ସ୍ୱାସ୍ଥ୍ୟ

କ୍ଷୀର ସହ ଏହି ୯ଟି ଜିନିଷ ଏକାଠି ଖାଇଲେ..

ପଣସ –ପଣସ ଓ କ୍ଷୀରକୁ ଏକତ୍ରିତ ଖାଇବା ଦ୍ୱାରା ପେଟରେ ଏସିଡିଟି, ଗ୍ୟାଷ୍ଟ୍ରିକ୍‌ ଆଦି ସମସ୍ୟା ହେବା ସହ ପେଟରେ ଯନ୍ତ୍ରଣା, ପାଚନ ତନ୍ତ୍ର ଦୁର୍ବଳ ହୋଇଥାଏ ।

କଦଳୀ – କ୍ଷୀର ଓ କଦଳୀକୁ ଏକତ୍ରିତ ଖାଇବା ଦ୍ୱାରା ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ । ଏହାସହ କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ ।

ତରଭୁଜ –କ୍ଷୀର ଓ ତରଭୁଜକୁ ଏକାଠି ଖାଇବା ଦ୍ୱାରା ପାଚନ ତନ୍ତ୍ର ଦୁର୍ବଳ ହେବା ସହ ବଦହଜମି ସମସ୍ୟା ହୋଇଥାଏ ।

ମୂଳା – ମୂଳା ଓ କ୍ଷୀରକୁ ଏକତ୍ରିତ ଖାଇବା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ । ପେଟରେ ଗ୍ୟାଷ୍ଟ୍ରିକ, ଯନ୍ତ୍ରଣା ହୋଇଥାଏ ।

Dailyhunt
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button