ଲୁଣ ଓ ଲବଙ୍ଗର ଏହି ଉପାୟ ଆପଣଙ୍କୁ କରିପାରେ କୋଟିପତି,

ଆଜିକାଲିର ଦୁନିଆ ରେ କିଏ ବା ଧନୀ ହେବାକୁ ନ ଚାହେଁ । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏହା ନ ଥାଏ । କିଛି ଲୋକ ପରିଶ୍ରମ କରି ଧନୀ ହୋଇ ପାରନ୍ତି ତ କିଛି ଲୋକ ଯେତେ ପରିଶ୍ରମ କଲେ ବି ସଫଳତା ମିଳେ ନହିଁ । ଏହା ହେଉଛି ନିଜ ଭାଗ୍ୟର ଖେଳ । କେହି କେହି ଏଭଳି ଭାଗ୍ୟ ନେଇ ଆସନ୍ତି କି ସେମାନେ ଜନମରୁ କୋଟିପତି ହୋଇଥାନ୍ତି । କିନ୍ତୁ କିଛି ଲୋକ ଏଭଳି ଭାଗ୍ୟ ନେଇ ଆସନ୍ତି କି ଯେତେ ବି ରିଜଗାର କଲେ ତାଙ୍କୁ ଅନ୍ତେ ନାହିଁ । ତେବେ ସେହିଭଳି କିଛି ଲୋକ ମାନଙ୍କ ପାଇଁ ଆଜି ଆମେ ଏକ ଏଭଳି ଉପାୟ ନେଇ ଆସିଛୁ ଯାହା କରିବା ଦ୍ଵାରା ସେମାନଙ୍କର ଆରେ ବୃଦ୍ଧି ହେବ ଓ ସେମାନେ ମଧ୍ୟ ଏକ କୋଟିପତିର ଜୀବନ ବଞ୍ଚି ପାରିବେ ।
ଏହା କରିବାର କିଛିଦିନ ପରେ ଆପଣ ନିଜେ ଦେଖିବେ ଆପଣଙ୍କ ଆର୍ଥିକ ପରିକଥି ବଦଳିବାକୁ ଲାଗିବ । ଅପବ୍ୟୟ କମ ହେବା ସହ ଆପଣ କିଛି ସଞ୍ଚୟ ମଧ୍ୟ କରି ପାରିବେ । କୁହା ଯାଏ କି କଳା ରଙ୍ଗ ଖରାପ ନଜରରୁ ବଞ୍ଚାଏ । ସେଥିପାଇଁ କଳା କପଡାର ବ୍ୟଭାର ନିତ୍ୟାନ୍ତ ଆବଶ୍ୟକ । ଲୁଣ ନକାରାତ୍ମକ ଶକ୍ତିକୁ ଗୃହ ଭିତରକୁ ପ୍ରବେଶ କରାଇଦେବ ନାହିଁ ସେଥିପାଇଁ ଲୁଣ ଏହି ଉପାୟରେ ମୁଖ୍ୟ ଅଟେ । ଲବଙ୍ଗ ମଧ୍ୟ ହେଉଛି ଏକ ଦୁର୍ଲଭ ମସଲା ଯାହା ବହୁତ ମୂଲ୍ୟବାନ ଅଟେ ସେଥିପାଇଁ ଏହାକୁ ଏହି ଉପାୟରେ ପ୍ରୟୋଗ କଲେ ଧନ ସବନ୍ଧିତ ସମସ୍ତ ସମସ୍ଯା ଦ୍ଦୁର ହେବ ।




