ଦେଶ- ବିଦେଶ

ମାର୍କ କମିଯାଇ ଥିବାରୁ ରାତି ଅଧରେ ସାର ଙ୍କୁ ଡାକିଲେ ଛାତ୍ରୀ ଛି ଛି ଦେଖନ୍ତୁ କେତେ ଖରାପ ଉଦ୍ଦେଶ୍ୟ ରଖି କଲେ ଖେ…

ବନ୍ଧୁଗଣ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ। ଶିଷ୍ୟ ଗୁରୁଙ୍କୁ ସଦାସର୍ବଦା ଦେବତାଙ୍କ ଆସନରେ ବସାଇ ଥାଏ। ସେହିପରି ଗୁରୁ ମଧ୍ୟ ସେହ୍ନ ଶ୍ରଦ୍ଧା ଦେଇ ନିଜ ଶିଷ୍ୟକୁ ମଣିଷ କରି ଗଢି ତୋଳନ୍ତି। କିନ୍ତୁ ଆଜିର ସମୟରେ ସେ ସମ୍ପର୍କ ଆଉ ସେପରି ପବିତ୍ର ହେଇ ନାହିଁ।

କିଛି ନଷ୍ଟ ଚରିତ୍ରର ଗୁରୁ ଶିଷ୍ୟଙ୍କ ଦ୍ଵାରା ଏହି ସମ୍ପର୍କ ହେଇଯାଇଛି କଳୁଷିତ ଯାହାକି ଅତ୍ୟନ୍ତ ଦୁଃଖଦାୟକ। ତେବେ ଘଟଣାଟି ହେଉଛି ଏହା ଯେ ଜଣେ କଲେଜ ଛାତ୍ରୀ କଲେଜର ଶିକ୍ଷକଙ୍କୁ ଦେହସୁଖର ଲୋଭ ଦେଖାଇ, ପରୀକ୍ଷାରେ ଅଧିକ ନମ୍ବର ଦେବାକୁ ଅନୁରୋଧ କରୁଛି।

ତେବେ ଅଡିଓଟି ରେ ଏମିତି କହିଛି ଛାତ୍ରୀ: ହ୍ୟାଲୋ ସାର୍ ମୁଁ ରିଚା କହୁଛି। ତାପରେ ଶିକ୍ଷକ ଜନଙ୍କ କହୁଛନ୍ତି ହଁ ରିଚା କଣ କୁହ। ଛାତ୍ରୀ ଟି କହିଛି ମୋର ବାୟୋ ରେ ଡାଉଟ ଅଛି। ଶିକ୍ଷକ କହିଲେ ହଉ କାଲି କଲେଜ ଆସିଲେ ମୋ ପାଖକୁ ଆସିବ ମୁଁ ବୁଝେଇଦେବି।
ପୁଣି ଛାତ୍ରୀ ଟି କହୁଛି ହେଲେ ସାର୍ କାଲି ତ ରବିବାର। ଆକ୍ଚୋଲି ମତେ ବହୁତ ଡର ଲାଗୁଛି। ଅନ୍ୟ ସବୁ ବିଷୟର ଏଗଜାମ୍ ତ ମୋର ଭଲ ହେଇଛି। ହେଲେ ବୟୋରେ ଛାତ୍ରୀ ଟିର ଡାଉଟ ରହୁଛି ମାର୍କ କମିବାର।
ମାର୍କ କମିଲେ ଛାତ୍ରୀ ଟିର ବାପା ବହୁତ ରାଗିବେ। ଏହାପରେ ସେହି ଅଡିଓ ରେ ଛାତ୍ରୀ ଟି ବହୁତ ଅନୁରୋଧ କରି ସାର୍ ଙ୍କୁ କହୁଛି ଆପଣ ଚାହିଁଲେ ହିଁ ମୋର ମାର୍କ ବଢାଇ ପାରିବେ।
ତାପରେ ଶିକ୍ଷକ କହିଲେ ତେବେ କୁହ କାଲି କେଉଁଠି ଦେଖାହେବା। ଛାତ୍ରୀ କହୁଛି ସାର ମୁଁ ଏବେ ବି ଫ୍ରି ଅଛି। ଘରେ ବାବା ମାମାବି ନାହାନ୍ତି ଆପଣ ଆସନ୍ତୁ। ଏନେଇ ଶିକ୍ଷକ କହିଥିଲେ ଘରେ ମୋ ସ୍ତ୍ରୀ ବି ଅଛି‌। ଛାତ୍ରୀ ଜଣକ ସେଇଠୁ କହୁଛି ସାର୍ ଆପଣ ମ୍ୟାରଡ ମୁଁ ତ ବିଶ୍ଵାସ କରିପାରୁନି।
ଆପଣ ଏତେ ୟଙ୍ଗ ଆଉ ହ୍ୟାଣ୍ଡସମ୍ କେହିବି କହି ପାରିବେନି ଆପଣ ମ୍ୟାରେଡ ବୋଲି। ସେଇଠୁ ଶିକ୍ଷକ ଜଣଙ୍କ ତାଙ୍କ ଛାତ୍ରୀ କଥା ଶୁଣି କହୁଛନ୍ତି ସତରେ ତମେ ବି ବହୁତ ସୁନ୍ଦର ତମେ ଯଦି ମୋର ଆଗରୁ ଦେଖାହେଇଥାନ୍ତ ତାହେଲେ ମୁଁ ତମକୁ ହିଁ ମ୍ୟାରେଜ କରିଥାନ୍ତି।
ଶେଷରେ ଶିକ୍ଷକ କହୁଛନ୍ତି ହଉ ମୁଁ ଚେଷ୍ଟା କରୁଛି ଏବେ ତମ ପାଖକୁ ଯିବାକୁ। ତେବେ ଏହି ଅଡିଓ ଭିଜୁଆଲଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button