ଦେଶ- ବିଦେଶ

ଗୁପ୍ତ ଭାବରେ ଚଳାଇଥିଲେ ଦେହ ବେପାର ଆଉ ତା ପରେ ଦେଖନ୍ତୁ କେମିତି ଅବସ୍ଥା ରେ ବାଜିଲା ୧୨

ନମସ୍କାର ବନ୍ଧୁଗଣ ବେଶ୍ୟା ବୃଦ୍ଧି ଆମ ସମାଜରେ ଏକ କଳା ଦାଗ ଭଳି ରହିଛି। ଏହି ଲାଇନ୍ ରେ ଆସୁଥିବା ମହିଳା ମାନଙ୍କୁ ପୁନର୍ବାର ସଭ୍ୟ ସମାଜରେ ସ୍ଥାନ ମିଳି ନଥାଏ। ମଣିଷ ବଞ୍ଚିବା ପାଇଁ ଅନେକ ସଂଘର୍ଷ କରେ। ପେଟ ପୋଷିବା ପାଇଁ ଏବଂ ଦୁନିଆରେ ନିଜ ଜାଗା ବନେଇବା ପାଇଁ ମଣିଷକୁ କଣ ସବୁ କରିବାକୁ ପଡେ ତାହା ସେ ନିଜେ ବି ଜାଣି ନଥାଏ।
ପରିଚୟ ସୃଷ୍ଟି କରିବାରେ ମଣିଷର ଅନେକ ସମୟ ବିତିଯାଏ ଓ ପରିଚୟ ଖୋଜିବାରେ କଷ୍ଟ ମଧ୍ୟ କରିବାକୁ ପଡେ। ଆପଣମାନେ ମାଳି ସାହିକୁ ନେଇ ଅନେକ ଭିଡିଓ ଦେଖିଥିବେ। ଆଉ ଏମିତି ମାଳି ସାହିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଠାରେ କେତେ ଟଙ୍କା ନେଇ ଏଭଳି କାମ କରୁଛନ୍ତି ମହିଳାମାନେ। ଆଉ ନିଜର ଦେହ ବେପାର କରୁଛନ୍ତି ଆଉ କେତେ ଟଙ୍କା ନେଉଛନ୍ତି।
ବନ୍ଧୁଗଣ ଆପଣ ମାନେ ମାଳି ସାହି ର ନାଆ ଶୁଣିଥିବେ। ଏବେ ଦେଖିବାକୁ ମିଳୁଛି ମାଳି ସାହି ମହିଳା ପଡ଼ିଲେ ଧରା। ଯାହା ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ। କେମିତି କେତେଜଣ ମାଳି ସାହି ମହିଳା ଏକାଠି ଛିଡ଼ା ହୋଇଛନ୍ତି। ଏପଟେ ପୋଲିସ ମଧ୍ୟ ମାଳି ସାହି ମହିଳା ମାନଙ୍କୁ ଏକାଠି ଧରିଛନ୍ତି। କଳା କାରନାମା କରିବା ସମୟ ରେ ଏହି ମାଳି ସାହି ମହିଳାମାନକୁ ପୋଲିସ ଧରିଛି।
ଏହି ଭିଡ଼ିଓ ରେ ଆପଣମାନେ ଦେଖି ପାରୁଥିବା ପୋଲିସ ବାବୁ କିପରି ମାଳି ସାହି ମହିଳା ମାନଙ୍କର ଭିଡିଓ ରେକଡ଼ିଂ କରୁଛନ୍ତି। ଆମ ଦୁନିଆରେ ଏମିତି ଲଜ୍ୟାଜନକ କାର୍ଯ୍ୟ ବହୁତ୍ କରାଯାଉଛି। କିଛି ଧରା ପଡୁଛି ତ କିଛି ଧରା ପଡୁନାହିଁ। କିନ୍ତୁ ଏହି ଭିଡ଼ିଓ ରେ ଆପଣ ମାନେ ଦେଖିପାରୁଥିବେ କି କେମିତି ମାଳି ସାହି ମହିଳା ମାନେ ଲଜ୍ୟା ରେ ନିଜ ମୁହଁ ଲୁଚେଇ ଦେଉଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button