IAS ଇନ୍ଟରଭିଉ ରେ ପଚରାଗଲା ଏମିତି ପ୍ରଶ୍ନ ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ- ଜାଣନ୍ତୁ କଣ

ଯଦି ଆପଣ ଆଇଏଏସ ପରୀକ୍ଷା ବିଷୟରେ ଶୁଣିଥିବେ ତାହେଲେ ଆପଣ ଜାଣିଥିବେ ଏହି ପରୀକ୍ଷା ଫିଲ୍ମ ର ସସପେନ୍ସ ଟ୍ରେଲର ପରି ହୋଇଥାଏ ଏବଂ ଆଇଏଏସ ଇନ୍ଟାରଭିଉ ତାର କ୍ଲାଇମେକ୍ସ ହୋଇଥାଏ ଯାହା ପୁରା ଫିଲ୍ମ କୁ ସମ୍ପୂର୍ଣ କରିଥାଏ । ଇନ୍ଟାରଭିଉ ସ୍ତର ପଯ୍ୟନ୍ତ ପହଞ୍ଚିବା ଲୋକ ବହୁତ ଜ୍ଞାନୀ ହୋଇଥାଏ ହେଲେ ଇନ୍ଟାରଭିଉ କେବଳ କେବଳ ଜ୍ଞାନର ପରୀକ୍ଷା ହୋଇନଥାଏ , ଏହା ମଣିଷର ଗତିଶୀଳତାକୁ ମାପିବାର ଏକ ଭଲ ପ୍ରକ୍ରିୟା ହୋଇଥାଏ ।
ଏହା ଛଡା ୟୁପିଏସସି ଦ୍ଵାରା ବାହାରିଥିବା ପତ୍ରରେ ବି ଏହା ସ୍ପଷ୍ଟ ଲେଖା ଯାଇଥାଏ କି ଏହା ଜ୍ଞାନର ନୁହେଁ ବ୍ୟକ୍ତିତ୍ବର ପରୀକ୍ଷା ହୋଇଥାଏ ।
ପ୍ରଶ୍ନ -ତାହା କେଉଁ ଜିନିଷ ଅଟେ ଯାହାକୁ ଆଗେ ଭଗବାନ ଏବଂ ପଛରେ ମଣିଷ ଦ୍ଵାରା ଗାଢା ଯାଇଛି ?
ଉତର – ବଳଦ ଗାଡି, ଏହାକୁ ଆଗରୁ ଭଗବାନ ଓ ପଛରୁ ମଣିଷ ବନେଇଛି । ମାନେ ବଳଦଙ୍କ ସୃଷ୍ଟି ଭଗବାନ କରିଛନ୍ତି କିନ୍ତୁ ସେମନାଙ୍କ ପଛରେ ଶଗଡ ଗାଡି ତ ମଣିଷ ବନେଇଛି ।
ପ୍ରଶ୍ନ -ଯଦି ଗୋଟିଏ ଘରେ ଫ୍ରୀଜ ର ଡୋର କୁ ଖୋଲା ରଖାଯାଏ ତାହେଲେ ଘର ଥଣ୍ଡା ହବ ନା ଗରମ ?
ଉତର -ଯଦି ଗୋଟେ ଘରେ ଥିବା ଫ୍ରୀଜ ର ଦୂର କୁ ଖୋଲା ରଖାଯାଏ ତାହେଲେ ଘର ଗରମ ହେବାକୁ ଲାଗିବ ।
ତେବେ ଏହିଭଳି ଅନେକ ଆଇଏଏସ ସମ୍ବନ୍ଧିତ ପ୍ରଶ୍ନ ଉତ୍ତର ଆମେ ତ ଅପାଣମାଣଙ୍କ ପାଇଁ ନେଇ ଆସିଛୁ ଏବଂ ଆଗକୁ ମଧ୍ୟ ନେଇ ଆସିବୁ ।