ମନୋରଞ୍ଜନ
ଅଭିନେତ୍ରୀ ଆଥିଆ ସେଟ୍ଟୀ ହେଲେ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ – ନାଁ ଶୁଣି ଉଡିଯିବ ଆପଣଙ୍କ ହୋସ

ଆପଣମାନଙ୍କୁ ଆମର ଏହି ପୋଷ୍ଟକୁ ସ୍ଵାଗତ । ଆପଣମାନଙ୍କ ପାଇଁ ଆମେ ନେଇଆସୁ ପ୍ରତ୍ୟକ ଦିନ କିଛି ନୂଆ ଖବର । ଆଜି ବି ସେହିଭଳି କିଛି ନୂଆ ଖବର ନେଇ ଆସିଛୁ ଆମେ ଆପଣମାନଙ୍କ ପାଇଁ । ଆପଣମାନେ ତ ଜାଣିଥିବେ ମିଡିଆ ବାଲା ଆଜିକାଲି ବଲୀଉଡ ଖବର କୁ ଅଧିକ ପ୍ରସାରଣ କରୁଛନ୍ତି । ତେବେ ଆଜି ଆମେ ବି ଆପଣଙ୍କୁ ସେହି ବଲୀଉଡ ସମ୍ପର୍କିତ ଗୋଟେ ଖବର ଦେବାକୁ ଯାଉଛୁ । କେବଳ ବଲୀଉଡ ନୁହେଁ ବରଂ ଏହା ସହ ଜଡିତ ଅଛି ଭାରତୀୟ କ୍ରିକେଟ ଟିମ୍ ର ନାଁ । ତେବେ ଆମେ ଯାହା ବିଷୟରେ କହିବାକୁ ଯାଉଛୁ ସେ ଔ କେହି ନୁହନ୍ତି ସେ ହେଉଛନ୍ତି ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ।