ସ୍ୱାସ୍ଥ୍ୟ

ମାତ୍ର ୧୦ଦିନ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ଖାଆନ୍ତୁ ଜୀରା, ଏହାର ପ୍ରଭାବ ଦେଖି ବିଶ୍ବାସ ହେବନି

ଜିରା ଶରୀର ସବୁ ଅଙ୍ଗ ପାଇଁ ଲାଭ କାରୀ ଅଟେ, ଯଦି ସବୁ ଦିନ ଆପଣ ଟିକେ ଜିରା ଖାଇବେ ତାହେଲେ ଏହାର ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଦେଶ ରେ ମସଲା ପାଇଁ ଅଲଗା ବିଶେଷତା ଅଛି, ମସଲା କେବଳ ସ୍ଵାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବି ଜରୁରୀ ଅଟେ । କେତେକ ଖାଦ୍ୟ ନାଁ ଏହି ମସଲାଙ୍କ ନାଁ ରେ ଅଛି ଯେମିତିକି ଜିରା ରାଇସ ଏହି ପରି କେତେକ ଖାଦ୍ୟ ଅଛି ଯାହା ନିଜ ମସଲା ନା ରେ ପ୍ରସିଦ୍ଧ ଅଛି ।

ଆଜି ଆମେ ଏମିତି ଗୋଟେ ମସଲା ବିଷୟ ରେ ଜାଣିବା ଯାହା ସମସ୍ତଙ୍କ ଘର ଉପଲବ୍ଧ ଅଟେ । ଏହାକୁ ମାତ୍ର ୧୦ଦିନ ଖାଇବା ପରେ ଏହାର ପ୍ରଭାବ ଦେଖି ପାରିବେ ଆପଣ ।

ଜିରା ଖାଇବା ର ଲାଭ :

–      ଜିରା ଖାଇଲେ ପାଚନତନ୍ତ୍ର ଭଲ ହୋଇଥାଏ ସେଥିପାଇଁ ପେଟ ସମସ୍ୟା କମ ହୋଇଥାଏ ।

–      ଏସିଡିଟି ଏବଂ କବ୍ଜ ରୁ ମୁକ୍ତି ଦେଇ ଥାଏ ।

–      ମୁହଁ ରେ ବାହାରୁଥିବା ପିମ୍ପଲ ଓ ଅଲଗା ଜିନିଷ କୁ କମ କରିଥାଏ ।

 

–      ଜିରା ରେ ଭିଟାମିନ E ହୋଇଥାଏ ଯାହା ତ୍ଵଚା କୁ ସ୍ଵସ୍ଥ ରଖିବା ପାଇଁ ସହକାରୀ ହୋଇଥାଏ ।

–      ଜିରା ଗୁଡ ସହ ମିଶେଇକି ଖାଇଲେ ମେଲେରିଆ ରେ ଲାଭ ମିଳି ଥାଏ ।

–      ଡାଇବେଟିଜ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଗୋଟେ ଛୋଟ ଚାମଚ ଜିରା ସବୁ ଦିନ ଖାଆନ୍ତୁ ।

–      ଦହି ସହ ଭଜା ଜିରା ମିସସାଇକି ଖାଇଲେ ଡାଇରିୟା ରେ କାମ କରି ଥାଏ ।

 

–      ଟିକେ କଞ୍ଚା ଜିରା ଖାଇଲେ ଏସିଡିଟି ରୁ ତୁରନ୍ତ ଆରାମ ମିଳି ଥା

Related Articles

Leave a Reply

Your email address will not be published. Required fields are marked *

Back to top button