ଦେଶ- ବିଦେଶ

ଛାତିରେ ଅଛି କି କଳାଜାଇ ? ଜାଣନ୍ତୁ ରହସ୍ୟ

। ପ୍ରତ୍ଯେକ ବ୍ୟକ୍ତି ର ଶରୀରରେ କୌଣସି ନା କୌଣସି ସ୍ଥାନ ରେ ନିଶ୍ଚୟ କଳାଜାଇ ଥାଏ । ଏହି ଜାଇ କୁ ବହୁତ ଅଧିକ ମହତ୍ଵ ମଧ୍ୟ ଦିଆଯାଇଥାଏ । ଏହି ଜାଇ ଦୁଇ ପ୍ରକାର ହୋଇଥାଏ । କଳା ଜାଇ ଓ ନାଲିଜାଇ । କିନ୍ତୁ ଅଧିକତର ଲୋକ ମାନଙ୍କ ଠାରେ କଳାଜାଇ ଥିବାର ଦେଖାଯାଏ । କିଛି ଶାସ୍ତ୍ର ଅନୁସାରେ ଶରୀରର କିଛି ଅଙ୍ଗରେ ଜାଇ ଥିବାକୁ ଅତ୍ୟନ୍ତ ଶୁଭ ବୋଲି ମଧ୍ୟ କୁହାଯାଇଥାଏ । କିଛି ଲୋକ ମଧ୍ୟ ଏହାକୁ ପସନ୍ଦ କରିଥାନ୍ତି । କାରଣ ଏହା ଦ୍ଵାରା ସୁନ୍ଦରତା ମଧ୍ୟ ବଢିଥାଏ ।

 

ବନ୍ଧୁଗଣ କିଛି ଲୋକ ଏପରି ଥାନ୍ତି ଯେଉଁ ମାନଙ୍କର ଛାତି ରେ ମଧ୍ୟ କଳାଜାଇ ଥିବାର ଦେଖା ଯାଇଥାଏ । ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ରେ ଅନେକ ଶାସ୍ତ୍ର ପୁରାଣ ମଧ୍ୟ ରହିଅଛି । ତନ୍ମଧ୍ୟ ରୁ ସାମୁଦ୍ରିକ ପୁରାଣ ଟି ହେଉଛି ଅନ୍ଯତମ । ଏହି ଶାସ୍ତ୍ର ରେ ମଣିଷ ର କେଉଁ ଅଙ୍ଗ କିପରି ହୋଇଥିଲେ ତାର ସ୍ଵଭାବ କିପରି ହେବ ସେ ବିଷୟରେ ଏପରି ଭାବରେ ବର୍ଣ୍ଣନା କରାଯାଇଛି କି ତାହ ଜାଣି ଆପଣ କୌଣସି ବ୍ୟକ୍ତି କୁ ଦେଖି କରି ହିଁ ତାର ସ୍ଵଭବ ଚରିତ୍ର ବିଷୟ ରେ ଜାଣି ପାରିବେ ।

କେଉଁ ଅଙ୍ଗରେ କଳାଜାଇ ଥିଲେ ବ୍ୟକ୍ତି ର ସ୍ଵଭାବ ଚରିତ୍ର କିପରି ହୋଇଥାଏ, ସେ ବିଷୟ ରେ ମଧ୍ୟ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି । ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର ଛାତିର ବାମ ଦିଗରେ କଳାଜାଇ ଥାଏ ସେହି ମାନଙ୍କର ପ୍ରେମ ବିବାହ ହୋଇଥାଏ ।

 

ବ୍ୟକ୍ତି ମାନେ ଯେଉଁ ମାନଙ୍କୁ ଭଲ ପାଇ ଥାନ୍ତି, ସେହି ମାନଙ୍କ ସହ ହିଁ ବିବାହ କରିଥାନ୍ତି । ଏମାନଙ୍କ ଜୀବନରେ ଖୁବ ଅଧିକ ସୁଖ ଶାନ୍ତି ଥାଏ । ଏହି ବ୍ୟକ୍ତି ମାନଙ୍କ ଜୀବନରେ କୌଣସି ପ୍ରକାରର ଧନ ଜନିତ ସମସ୍ଯା ମଧ୍ୟ ଦେଖା ଦେଇ ନଥାଏ । ଯେଉଁ ମାନଙ୍କର ଛାତିର ମଝିରେ ଜାଇ ଥାଏ, ସେମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ।

 

ମା ଲକ୍ଷ୍ମୀ ଙ୍କର କୃପା ଏହି ବ୍ୟକ୍ତି ମାନଙ୍କ ଉପରେ ସବୁବେଳେ ରହିଥାଏ । ଏମାନଙ୍କ ପ୍ରେମ ଜୀବନ ମଧ୍ୟ ଖୁବ ସୁଖମୟ ହୋଇଥାଏ । ପ୍ରତ୍ଯେକ ସ୍ଥାନରେ ମଧ୍ୟ ଏମାନେ ଖୁବ ସମ୍ମାନ ପାଇ ଥା’ନ୍ତି । ପରିବାର ରେ ମଧ୍ୟ ସମସ୍ତେ ଏମାନଙ୍କୁ ଖୁବ ସ୍ନେହ ଶ୍ରଦ୍ଧା କରିଥାନ୍ତି । ଏମାନଙ୍କ ଜିଆବ୍ନ୍ରେ କେବା ମଧ୍ୟ କୌଣସି ପ୍ରକାର ଆର୍ଥିକ ସମସ୍ଯା ଦେଖା ଦେଇ ନଥାଏ ।

ଖୁବ କମ ବ୍ୟକ୍ତି ହିଁ ଏହି ସଂସାର ରେ ଏପରି ଥାନ୍ତି, ଯେଉଁ ମାନଙ୍କର ଛାତି ର ବାମ ଦିଗରେ ବା ଏପରି ମଝିରେ ଏପରି କଲାଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button