ଦେଶ- ବିଦେଶ

ସ୍ତ୍ରୀର ଏହି ଫୋଟୋକୁ ଦେଖିବା ପରେ ସ୍ଵାମୀକୁ ଦେଖା ଗଲା କିଛି ଏମିତି କି ଉଡିଗଲା ତାର ହୋସ, ଫୋଟୋ ହେଲା ଭାଇରାଲ୍

ଆଜିକା ଦିନ ରେ ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଛାଡୁଛନ୍ତି ଯାହା ଦେଖିବା କୁ ସାଧାରଣ ହେଲେ ଭାଇରାଲ୍ ବେଶୀ ହଉଛି । ଏବେ ଗୋଟେ ଝିଅର ଫଟୋ ବହୁତ ଭାଇରାଲ ହେଉଛି, ପ୍ରଥମ ଥର ଆପଣ ଦେଖିଲେ ଜାଣି ପାରିବେନି କି କାହିଁକି ଏ ଫଟୋ ଏତେ ଭାଇରାଲ ହୋଇଛି । ଏଇ ଫଟୋ ରେ ଝିଅ ଟି ବିନ୍ଦାସ୍ ଭାବରେ ବସିଛି ହେଲେ ଏ ଫଟୋ କେଉଁ କାରଣରୁ ବେଶି ଚର୍ଚ୍ଚା ରେ ଅଛି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ।

ଏହି ଫଟୋ ଟିକୁ ଦେଖି ଏଇ ସ୍ତ୍ରୀ ଲୋକ ର ସ୍ବାମୀ ଡିଭୋର୍ସ ନେଇଯାଇଛନ୍ତି । ଏବେ ଆପଣ ବି ଭାବୁଥିବେ ଏମିତି ଏ ଚିତ୍ର ରେ କଣ ହେଲା କି ସେ ମହିଳା ଙ୍କର ଡିଭୋର୍ସ ହେଇଗଲା ।

ଆପଣ ଜାଣନ୍ତୁ ଯେ ଏବେ ଯାଏ ଏ ମହିଳା ଙ୍କ ବିଷୟରେ କିଛି ତଥ୍ୟ ପାଇନୁ ହେଲେ ଏ ସ୍ତ୍ରୀ ଲୋକ ଜଣକ ନିଜ ସ୍ବାମୀ କୁ କାମ କଥା କହି କିଛି ଦିନ ବାହାର କୁ ଯାଇଥିଲେ, ତାପରେ ସେ ଯେଉଁ ହୋଟେଲ୍ ରୁମ୍ ରେ ରହିଥିଲେ ସେଇଠୁ ନିଜ ଫଟୋ ଉଠେଇକି ପଠେଇଥିଲେ । କିନ୍ତୁ ପରେ ସ୍ବାମୀ ତା ସ୍ତ୍ରୀ ଠାରୁ ଆଉ ଅଧିକ ଫଟୋ ମାଗିଥିଲେ । ଏହାପରେ ଯାହା ଘଟିଲା ସେ ସ୍ତ୍ରୀ ଲୋକ ଟି ବି ଭାବିନଥିଲା ।

 

ସେ ପତ୍ନୀ ଜଣକ ପୁରା ଆରାମ ରେ ଆଉ ଫଟୋ ପଠେଇଲା ହେଲେ ସେ ଏ ଫଟୋ ମାଗିବା ପଛରେ ସ୍ବାମୀ ର କାରଣ ସେ ଜାଣିପାରିଥିଲା । ସ୍ତ୍ରୀ ଜଣକ ଯେମିତି କି ଆଉ ଗୋଟେ ଫଟୋ ଦେଇଛି ତାକୁ ଦେଖି ସ୍ବାମୀ ର ପାଦ ତଳୁ ମାଟି ଖସିଗଲା । ଯେତେବେଳେ ସେ ତା ସ୍ତ୍ରୀ ଫଟୋ କୁ ଜୁମ୍ କରି ଦେଖିଲା ତା ସନ୍ଦେହ ସତ, ତାପରେ ସେ ଡିଭୋର୍ସ ନେଇଗଲେ ।

 

ସ୍ତ୍ରୀ ଯେଉ ଫଟୋ ଦେଇଥିଲା ସେ ଫଟୋ ପଛରେ କିଛି ଅଜବ କଥା ଦେଖି ତାକୁ ଜୁମ୍ କରିବା ରୁ ନିଜ ସ୍ତ୍ରୀ ସହ ଆଉ ଜଣେ ସେ ହୋଟେଲ୍ ରେ ରହିବାର ଅନୁଭବ କଲେ । ତାପରେ ସେ ସନ୍ଦେହ କରି ହୋଟେଲ୍ କୁ ଫୋନ୍ କରି ବୁଝିବାରୁ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ସହ ସେ ରୁମ୍ ରେ ଆଉ ଜଣେ ବି ରହି ଥିଲେ । ତାପରେ ସେ ତୁରନ୍ତ ନିଜ ସ୍ତ୍ରୀ ଠାରୁ ଡିଭୋର୍ସ ନେଇ ଯାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button