ଦେଶ- ବିଦେଶ

ଯେତେବେଳେ ମହାକାଶ ରେ ଦେଖା ଗଲେ ଭଗବାନ୍ ଶ୍ରୀ କୃଷ୍ଣ, ତାପରେ କଣ କହିଲା ନାସା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ NASA ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲା ଯେତେବେଳେ ଅନ୍ତରୀକ୍ଷ ରେ ଦେଖା ଗଲେ ଶ୍ରୀ ବିଷ୍ଣୁ। ବର୍ଷେ ପୂର୍ବରୁ ନାସା ବ୍ରହ୍ମାଣ୍ତ ର। ଏକ ଏଭଳି ଫଟୋ ଉଠାଇ ଥିଲା ଯାହାକୁ ଦେଖି ନାସା ସହ ଏହି ଦୁନିଆର ସମସ୍ତ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଆଉ ପ୍ରଶ୍ନ ଉଠିଲା କି ସେହି ଫଟୋ ର ସତ୍ୟତା କଣ ଥିଲା ବୋଲି। ସେହି ଫଟୋ ଟି ମଧ୍ଯ ବେଦ ଓ ପୁରାଣ ସହ ଜଡ଼ିତ ଥିଲା। ଭଗବାନ ଶ୍ରୀକଷ୍ଣ ଗୀତାରେ କହିଛନ୍ତି କି ସେ ସମସ୍ତ ସ୍ଥାନରେ ଅଛନ୍ତି।
ଜୀବ ମାନଙ୍କ ଆତ୍ମା ମଧ୍ୟ ହେଉଛନ୍ତି ସେ। ନାସା ଦ୍ବାରା ଯେଉଁ ଫଟୋ ଉଠା ଯାଇଛି ତାହାକୁ ମିଷ୍ଟିକ ମାଉଣ୍ଟେନ୍ ନାମରେ ନାମିତ କରାଯାଇଛି। ସେହି ଫଟୋ ଟି ବେଦ ପୁରାଣ ଅନୁସାରେ ସିରୋଦଖାୟୀ ବିଷ୍ଣୁ ଙ୍କ ସହ ମିଶି ଯାଉଥିବାର କୁହା ଯାଉଛି।
ଆଉ ନାସା ଉଠାଇ ଥିବା ସେହି ଫଟୋ ଭଗବାନ ବିଷ୍ଣୁ ଙ୍କ ଏହି ଫଟୋ ସହ ବହୁତ ମାତ୍ରାରେ ସମାନ ଥିବାର ଦେଖା ଯାଉଛି। ଏହାପରେ ନାସା ର ଏକ ଟେଲିସ୍କୋପ ସାହାଯ୍ୟରେ ଆଉ ଏକ ଫଟୋ ଉଠା ଯାଇଥିଲା।
ତାହାକୁ ମଧ୍ୟ ହ୍ୟାଣ୍ଡ ଅଫ ଗଡ ଙ୍କ ନାମ ଦିଆ ଯାଇଥିଲା। ଯାହାକୁ ଦେଖି ଲାଗୁଥିଲା କି ତାହା କୌଣସି ପ୍ରକାରର ଏକ ଭଗବାନ୍ ଙ୍କ ହାତ। ଏହି ଫଟୋ ଯେତେବେଳେ ନାସା ଦ୍ବାରା ଲୋକ ମାନେ
 ଜାଣିବାକୁ ପାଇଲେ ସେତେବେଳେ ମଧ୍ଯ ଲୋକ ମାନେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଗଲେ। ଏହି ଦୁଇଟି ଫଟୋ କୁ ଭଗବାନଙ୍କ ସହ ଜଡ଼ିତ କରି ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ୍ କରିବାକୁ ମଧ୍ୟ ଲାଗିଲେ।
ଧୀରେ ଧୀରେ ଏହି ଫଟୋ ମଧ୍ୟ ସାରା ଦୁନିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଲା। କେହି କେହି ସେହି ଭଗବାନଙ୍କ ହାତ ଫଟୋ କୁ ଦେଖିକି କହିଲେ କି ତାହା ଭଗବାନ୍ ଙ୍କ ଅନ୍ତିମ ମାର୍ଗ ରୁ ଆସିଥିବାର ଦେଖା ଯାଉଛି।
ଆଉ ଆଙ୍ଗୁଠି ଉପରେ ସୁଦର୍ଶନ ଚକ୍ର ଥିବାର ମଧ୍ୟ ସେମାନେ ଅନୁମାନ କରିଥିଲେ। କାରଣ ସମ୍ପୁର୍ଣ୍ଣ ଦୁନିଆ ହେଉଛି ଭଗବାନ୍ ବିଷ୍ଣୁ ଙ୍କ ମଧ୍ୟରେ ବିଦ୍ୟମାନ। ଏବେ ସୋସିଆଲ ମିଡ଼ିଆରେ ଏହି ଫଟୋ କୁ ଅନେକ ଲୋକ ଦେଖି ସାରିଲେଣି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button