍

ମାଲକାନଗିରି : ବୁଡିଲା ପୋଲ । ଯାତାୟାତ ଠପ୍ । ଲଗାଣ ବର୍ଷାରେ ପୁଣି ମାଲକାନଗିରି ଜିଲ୍ଲା ବେହାଲ l ବୁଡ଼ିଲା କାଙ୍ଗୁରକୋଣ୍ଡା, ଏମ୍. ଭି-96 ଓ କନ୍ୟାଶ୍ରମ ପୋଲ l ପୋଲୋ ଉପରେ ୨ ଫୁଟର ପାଣି ପାଣି ପ୍ରବାହିତ ହେଉଛି l ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଯାତାୟାତ ବନ୍ଦ ରହିଛି l ପୋଲର ଉଭୟ ପଟେ ଯାନବାହନ ଅଟକି ରହିଛି l ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଛି l ସେପଟେ କନ୍ୟାଶ୍ରମ ବ୍ରିଜ ଉପରେପାଣି ପ୍ରବାହିତ ହେବାରୁ କାଲିମେଳା ଠାରୁ ପଡିଆକୁ ଯାତାୟତ ଠପ୍ ହୋଇଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button