କଣ ଆପଣ ଚିକେନ୍ ଧୋଇ ଖାଉଛନ୍ତି କି, ତେବେ ସାବଧାନ୍ ହୋଇପାରେ ଏମିତି ଅସୁବିଧା

ସୂଚନା ଅନୁସାରେ ମୁ ଆଜି ଆପଣମାନଙ୍କୁ ଚିକେନ୍ ସମ୍ବନ୍ଧରେ କିଛି ବିଷୟ ଅବଗତ କରିବାକୁ ଚାହୁଛି । ପ୍ରାୟତ ଆମେ ସମସ୍ତେ ଚିକେନ୍ ଖାଇବାକୁ ପସନ୍ଦ କରିଥାଉ । ଏହା ହେଉଛି ସମସ୍ତଙ୍କର ପ୍ରିୟ ମାଂସାହାରୀ ଖାଦ୍ୟ ଅଟେ । ଏହାକୁ କରିବାର ଉପାୟ ମଧ୍ୟ ସହଜ ହୋଇଥିବାରୁ ସମସ୍ତେ ଏହାକୁ କରନ୍ତି । କିନ୍ତୁ ଯଦି ଆପଣମାନେ ଏହାକୁ ପ୍ରସ୍ତୁତି କରିବା ପୂର୍ବରୁ ଏହାକୁ ଧୋଊଛନ୍ତି କି । ଯଦି ଆପଣ ଏହା କରୁଛନ୍ତି ତେବେ ତୁରନ୍ତ ଏହାକୁ ବନ୍ଦ କରିଦିଅନ୍ତୁ ।
କାରଣ ଏହା ଆପଣଙ୍କ ସ୍ଵାସ୍ଥ ପାଇଁ ନିରାପଦ ଅଟେ । ତେଣୁ ବାର୍ତ୍ତାଳାପ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଖାଦ୍ୟ ସୁରକ୍ଷା କତୃପକ୍ଷ ଓ ନିୟାମକ ମାନେ ପରାମର୍ଶ ଦିଅନ୍ତି । ଯେ ଆପଣ ଚିକେନ୍ ରାନ୍ଧିବା ପୂର୍ବରୁ ଚିକେନ୍ କୁ ଧୋଇବେ ନାହିଁ । କାରଣ ଚିକେନ୍ କୁ ଢୋଇବା ଦ୍ଵାରା ବିପଦ ଜନକ ଜୀବାଣୁ ରୋଷେଇ ଘର ର ଚାରି ଆଡେ ବିସ୍ତାର ହୋଇପାରିବେ ବୋଲି କୁହାଯାଏ ।
ଚିକେନ୍ କୁ ନ ଧୋଇ ଏହାକୁ ଭଲଭାବରେ ରାନ୍ଧିବା ଆପଣଙ୍କ ପାଇଁ ଭଲ ହୋଇଥାଏ । ଖାଇବା ପାଇଁ ନିରାପଦ ଉପାୟ ଭାବରେ ଏହାକୁ ମାନା ଯାଇଥାଏ । ନୂତନ ଅଧୟନ ରେ କେତେ କ ଆଶ୍ଚର୍ଯ୍ୟ ଜନିତ ତଥ୍ୟ ଆଗକୁ ଆସିଛି ତଥାପି ଏହି ତଥ୍ୟ ସତେ ଚିକେନ୍ ଧୋଇବା ଏକ ସାମାନ୍ୟ ଅଭ୍ୟାସ ରେ ପରିଣତ ହୋଇଛି । ନିରାପଦ ସୂଚନା ପରଷଦ ରୁ କରାଯାଇଥିବା ଏକ ସର୍ବେକ୍ଷନରୁ ଜଣାପଡିଛି ଯେ ପ୍ରାୟ ଅଧ ଅଷ୍ଟ୍ରେଲିଆ ପରିବାର ଚିକେନ୍ କରିବା ପୂର୍ବରୁ ଚିକେନ କୁ ଧୋଇଥାନ୍ତି ।
ଯାହା ଦ୍ଵାରା କି ଧୋଇବା ସମୟରେ ଚିକେନ୍ ରୁ ଜୀବାଣୁ ଆଖ ପାଖ ଆଡକୁ ଯାଇଥାନ୍ତି । ଏହା ଫଳରେ ରୋଗ ପରିବାର ମଧ୍ୟକୁ ପ୍ରବେଶ କରିଥାନ୍ତି । ଅଧିକରୁ ଅଧିକାଂଶ ରୋଗ ସେହି ଘରେ ମଧ୍ୟରେ ରହିଥାନ୍ତି । କିନ୍ତୁ ଆମ ଭାରତ ରେ ଚିକେନ୍ କୁ ନ ଧୋଇ ରାନ୍ଧିବା ହେଉଛି ଅସମ୍ଭବ ପ୍ରକ୍ରିୟା ଅଟେ । କିନ୍ତୁ ଏହାକୁ ଘରେ ଭିତରେ ନ ଧୋଇ ଘରର ବାହାରେ ଧୋଇବା ଉଚିତ୍ । କାରଣ ରୋଷେଇ ଘର ଭିତରେ ଧୋଇଲେ ଜୀବାଣୁ ବଢିବାର ଆଶଙ୍କା ରହିଥାଏ ।
ଯାହା ଫଳରେ ଘରେ ରୋଗ ର ମାତ୍ର ବୃଦ୍ଧି ହୋଇଥାଏ । ଏହା ଆମ ଘରର ପ୍ରତେକ ବ୍ୟକ୍ତିଙ୍କ ପାଇଁ ବିପଦ ସାଜିଥାଏ । ଅନ୍ୟ ପକ୍ଷରେ ଯଦି ଚିକେନ୍ କୁ ଆମେ ରୋଷେଇ ଘରେ ଧୋଇବାକୁ ଚାହୁ ତେବେ ଆମେ ଚିକେନ୍ କୁ ଗରମ ପାଣି ରେ ପକେଇପାରୁ ଏହା ଦ୍ଵାରା ଚିକେନ୍ ଭିତରେ ଥିବା ଜୀବାଣୁ ମରିଯାଇଥାନ୍ତି ।
ଏହା ପରେ ଏହାକୁ ଭଲ ଭାବରେ ରନ୍ଧି ଏହାକୁ ଖାଇପାରିବେ , ଏହୁ ଉପୟ କରିବା ଦ୍ଵାର ଆପଣଙ୍କ ଘର ଭିତରେ ଜୀବାଣୁର ପ୍ରଭାବ କାମ ଥାଏ । ମୁ ଆଶା କରୁଛି ଯେ ଆଜି ଏହି ଉପାୟ ଆପଣଙ୍କ ଉପକାର ସାଧିତ ହୋଇଛି ।