ଦେଶ- ବିଦେଶ

ହିମାଚଳରେ ବାଦଳ ଫଟା ବର୍ଷା : ୧୩ ମୃତ, ଅନେକ ନିଖୋଜ

ହିମାଚଳ ପ୍ରଦେଶରେ ପୁଣି ପ୍ରକୃତିର ତାଣ୍ଡବ। ଶ୍ରୀଖଣ୍ଡ ନିକଟ ବାଗି ପୋଲ ନିକଟରେ ବାଦଲଫଟା ବର୍ଷା ହୋଇଛି। ବାଦଲଫଟା ବର୍ଷାରେ ୪୫ ଜଣ ଲୋକ ଭାସିଯାଇଥିବା ସୂଚନା। ଏନାମଙ୍କ ମଧ୍ୟରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ତେବେ ବର୍ଷା ନେଇ ପୂର୍ବରୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଥିଲା। ଗତ ୨୪ ଘଣ୍ଟାରେ ମଣ୍ଡି ଜିଲ୍ଲାର ଜୋଗିନ୍ଦର ନଗରରେ ୧୧୦ ମିମି ସହ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଇଏମଡି ବିଳାସପୁର, ହମିରପୁର କାଙ୍ଗଡା, ଚମ୍ବା, ଏବଂ ମଣ୍ଡିର ତଳିଆ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button