କିନ୍ନର ଙ୍କ ଅଭିଶାପ ହେଉଛି ଖତରନାକ୍- କିନ୍ନର ଙ୍କୁ ଦେଖିବା ମାତ୍ରେ କରନ୍ତୁ ଏହି କାମ, ନଚେତ…

, ଆମେ ସ୍ଵାଗତ କରୁଛୁ ଆପଣମାନକୁ ଆମର ଏହି ଲେଖାକୁ । ଆଜି ଆମେ ଆପଣଙ୍କୁ କିନ୍ନର ମାନଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆପଣ ମାନେ ତ ଜାଣିଥିବେ କିନ୍ନର ମାନଙ୍କୁ ଏ ସମାଜ କେଉଁ ଦୃଷ୍ଟିରେ ଦେଖେ କିନ୍ତୁ କଣ ଆପଣ ଜାଣିଛନ୍ତି ଏହା କରିବା ଦ୍ଵାରା ଆପଣଙ୍କର କେତେ ଖ୍ଯାତି ହୋଇପାରିବ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ କିନ୍ନର ମାନଙ୍କୁ ଆପଣ ଏକ ଅଭିଶପ୍ତ ଭାବେ ଦେଖୁଛନ୍ତି ସେମାନଙ୍କ ଆଶୀର୍ବାଦ ପାଇ ଆପଣଙ୍କ ଭାଗ୍ୟ ବଦଳିଯିବ । ସମାଜ ତାଙ୍କୁ ଯେତେ ଅଶୁଭ ମାନିଲେ ବି ପ୍ରକୃତରେ ସେମାନେ ଅଶୁଭ ନୁହନ୍ତି ବରଂ ଭଗବାନଙ୍କ ସୃଷ୍ଟିର ଏକ ଅନୋଖା ରଚନା, ଯେମିତି ଆମେ ଭଗବାନ ଶିବଙ୍କର ଅରଧ ନାରୀଶ୍ଵର ରୂପକୁ ପୂଜା କରୁଛେ ଠିକ ସେହି ଭଳି କିନ୍ନର ମାନେ ମଧ୍ୟ ହେଉଛନ୍ତି ସେହି ରୂପର ପ୍ରତୀକ ।
ତେବେ ସେମାନଙ୍କ ଆଶୀର୍ବାଦ ରହିଲେ ମଣିଷ ବହୁତ ଉନ୍ନତି କରିପାରିବ । ଆପଣ ମାନେ ଦେଖିଥିବେ ବିବାହ ହେଉ ବା ଛୋଟ ଛୁଆର ଜନ୍ମ ଦିନ ଯଦି ସେଠାକୁ କିନ୍ନର ମାନେ ଆସି ବହୁତ ଖୁସି ହୋଇ ସେମାନକୁ ଆଶୀର୍ବାଦ ଦେଇ ଯାନ୍ତି ତେବେ ସେମଙ୍କର ଆଗାମୀ ଜୀବନ ପାଇଆନ ଏହା ଭାଗ୍ଯର କଥା ବୋଲି ଲୋକେ ମାନନ୍ତି । କିନ୍ତୁ ଯଦି ସେମାନେ କାହାକୁ ଅଭିଶାପ ଦିଅନ୍ତି ତେବେ ସେ ପୁରା ବରବାଦ ହୋଇଯାଏ । ତେବେ ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ଏହି ଗୋଟେ କାମ କରିବାକୁ ପଡିବ, ଯାହା ଦ୍ଵାରା ଆପଣ କିନ୍ନର ମାନଙ୍କ ଅଭିଶାପ ରୁ ବଞ୍ଚି ପାରିବେ ।
ସେମାନଙ୍କ କ୍ରୋଧରୁ ବଞ୍ଚିବା ପାଇଁ କଣ କରିବେ?
ଯଦି ଆପଣ କେବେବି ବି କୌଣସି କିନ୍ନରଙ୍କୁ ଦେଖୁଛନ୍ତି ତେବେ ତାଙ୍କୁ କିଛି ବାଧିଲା ଭଳି କଥା କୁହନ୍ତୁ ନାହିଁ, ସବୁ ବେଳେ ସେମାନଙ୍କୁ ଉଚିତ ଭାବେ ସମ୍ମ୍ନ କରନ୍ତୁ । ତାଙ୍କୁ କୌଣସି ମତେ ବି ନିଜ ଉପରେ ରାଗି ବାର ସୁଯଗ ଦିଅନ୍ତୁ ନାହିଁ, ସର୍ବଦା ତାଙ୍କୁ ଖୁସି କରିବାର ଚେଷ୍ଟା କରନ୍ତୁ । ନିଜ ଘରେ ଯଦି କୌଣସି ଶୁଭ କାମ ଆରମ୍ଭ କରୁଛନ୍ତି ସେମାନଙ୍କ ଆଶୀର୍ବାଦ ନିଅନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଖୁବ ଉନ୍ନତି ଆସିବ । ସେମାନେ ଏମିତି ହିଁ କାହାକୁ ଆସିର ବାଦ ଦିଅନ୍ତି ନାହିଁ, ଯାହାକୁ ତାଙ୍କ ମନ ସେମାନେ ସେହି ବ୍ୟକ୍ତିଙ୍କୁ ହିଁ ଆଶୀର୍ବାଦ କରନ୍ତି ।