ଦେଶ- ବିଦେଶ
ଯୁବତୀ ନାଚିଲେ ଏମିତି ନାଚ ଭିଡିଓ ହେଲା ଭାଇରାଲ୍ ଦେଖନ୍ତୁ କଣ କଲେ ମହିଳା ଜଣଙ୍କ VIRAL VIDEO

ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟୁଥିବାର ଦେଖିଥିବେ। କେତେବେଳେ କିଏ କାହା ସହିତ ଫେରାର ହୋଇ ଯାଉଛନ୍ତି,ଆଉ କିଏ କେତେବେଳେ କାହାକୁ ହ-ତ୍ୟା କରି ଦେଉଛନ୍ତି।
ଯୁବପିଢି ମାନେ କାହାକୁ ଖାତିର ମଧ୍ୟ କରୁ ନାହାନ୍ତି। ପ୍ରେମିକ ହୁଅନ୍ତୁ ଅବା ପ୍ରେମିକା ଘରେ ମିଛ କହି ଅନ୍ୟ କେଉଁଆଡେ ଚାଲି ଯାଉଛନ୍ତି।ଏହିଭଳି ଘଟଣା ଚାରିଆଡ଼େ ଦେଖିବାକୁ ମିଳୁଛି।
ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ରେ ବର୍ତ୍ତମାନ ସମସ୍ତେ କିଛି ନା କିଛି କାମ କରି ରାତାରାତି ଷ୍ଟାର ହୋଇ ଯାଉଛନ୍ତି।
କିଏ ଭଲ କାମ କରି ଦର୍ଶକମାନଙ୍କୁ ଖୁସି କରାଉଛନ୍ତି ଆଉ କେଉଁମାନେ ବହୁତ ଖରାପ ଭିଡିଓ କରିଥାନ୍ତି।ସେହି ଭିଡିଓ ଗୁଡ଼ିକ କିଛି ଦର୍ଶକମାନଙ୍କୁ ପସନ୍ଦ ଆସିଥାଏ ଆଉ କିଛି ଦର୍ଶକମାନେ ଏହା ଦେଖି ବହୁତ କଟୁ କଥା କହିଥାନ୍ତି।
ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଦେଖିବାକୁ ମିଳିଛି ସେଥିରେ ଜଣେ ମହିଳା ନାଚୁଥିବାର ନଜରରେ ଆସିଛନ୍ତି।ସେ ଏକ ନାଚୁ ନାହାନ୍ତି ତାଙ୍କ ସହିତ ଜଣେ କୁନି ଝିଅ ମଧ୍ୟ ନାଚୁଛନ୍ତୀ।
ମହିଳା ଜଣଙ୍କ ଯେଉଁ ଭଳି ନାଚୁଛନ୍ତୀ କୁନି ଝିଅଟି ମଧ୍ୟ ମହିଳା ଙ୍କୁ ଦେଖି ସେହିପରି ନାଚୁଥିବାର ଦେଖିବାକୁ ମିଳିଛି।ଘରେ କେହି ନଥିବା ସମୟରେ ମହିଳା ଜଣଙ୍କ ଏହି ନାଚ ଭିଡିଓ ରେକର୍ଡ଼ କରିଥିଲେ।
ଏବଂ ମହିଳା ଜଣଙ୍କ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ।ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ସେହିଭଳି ଆଉ ଜଣେ ମହିଳା ମଧ୍ୟ ଏଭଳି ନାଚିଛନ୍ତୀ ଯାହାକି ସମସ୍ତଙ୍କୁ ବହୁତ ଭଲ ଲାଗିଛି।ମହିଳା ଜଣଙ୍କ ନାଚୁଥିବା ବେଳେ କେହି ଜଣେ ସେଠାରେ ଉପସ୍ଥିତ ଥିଲେ।ଯିଏ କି ମହିଳା ଙ୍କ ର ନାଚ ଭିଡିଓ କରିଥିଲେ।