ଦେଶ- ବିଦେଶ

କଣ କଲେ ଜୀବନରେ କେବେ ବି ଆସିବ ନାହିଁ ଦରିଦ୍ରତା, କରନ୍ତୁ ଏହି ସହଜ ଉପାୟ

, ମୁ ଆଜି ଆପଣମାନଙ୍କୁ ଦରିଦ୍ର ନ ହେବ ପାଇଁ ଉପାୟ ବିଷୟରେ ଅବଗତ କରାଇବି । ଆପଣମାନେ କେବେ ବି ଅଇଠା ଛାଡିବେ ନାହିଁ କିମ୍ବା  ଅଇଠା କୁ କେବେ ବି ସାଇତିକି ରଖିବେ ନାହିଁ । କାରଣ ଏହା ଦ୍ଵାରା ଲକ୍ଷ୍ମୀ ଦାୟା ଘରୁ ପଳାଇଥାଏ । ଆପଣଙ୍କ ଘରେ ଯେଉଁଠି ଠାକୁରକ ଘର କରିଛନ୍ତି ବା ଯେଉଁଠି ପୂଜା କରୁଛନ୍ତି ସେହିଠି ସକାଳେ ହେଉ ବା ରାତିରେ ଝୁଣା ଦିଅନ୍ତୁ । ଯଦି ଏହା ସମ୍ଭବ ହୋଇନଥାଏ ।

 

ତେବେ ଖଣ୍ଡେ କର୍ପୁରରେ ଆଳତି ଦିଅନ୍ତୁ ଏହା ଦ୍ଵାରା ଅଶୁଭ ଦ୍ରୁଷ୍ଟି ଦୂରେଇ ଥାଏ । କାରଣ ଠାକୁର ନିଜେ କହିଛନ୍ତି ମୁ ଝୁଣା ଓ ଆଳତି ରେ ସନ୍ତୁଷ୍ଟ ଏହା କରିବା ଦ୍ଵାରା ଠାକୁର ସନ୍ତୁଷ୍ଟ ରେ ରହିବେ ଆପଣ ମଧ୍ୟ ସୁଖରେ ରହିବେ ଘରର ସବୁ ଅଶୁଭ ଦୁଷ୍ଟି ଦୂରେଇଯାଇଥାଏ । ଯଦି ଆପଣଙ୍କ ଘରେ ଗୋଟେ ବିରାଡି ଟିଏ ପିଲା ଜନ୍ମ କଲା ବା ମାଙ୍କଡ କିଛି ଆମ୍ବ ବା ଫଳ ଖାଇ କିଛି ଚିହ୍ନ ଅଂଶ ଆପଣଙ୍କ ଦୁଆର ମୁହରେ , ବାଡିରେ ପକେଇ ଥାଏ , ତେବେ ଆପଣମାନେ ଜାଣିବେ ଯେ ସେ ଦିନ ଠାରୁ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇଥାଏ ଏହା ସତ୍ୟ ।

ଆପଣମାନେ ପୂଜା କରୁଥିବା ସମୟରେ କୋଣସି ଅତିଥି ଆସି ଡାକେ ବା ସେ ସମୟରେ ଝିଟିପିଟି ସତ ସତ ଶବ୍ଦ କରେ  ଜାଣିବେ ସେ ଦିନ ଟା ବହୁତ ଶୁଭ ସେ ଦିନ ଯାହା ବି ମନରେ ମାଗିବେ ତାହା ପୂରଣ ହେବ ଓ ଯେଉଁଠାକୁ ବି ଯାତ୍ରା କରିବେ ତାହା ସଫଳ ଓ ମଙ୍ଗଳ ହୋଇଥାଏ । ଭାତ ରାନ୍ଧି ସାରିଲା ପରେ ସମସ୍ତକୁ ବାଡି ସାରିଲା ପରେ ଭାତ ହାଣ୍ଡି ଠାକୁ କେବେ ବି ଖାଲି କରିବେ ନାହିଁ । କିମ୍ବା ରୁଟି ତିଆରି କରିଲା ପରେ କେବେ ବି ହଟ୍ କେସଟିକୁ ଖାଲି କରିବେ ନାହିଁ ଗୋଟେ ରୁଟି ବା ଅଧା ରୁଟି ଛାଡି ଦେବେ ଏହା ଯଦି ନ କରନ୍ତି ।

 

ତେବେ ଏହା ନିୟମର ବିରୁଦ୍ଧ ଅଟେ । ଏହାକୁ ମାନିବା ଦ୍ଵାରା ଆପଣଙ୍କ ମଙ୍ଗଳ ହୋଇଥାଏ । ମଙ୍ଗଳବାର ଠାରୁ କେବେ କାହାରି ନିକଟରୁ ଟଙ୍କା  ପଇସା କରଜ ଆଣନ୍ତୁ ନାହି । କାରଣ ମଙ୍ଗଳବାର ଦିନ ଦାର ଆଣିବା ଦ୍ଵାରା ସୁଜିବା କଷ୍ଟକର ହୋଇଥାଏ । ଆପଣମାନେ ଚାହିଲେ ବୁଧବାର ଦିନ ଟଙ୍କା ପଇସା ଦାର ଆଣିପାରିବେ । ସୋମବାର , ବୁଧବାର ଏବଂ ଶୁକ୍ରବାର ଘରୁ ବାହାରିଲା ବେଳେ

 

ଦ୍ଵାର ବନ୍ଧ ଆରପଟକୁ ବାମ ପାଦ ଦେଇ ବାହାରନ୍ତୁ ।  ମଙ୍ଗଳବାର , ଗୁରୁବାର ଏବଂ ଶନିବାର , ରବିବାର ଘରୁ  ବାହାରକୁ ବାହାରିଲା ବେଳେ ଦ୍ଵାର ବନ୍ଧ ଆର  ପାଶ୍ଵକୁ ଡାହାଣ ପଟ କୁ ପାଦ ଦେଇ ବାହାରନ୍ତୁ ଏହା ଦ୍ଵାରା ସେ ଦିନ ସାରା ଆପଣଙ୍କ  ମଙ୍ଗଳ ହୋଇଥାଏ । ମୁ ଆଜି ଆପଣମାନଙ୍କୁ ଚାରି  ଟି ନା କହିବି ଏହି ନାମ କୁ ଯଦି ସକାଳେ ଉଠି ଜପ କରିବେ ତେବେ ଆପଣ ଜୀବନରେ କେବେ ବି

ଦରିଦ୍ର ହେବେ ନାହିଁ । ଆସନ୍ତୁ ଜାଣିବା ଏହି ଚାରି ଟି ନା ବିଷୟରେ ସେ ଗୁଡିକ ହେଉଛି ସ୍ଵୟଂଭୂ , ନାରଦ , ଶମ୍ବୁ , କୁମାର । ଯଦି ଆପଣମାନେ ସକାଳେ ଉଠି ଏହି ଚାରି ନା କୁହନ୍ତି । ତେବେ କେବେ ବି ଦରିଦ୍ର ହେବ ନାହି ପରନ୍ତୁ ଆପଣଙ୍କ ଧନ ର ବୃଦ୍ଧି ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button