ଦେଶ- ବିଦେଶ

ବୁଢ଼ା କଲା ଖେଳ ଭିଡିଓ ହେଉଛି ଚାରି ଆଡେ଼ ଭାଇରାଲ ଦେଖନ୍ତୁ କଣ କରୁଛି ବୁଢ଼ା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ଯୁଗରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟୁଛି ସେସବୁ ଜାଣି ହେଉନାହିଁ
ଆଜିକା ସମାଜରେ ଅନେକ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ କାମ କରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏମିତି ସବୁ ଲୋକ ବସବାସ କରନ୍ତି ଯାହା ବିଷୟରେ ଶୁଣିଲେ ଆପଣଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଆସିବ ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ବା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବୃଦ୍ଧ ଲୋକ ଜଣେ ଯବାନ ଝିଅକୁ ପ୍ରେମ କରୁଛି ।
ଏହି ଯୁବତୀ ଜଣକ ତାଙ୍କ ପ୍ରେମ ସମ୍ପର୍କକୁ ମଧ୍ୟ ମାନିବାକୁ ପଡ଼ିବ । ଆଉ ଏହି ବୁଢ଼ା ମଉସାଙ୍କ ଚିନ୍ତାଧାରାକୁ ମାନିବାକୁ ପଡ଼ିବ ।
ଆଜିକା ସମାଜରେ ଏମିତି ସବୁ ଘଟଣା ବହୁତ ପରିମାଣର ଦେଖାଯାଉଛି । କମ୍ ବୟସର ଝିଅମାନେ ଅଧିକ ବୟସର ଲୋକମାନଙ୍କୁ ଭଲ ପାଉଛନ୍ତି ।
ଆଉ ତାଙ୍କ ସହ ଏଭଳି କିଛି କାମ କରୁଛନ୍ତି ଯାହା ନିନ୍ଦନୀୟ ଅଟେ । ଏଭଳି କାମ କରିବା ପୂର୍ବରୁ ତାଙ୍କୁ ଟିକେ ବି ଖରାପ ଲାଗିଲା ନାହିଁ । ଆଉ ଏହି କାମ କରିବା ପୂର୍ବରୁ ସେମାନେ ଟିକେ ବି ନିଜ ଇଜ୍ଜତ କଥା ଭାବିଲେ ନାହିଁ ।
ଏହି ବୁଢ଼ା ମଉସା ଜଣକ ଜଣେ ବୟସ୍କ ଲୋକ ଆଉ ସାଂସାରିକ ଲୋକ ତଥାବି ସେ ସେହି କମ୍ ବୟସର ଯୁବତୀ ପଛରେ ପଡିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଯୁବତୀ ଜଣଙ୍କୁ ସେହି ବୁଢ଼ା ମଉସା ଅନ୍ୟତ୍ର କେଉଁଆଡେ ନେଇ ଯାଉଛନ୍ତି ।
ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ବୁଢ଼ା ମଉସା ଜଣକ ସେହି ଯୁବତୀଙ୍କ ପାଖରେ ବସିଛନ୍ତି । ଆଉ ସେ ଯେଉଁ ସ୍ଥାନକୁ ନେଇଛନ୍ତି ସେଠାରେ କେହିବି ନାହାଁନ୍ତି । କେବଳ ସେହି ଯୁବତୀ ଆଉ ବୁଢ଼ା ମଉସା ।
ବୁଢ଼ା ମଉସା ଜଣକ ମନ୍ଦ ଉଦ୍ଦେଶ୍ୟରେ ଝିଅକୁ ବାହାରକୁ ନେଇକି ଯାଇଛନ୍ତି ।
ସେହି ଯୁବତୀ ଜଣକ ମଧ୍ୟ ବୁଢ଼ା ଲୋକର ପଇସା ଦେଖି ହୁଏତ ଫସି ଯାଇଛି । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କି ଯୁଗ ହେଲା ଲୋକମାନଙ୍କ ମୁହଁରେ ଲାଜ ନାହିଁ ଏମିତି ସବୁ କାମ କରୁଛନ୍ତି ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button