ରାଜ୍ୟ

ଇଞ୍ଜିନିୟର ଡ. ପ୍ରଭାକର ସ୍ଵାଇଁ ପାଇବେ କଳିଙ୍ଗ ଭାରତୀ ସଂସ୍କୃତି ସଙ୍ଗଠକ ସମ୍ମାନ

ଟକ: ବିଶିଷ୍ଟ ସାରସ୍ଵତ ସଙ୍ଗଠକ ସାରଳା ସାହିତ୍ୟ ସଂସଦର ସଭାପତି ଇଞ୍ଜିନିୟର ଡ. ପ୍ରଭାକର ସ୍ଵାଇଁଙ୍କୁ ପ୍ରଦାନ କରାଯିବ ଚଳିତ ବର୍ଷର କଳିଙ୍ଗ ଭାରତୀ ସଂସ୍କୃତି ସଙ୍ଗଠକ ସମ୍ମାନ। କଟକର ପ୍ରାଚୀନ ସାରସ୍ଵତ ଅନୁଷ୍ଠାନ କଳିଙ୍ଗ ଭାରତୀର ୫୩ତମ ଭଞ୍ଜ ମଣ୍ଡପ ପ୍ରତିଷ୍ଠା ଦିବସ ଅବସରରେ ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ପ୍ରଦାନ କରାଯିବ ଏହି ସମ୍ମାନ।

ଉତ୍ସବରେ ଓଡ଼ିଶାର ଅସ୍ମିତା ରକ୍ଷାରେ ଭଞ୍ଜ ଜୟନ୍ତୀ ଓ ଭଞ୍ଜ ମଣ୍ଡପ ଉପରେ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କଳିଙ୍ଗ ଭାରତୀ ପକ୍ଷରୁ ଘୋଷଣା କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button