ଦେଶ- ବିଦେଶ

ଭଙ୍ଗାଘରେ ଖେଳ ଦେଖନ୍ତୁ କଣ କରୁଥିଲେ ଏଠାରେ ମହିଳା VIRAl VIDEO

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣମାନେ ସମସ୍ତେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଏମିତି କିଛି ଭିଡିଓ ଦେଖିପାରିବେ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ ଭାବନା ଆସିଯିବ ।

ଆଜିକା ଯୁଗରେ ମହିଳାମାନେ ଏଭଳି କାମ କରିଥାନ୍ତି ଯେଉଁଥିପାଇଁ ତାଙ୍କୁ ଟିକେ ବି ଲାଜ ଲାଗୁନାହିଁ । ଆଜିକା ଯୁଗରେ ସେ ପତି ହେଉ କି ପତ୍ନୀ ବିବାହ ପରେ ପରକୀୟା ପ୍ରୀତି ତାଙ୍କ ଠାରେ ଦେଖିବାକୁ ମିଳୁଛି ।

ଆଜିକା ଦୁନିଆରେ ପରକୀୟା ପ୍ରୀତି ଯେପରି ଏକ ସାଧାରଣ କଥା ହୋଇଗଲାଣି । ସ୍ବାମୀ ଜଣକ ତାର ସ୍ତ୍ରୀ ଆଉ ଛୁଆଙ୍କୁ ଛାଡି ଅନ୍ୟ ଝିଅ ବା ଅନ୍ୟ କାହାର ସ୍ତ୍ରୀ ପଛରେ ପଡୁଛି ।
ଠିକ୍ ସେମିତି ସ୍ତ୍ରୀ ତାର ସ୍ଵାମୀ ଆଉ ଛୁଆକୁ ଛାଡି ଅନ୍ୟ କାହାର ସ୍ବାମୀ ବା ଅନ୍ୟ ପୁରୁଷ ବା ତାର ପୁରୁଣା ବା ନୂଆ ପ୍ରେମିକ ପଛରେ ପଡୁଛି । ଆଉ ଏଭଳି ସବୁ ନିନ୍ଦନୀୟ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ଏମିତି ଏହିଭଳି ଅନେକ ଘଟଣା ଏବେ ସବୁଆଡେ ଘଟି ଚାଲିଛି । ବିବାହ ପରେ ଏମିତି ସବୁ କାମ କରିବା କଣ ଠିକ୍ ? ଲୋକମାନେ ଏମିତି କାମ କରିବା ପୂର୍ବରୁ ଟିକେ ବି ଭାବୁ ନାହାଁନ୍ତି ।
ଏମିତି ଏକ ଘଟଣା ଆମେ ଏହି ଭିଡିଓରେ ଦେଖିପାରିବା । ଘଟଣାଟି ହେଉଛି ଜଣେ ଯୁବକ ବିବାହ କରିଥିଲେ । ଆଉ ତାଙ୍କ ସ୍ତ୍ରୀ ଆଉ ସେ ଖୁସିରେ ଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ଜଣକ ତାଙ୍କ ବିଶ୍ଵାସରେ ବିଶ ଦେଇଥିଲା । ସ୍ୱାମୀର ପ୍ରେମ ଠାରୁ ତାକୁ ପ୍ରେମିକର ପ୍ରେମ ଭଲ ଲାଗିଲା ।
ପ୍ରେମିକ ସହ ସ୍ବାମୀ ନଥିବା ବେଳେ ଦେଖା କରିଲା । ଆଉ ଶାରୀରିକ ସଂପର୍କ ବି ସେମାନେ ରଖୁଥିଲେ । ସ୍ବାମୀ ଯେତେବେଳେ ଡ୍ୟୁଟି ଯାଆନ୍ତି ସେହି ସମୟରେ ସ୍ତ୍ରୀ ଜଣକ ତାର ପ୍ରେମିକକୁ ଘରକୁ ଡାକିଥାଏ । ସଙ୍ଗେ ସଙ୍ଗେ ପ୍ରେମିକ ଜଣକ ଧାଇଁ ଆସନ୍ତି ତାର ପ୍ରେମିକା ପାଖକୁ ।
ଏହିସବୁ ଘଟଣାକୁ ନେଇ ମହିଳା ଜଣଙ୍କର ସ୍ଵାମୀ ତାଙ୍କ ଉପରେ ସନ୍ଦେହ କରିଲେ । ସେଥିପାଇଁ ଏହାର ସତ୍ୟ ଜାଣିବାକୁ ସେ ଉପାୟ କରିଲେ । ଦିନେ ସେ ଡ୍ୟୁଟି ଯିବେ ବୋଲି ଘରୁ ବାହାରି ଆସିଲେ ।
କିନ୍ତୁ ଡ୍ୟୁଟି ଗଲେ ନାହିଁ ବାହାରେ ଲୁଚି ଦେଖିଲେ ସ୍ତ୍ରୀ କଣ କରୁଛି । ଏହାପରେ ସଙ୍ଗେ ସଙ୍ଗେ ସ୍ବାମୀ ଜଣକ ଦେଖିଲେ ତାଙ୍କ ସ୍ତ୍ରୀ ପାଖକୁ ଜଣେ ଯୁବକ ଆସିଲେ ଯିଏ ହେଉଛନ୍ତି ତାଙ୍କ ସ୍ତ୍ରୀଙ୍କର ପ୍ରେମିକ ।
ଏହାପରେ ସ୍ବାମୀ ଜଣକ ତାଙ୍କ ସ୍ତ୍ରୀ ସହ ତାଙ୍କ ସ୍ତ୍ରୀର ପ୍ରେମିକକୁ ଧରିଲେ । ଆଉ ତାଙ୍କ ଦୁଇଜଣଙ୍କୁ ଏବେ ଗାଁର କୋଠ ଘରେ ବାନ୍ଧି ରଖାଯାଇଛି । ଛି ଛି ଏହିଭଳି କିଛି ନାରୀମାନଙ୍କ ପାଇଁ ଆଜି ନାରୀ ଜାତି ବଦନାମ୍ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button