ଦେଶ- ବିଦେଶ

ଶ୍ଵଶୁର ବାହା ହେଲେ ବିଧବା ବୋହୁଙ୍କୁ

ବନ୍ଧୁଗଣ ଆପଣମାନେ ନିଶ୍ଚିତ ସୋସିଆଲ ମିଡିଆ ବ୍ୟବହାର କରୁଥିଲେ। ଓ ସୋସିଆଲ ମିଡିଆରେ ପ୍ରତ୍ଯେକ ଦିନ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓକୁ ଅନେକ ଲୋକ ସେୟାର କରନ୍ତି ଓ ଏହାର ମଜା ନେଇଥାନ୍ତି। ତେବେ ବର୍ତ୍ତମାନ ସମୟରେ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଶ୍ଵଶୁର ନିଜର ବିଧବା ବୋହୁଙ୍କୁ ବିବାହ କରିଛନ୍ତି। ତେବେ ଆସନ୍ତୁ ଏହି କାହାଣୀ ବିଷୟରେ ଜାଣିବା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଶ୍ଵଶୁର ନିଜର ବିଧବା ବୋହୁଙ୍କୁ ବିବାହ କରିଛନ୍ତି। ଶ୍ଵଶୁର ଓ ଉକ୍ତ ବିଧବା ବୋହୁଙ୍କ ମଧ୍ୟରେ ଅନ୍ତରଙ୍ଗ ବଢି ଯାଇଥିଲା। ଶ୍ଵଶୁର ଜଣକ ପୁଅର ମୃତ୍ୟୁ ପରେ ତାଙ୍କର ବୋହୁଙ୍କ ସହିତ ଥିବା ଅନ୍ତରଙ୍ଗ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହା ଜାଣି ଗାଁ ଲୋକେ ସଙ୍ଗେ ସଙ୍ଗେ ଉଭୟ ଶ୍ଵଶୁର ଓ ବିଧବା ବୋହୁଙ୍କ ଗ୍ରାମ ପଞ୍ଚାୟତରେ କରିଥିଲେ।

ଦେଖନ୍ତୁ ଭିଡିଓ:-

ଏହି ଭିଡିଓରେ ଆପଣ ଦେଖିପାରୁଥିବେ। କେଉଁଭଳି ଶ୍ଵଶୁର ଓ ବିଧବା ବୋହୁ ଗାଁ ଲୋକଙ୍କ ସାମ୍ନାରେ ବିବାହ କରାଯାଉଛି। କେଉଁପରି ଭାବରେ ଉଭୟ ବିବାହ କରୁଛନ୍ତି। ଶ୍ଵଶୁର ତାଙ୍କର ବିଧବା ବୋହୁଙ୍କ ମୁଣ୍ଡରେ ସିନ୍ଦୁର ଦେଉଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଏହି ଭିଡିଓକୁ ସେୟାର କରୁଛନ୍ତି। ଓ ଏଥିରେ ଅନେକ ପ୍ରକାର ନିଜର ମତାମତ ଦେଉଛନ୍ତି। କେହି କେହି କହୁଛନ୍ତି ବୃଦ୍ଧ କାଳେ ରାସଲୀଳା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button