ଦେଶ- ବିଦେଶ
ନିଜ ନବ ବିବାହିତା ବୋହୂ ସହ ସମ୍ପର୍କ ପାଇଁ ପାଗଳ ହେଲା ଶଶୁର, ନିଜ ପୁଅ କୁ ମାରି ନେଇଗଲା ଇଜ୍ଜତ୍ ଆଉ ତାପରେ….

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଆସିଲେ ଲୋକମାନେ ମନରେ ଅନେକ କଥା ଭାବିବେ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଶଶୁର ବୋହୂ ସହ ପ୍ରେମ କରୁଛି । ଆଉ ଏହି ଶଶୁର ଜଣକ ଏଭଳି କାମ କରୁଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜିକା ଯୁଗର ଲୋକମାନେ ଏଭଳି ସବୁ କାମ କାମ କରିବା ସହ ଟିକେ ବି ଭାବୁ ନାହାଁନ୍ତି ନିଜ ଇଜ୍ଜତ କଥା । ଆଜିକା ସମାଜରେ ବୁଢ଼ା ଲୋକ ହୋଇ ମଧ୍ୟ ସେମାନେ ନିଜ ଇଜ୍ଜତ କଥା ବିଚାର କରୁ ନାହାଁନ୍ତି । ଆଉ ଏଭଳି ଲଜ୍ୟାଜନକ କାମ କରୁଛନ୍ତି ।
ଶଶୁର ଜଣକ ବୋହୂ ସହ ପ୍ରେମ କରି ଏଭାକୁ ଲଜ୍ୟା ଜନକ କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଶଶୁର ଜଣକ ବୋହୂ ସହ ପ୍ରେମ କରୁଛନ୍ତି ।
ଆଉ ସେ ଏକତରଫା ପ୍ରେମ କରି ତାର ନିଜ ପୁଅକୁ ହ-ତ୍ୟା କରିଛି ।ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜ ପୁଅକୁ ତାର ବାପା ହ-ତ୍ୟା କରି ଦୁର୍ଘଟଣାର ରୂପ ଦେଇଛି । ଏହି ଖବର ଏବେ ବହୁତ ପରିମାଣରେ ଚର୍ଚ୍ଚା ହେଉଛି ।
ଏହି ଘଟଣା ଘଟିଛି ସୁଫୋଲ ଅଞ୍ଚଳରେ । ସେହି ଅଞ୍ଚଳର ଜଣେ ଶଶୁର ତାର ବୋହୂ ସହ ଏକତରଫା ପ୍ରେମ କରି ତାର ପୁଅକୁ ହ-ତ୍ୟା କରିଲା ଆଉ ହ-ତ୍ୟା କରିବା ପରେ ତାକୁ ଦୁର୍ଘଟଣାର ରୂପ ଦେଇଦେଲେ ।
ବାପା ଜଣକ ବୋହୂ ସହ ଭଲପାଇବା କରି ଏଭଳି ନିନ୍ଦନୀୟ କାମ କରୁଛି ଯାହା ଏହି ସମାଜକୁ ଖରାପ ବାର୍ତ୍ତା ଦେଉଛି । ସେହି ବୋହୂ ଜଣକ କହିଥିଲେ ତାଙ୍କ ଶଶୁର ତାଙ୍କ ସହ ଖରାପ ବ୍ୟବହାର କରିଥାନ୍ତି । ଆଉ ସେ ତାଙ୍କୁ ହ-ତ୍ୟା କରିଛନ୍ତି । ଏହି ଘଟଣା ପୋଲିସ ଯାଞ୍ଚ କରିବା ପରେ ସାମ୍ନାକୁ ଆସିଲା । ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।