ଦେଶ- ବିଦେଶ

୬ ମାସ ସମ୍ବନ୍ଧ ରଖିଲା ପରେ ପ୍ରେମିକ କହୁଛି ତୁ ଜା ଏଠୁ ମୁଁ ଏବେ କଣ କରିବି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ସୋସିଆଲ ମିଡ଼ିଆ ଅନେକ ପ୍ରକାରର ଘଟଣାକୁ ଆପଣଙ୍କ ପାଖରେ ପହଞ୍ଚାଇଥାଏ । ଆଉ ଆପଣମାନେ ତ ଏବେ ଦେଖିଥିବେ ସାରା ରାଜ୍ୟରେ ଲଭ୍ ତାପରେ ସେ-କ୍ସ ଆଉ ତାପରେ ଧୋକା ମିଳୁଛି । ଆଉ ଏମିତି ଘଟଣା ଏବେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲିଛି ।
ପ୍ରଥମେ ପ୍ରେମ କରୁଛନ୍ତି । ଆଉ ଉଭୟ ପ୍ରେମିକ ଆଉ ପ୍ରେମିକା ଯେତେବେଳେ ନିକଟତର ହେଉଛନ୍ତି ସେତେବେଳେ ପ୍ରେମିକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଧୋକା ଦେଉଛନ୍ତି । ଆଉ ଏମିତି ଅନେକ ଘଟଣା ଏବେ ସାରା ରାଜ୍ୟରେ ଘଟି ଚାଲିଛି । ଆଉ ଏମିତି ଘଟଣା ପୁଣି ଘଟିଛି ସେହି ଗଞ୍ଜାମ ଜିଲ୍ଲାରେ । ଏବେ ଗଞ୍ଜାମ ଜିଲ୍ଲାରେ ଦୀପିକା ଆଉ ଦିନେଶଙ୍କ ଘଟଣା ବିଷୟରେ ଚର୍ଚ୍ଚା କମିନଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଯୋଡ଼ି ।
ଏହି ପ୍ରେମୀ ଯୁଗଳ ହେଉଛନ୍ତି ନରସିଂହ ଆଉ ଗୀତା । ଏମାନଙ୍କର ଏକ ବର୍ଷ ତଳେ ତାମିଲନାଡୁରେ ଦେଖା ଯାଉଥିଲା । ଆଉ ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଏହାପରେ ସେମାନେ ୬ ମାସ ଏକାଠି ମଧ୍ୟ ରହିଥିଲେ । କିନ୍ତୁ ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ନରସିଂହ । ନରସିଂହ ଗୀତାଙ୍କ ସହିତ ୬ ମାସ ରହିବା ପରେ ତାଙ୍କୁ ଛାଡ଼ି ପଳାଇ ଆସିଥିଲେ । ତାଙ୍କ ଭିତରେ ଶା-ରୀ-ରି-କ ସମ୍ପର୍କ ମଧ୍ୟ ଥିଲା ।
ଆଉ ଏବେ ପ୍ରେମିକା ଗୀତା ତାଙ୍କ ପ୍ରେମିକ ନରସିଂହ ପ୍ରଧାନଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି । ଆଉ ଏହି ଘଟଣା ଏବେ କେଉଁ ମୋଡ଼ ନେବ କିଏ ଜାଣିଛି । ନରସିଂହଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି ବୋଲି ସୂଚନା ମିଳିଛି । ଆଉ ଏବେ ଦେଖିବାକୁ ବାକି ରହିଲା ଗୀତାଙ୍କୁ କେବେ ନ୍ୟାୟ ମିଳୁଛି ? ଆଉ ସେ କେତେଦିନ ଏମିତି ଧାରଣାରେ ବସିଛନ୍ତି ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button