ଫ୍ୟାଟି ଲିଭର (Fatty Liver) ସମସ୍ଯା ! ଠିକ କରନ୍ତୁ କେବଳ ଦୁଇ ସପ୍ତାହରେ…

, ଆମ ଶରୀରରେ ଯଦି ଫ୍ୟାଟି ଲିଭର ଜନିତ ସମସ୍ୟା ରହିଛି । ତେବେ ଆପଣ ଘରେ ଏହି ଉପାୟ କୁ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ଵାରା ତାହା ଦୂର ହୋଇଥାଏ । ଏହି ଉପାୟକୁ ଆମେ ଘରେ ବହୁତ ସହଜରେ ତିଆରି କରିପାରିବା । ସାଧାରଣତ ଆମ ଲିଭର ଜନିତ ରୋଗ ପ୍ରାରମ୍ଭିକ ଅବସ୍ଥାରେ ହିଁ ଏହାର ଉପଚାର କରାଇବା ଶରୀର ପାଇଁ ଭଲ ହୋଇଥାଏ । ଯଦି ଏହି ଲିଭର ସମସ୍ୟା ବଢି ଲିଭର ସିରୋସିସ ରେ ପରିଣତ ହୋଇଥାଏ ।
ତେବେ ବ୍ୟକ୍ତି ବଞ୍ଚିବା ଅସମ୍ଭବ ହୋଇଥାଏ । ଏହା ସଂପୂର୍ଣ୍ଣ ଖରାପ ହୋଇଯାଇଥାଏ ଏବଂ ଏହି ପରିସ୍ଥିତିରେ ଡାକ୍ତର ମଧ୍ୟ କିଛି କରିପାରିନଥାନ୍ତି । ଆମ ଶରୀରରେ ଯକୃତ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହା ସମ୍ବନ୍ଧିତ ସାମାନ୍ଯ ସମସ୍ୟା ମଧ୍ୟ ଆମ ମୃତ୍ୟୁ ମୁଖକୁ ନେଇଥାଏ । ତେଣୁ ଯଦି ଆପଣଙ୍କ ଶରୀରରେ ଲିଭର କୋଣସି ଅସୁବିଧା ଦେଖା ଗଲେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇ ଏହାର ନିରାକରଣ କରିବା ଉଚିତ୍ ।
ରେ ଫ୍ୟାଟି ଲିଭର ହେଉଛି ଗୋଟେ ଫ୍ୟାଟି ଲିଭର ଆମ ଶରୀରର ଯକୃତରେ ଚର୍ବି ଜମା ହୋଇଯାଇଥାଏ । ଏହା ଦ୍ଵାରା ଲିଭର ରେ କାର୍ଯ୍ୟ ହୋଇପାରି ନ ଥାଏ । ଏହି ପରିସ୍ଥିତିରେ ଚିକିତ୍ସା କରିକି ବ୍ୟକ୍ତି କୁ ସୁସ୍ଥ କରିପାରୁ କିନ୍ତୁ ଯଦି ଏହା ବଢି ସିରୋସିସ ରେ ପରିଣତ ହୋଇଥାଏ । ଏହା ଶରୀର ପାଇଁ କ୍ଷତିକାରକ ଅଟେ । ଲିଭର କୁ ସୁସ୍ଥ ରଖିବା ପାଇଁ ଆମ ଆମର ଡାଏଟ ରେ ଧ୍ୟାନ ଦେବା ଉଚିତ୍ ।




