ଦେଶ- ବିଦେଶ

ବୈବାହିକ ଜୀବନରେ ଖୁସି ନାହାନ୍ତି କି ? ତେବେ ଖାଆନ୍ତୁ ଏହି ଖାଦ୍ୟ…

, ଜୀବନରେ ଖୁସି ଏକ ଗୁରୁତ୍ଵ ପୁନ୍ୟ ଭୂମିକା ଗ୍ରହଣ କରିଥାଏ । ଏବଂ ଏହି ଆମକୁ ଖାଦ୍ୟ ଠିକ ଭାବରେ ଖାଇବା ଦ୍ଵାରା ଶରୀର ଭଲ ତାହେ ଯାହା ଆମକୁ ଭିତର ଓ ବାହାରୁ ମଧ୍ୟ ଖୁସି ରାଖି ଥାଏ । ଯଦି ଖାଇବା ଠିକ ଭାବରେ ହୋଇନଥାଏ ତେବେ ଏହି ଆମର ବୈବାହିକ ଜୀବନ ଉପରେ ପଡିଥାଏ । ଯାହା ଦ୍ଵାରା କି ଆମେ ଅସୁବିଧାର କାରଣ ହେଇଥାଉ ।

 

ତେଣୁ କରି ଖାଇବା ପ୍ରତି ଅଧିକ ଜାଗରତ ଦେବା ଉଚିତ । ପୁରୁଷ ଶକ୍ତି ବୃଦ୍ଧି କରିବା ପାଇଁ ପୁରୁଷ ,ମାନେ ଜିମ ଯାଆନ୍ତି ଏବଂ ଏନେକ ପ୍ରକାରର ଉପାୟ କରନ୍ତି । ମାତ୍ର ଏହି କିଛି ଲାଭ ହେଇନଥାଏ । ମାତ୍ର ଯଦି ନିଜର ଡାୟେଟ କୁ ଠିକ ଭାବରେ କରିବେ ନିୟମିତ ଖାଦ୍ୟ ନେବେ ଯାହା ତୁମ ଡାୟେଟ ରେ ଥିବା ଏହା ସହିତ ଗ୍ରୀନଟି ମଧ୍ୟ ପିଇବାକୁ ପଡିବ ।

ଆସନ୍ତୁ ଜାଣିବା ଏହା ବିଷୟେରେ ଯାହା ଆମର ବୈବାହିକ ଜୀବନରେ ସାହାଯ୍ୟ କରିବ । କିନ୍ତୁ ଏହାକୁ ଖାଇବାର ଅଛି ହୋରମୋନ ଜେନେରେଟ କରିବା ପାଇଁ ଯେମିତି ଜିକ ଜାତୀୟ ଖାଦ୍ୟ ଯାହା ସାମୁଦ୍ରିକ ଖାଦ୍ୟରେ ରହିଥାଏ । ଅକ୍କ୍ଷି ଜେନେରେଟ କରିବା ଦରକାର ଯାହା ଗ୍ରୀନଟି ରେ ଥାଏ ଏବଂ କୋଳି ରେ ମଧ୍ୟ ବହୁତ ପରିମାଣରେ ରହିଥାଏ । ଏବେ ଏହାକୁ କେଉ ପ୍ରକାର ଭାବରେ ନେବାର ଅଛି ।

 

ତାହା ହେଉଛି ସକାଳେ ବ୍ରେକଫାସ୍ଟରେ ଶସ୍ୟ ଜାତୀୟ ଖାଦ୍ୟ ଓ ଜିଙ୍କ ଜାତୀୟ ଖାଦ୍ୟ ଯେମିତି କି ବ୍ରେଡ , ରୋଟି ଯାହାକି ସିରିୟାଲ ପଦାଥ ଖାଇପାରିବେ । ଏହି ଆପଣ ମାନକ ଶରୀର ପାଇଁ ସମପରିମାଣ ହୋଇଥାଏ । ମଧ୍ୟାନ ଭୋଜନରେ ସମୟରେ ଯଦି ହୁଏ ସାମୁଦ୍ରିକ ଖାଦ୍ୟ ଯେମିତିକି କଙ୍କଡା , ମାଛ ଏପରିକା ଖାଦ୍ୟ ନେବା ଦ୍ଵାରା ଜିଙ୍କ ଜାତୀୟ ଖାଦ୍ୟ ର ପରିମାଣ ପୂରଣ ହେଇଯାଇଥାଏ ।

 

ଏହା ପରେ ୪ଟା ବେଳକୁ ଗ୍ରୀନଟି ନେଇପାରିବେ ଯାହାକି ଆପଣାକୁ ସାହାଯ୍ୟ କରିବା ଆପଣକର ଆଣ୍ଟିଅକ୍କ୍ଷିଜେଣ୍ଟ କୁ ଠିକ ଭାବରେ ରଖିବାକୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବା ଶା-ରଇରିକ ସ-ଅମ୍ପର୍କ ସମୟରେ । ରାତ୍ରି ଭୋଜନ ଆପଣ କେବେ ବି ଭୁଲିବେନି କାରଣ ଏହା ହି ମୁଖ୍ୟ ହେଇଥାଏ । ରାତ୍ରି ରେ ଆପଣମାନେ ରୋଟି ଓ ଭୋଜା ନେଇପାରିବେ ।

 

ଭଜାରେ ଆପଣ ରାଇସ ବ୍ରାଉନ ଅୟେଲ ନେଇପାରିବେ ଏହା ଆପଣମାନକର ହୋରମୋନ ଜେନେରେଟ କରିଥାଏ । କେଉଁ କେଉଁ ଖାଦ୍ୟ ଖାଇବେ ନାହି । ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେପରିକି ତେଲ , ମସଲା ବେଶି ଖାଆନ୍ତୁ ନାହି । ଚା ‘ କଫି ବେଶୀ ପିଆନ୍ତୁ ନାହି । ଆପଣ ଚାହିଲେ କଳା କଫି ନେଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button