ଦେଶ- ବିଦେଶ
ମାଳିସାହି ରେ ଚାଲିଛି ଶହେ ଶହେ ରେ ଖେଳ ଦେଖନ୍ତୁ ଏହି ଭିଡିଓ ଆଶ୍ଚର୍ୟ୍ଯ ହେଇଯିବେ ଆପଣ ଦେଖନ୍ତୁ ଏହି VIRAL VIDEO

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟ ସମୟରେ ସୋସିଆଲ ମିଡ଼ିଆର ଏଭଳି ଭିଡିଓ ଦେଖିଥିବେ ଯାହାକୁ କି ଆପଣ ପୂର୍ବ ରୁ କେବେ ହେଲେ ମଧ୍ୟ ଦେଖି ନଥିବେ। ସେଭଳି ଭିଡିଓ ମାନ ମଧ୍ଯ ସୋସିଆଲ ମିଡିଆରେ ଖୁବ୍ ଭାଇ ରାଲ୍ ହୋଇ ଥାଏ। କାରଣ ଦର୍ଶକ ମାନେ ସେଭଳି ଭିଡିଓ ଗୁଡ଼ିକୁ ଖୁବ ପଶନ୍ଦ ମଧ୍ଯ କରିଥାଆନ୍ତି। ସୋସିଆଲ ମିଡିଆରେ ସଦା ସର୍ବଦା କିଛି ଭିନ୍ନ ଦେଖିବାକୁ ମିଳୁଥିବା ଭିଡିଓ ହିଁ ଭାଇରାଲ ହୋଇଥାଏ।
ତେବେ ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ମାଳି ସାହି ସମ୍ପର୍କ ରେ ଜାଣିଥିବେ ଓ ସେଠାରେ ମଧ୍ୟ କଣ କାର୍ଯ୍ୟ ହୋଇଥାଏ ସେ ସମ୍ପର୍କ ରେ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଅବଗତ ଥିବେ। ଆଜ୍ଞା ହଁ ମାଳି ସାହିରେ ଦେହ ବ୍ୟବସାୟ ହୋଇଥାଏ। ସେଠାରେ ପ୍ରାୟ ଗରୀବ ଶ୍ରେଣୀର ଝିଅ ମାନେ ରହି ଏଭଳି କାର୍ଯ୍ୟ କରିଥାଆନ୍ତି। କାରଣ ସେମାନେ କେବଳ ହିଁ କେବଳ ପଇସା ଚାହିଁ ଥାଆନ୍ତି ତାଙ୍କର ଭରଣ ପୋଷଣ କରିଥାଆନ୍ତି।
ଆଗରୁ ଆପଣ ମାନେ କେବଳ ହିଁ କେବଳ କଟକ ଓ ଭୁବନେଶ୍ବର ର ମାଳି ସାହି ସମ୍ପର୍କ ରେ ଜାଣିଥିବେ। ହେଲେ ଆଜି ଆମେ ଆପଣଙ୍କୁ ଏକ ଭିନ୍ନ ମାଳି ସାହି ଦେଖାଇବା ପାଇଁ ଯାଉଛୁ ଏହି ମାଳି ସାହି କଟକ କି ଭୁବନେଶ୍ଵର ର ନୁହେଁ ଆଜ୍ଞା ଏହି ମାଳି ସାହି ହେଉଛି ଚିନ ର। ସେଠାକାର ଯୁବତୀ ମାନେ ମଧ୍ୟ ଦେହ ବ୍ୟବସାୟ କରିଥାନ୍ତି।
ଏହା ଦେଖିବା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲା ଗୁଛି। କାରଣ ଚିନ ଭଳି ରାଷ୍ଟ୍ର ରେ ମଧ୍ୟ କଣ ଆର୍ଥିକ ସ୍ଥିତି ଏତେ ମାତ୍ରାରେ ଖରାପ ଯେ ସେଠକାର ଯୁବତୀ ମାନେ ମଧ୍ୟ ଏହି ଦେହ ବ୍ୟବସାୟ ଭଳି ପନ୍ଥା କୁ ଆପଣେଇ ନେଇଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ମଧ୍ଯ ଲାଗିଛି।