ସ୍ୱାସ୍ଥ୍ୟ

ଅଣ୍ଟା ବିନ୍ଧା, ଗୋଡ ବିନ୍ଧା, ହାତ ବିନ୍ଧା ଓ ଶରୀରର ସବୁ କଷ୍ଟ ସବୁଦିନ ପାଇଁ ଶେଷ କରିଦେବ 5 ଟଙ୍କାର ଏହି ଗୋଟିଏ ଜିନିଷ

ଵର୍ତମାନ ସମୟରେ ପରିଶ୍ରମ କମ କରିବା ହେତୁ ଶରୀରରେ ବିଭିନ୍ନ ରୋଗ ବ୍ୟାଧି ଆଦି ଦେଖା ଗଲାଣି । ତନ୍ମଧ୍ୟରୁ ଶରୀରରେ ବିନ୍ଧା ହେବା ଅନ୍ୟତମ ଅଟେ । ତେବେ ଅନେକ ଲୋକଙ୍କ ର ହାଡ଼ ବିନ୍ଧା ହେଉଥିବା ବେଳେ କିଛି ଲୋକଙ୍କର ମାଂସପେଶୀ ରର ମଧ୍ୟ ଯନ୍ତ୍ରଣା ବା ବିନ୍ଧା ହୋଇଥାଏ । ତେବେ ଏହି ବିନ୍ଧା ରୁ ଆପଣ ଏକ ଘରୋଇ ଉପଚାର ଦ୍ୱାରା ୨ ମିନିଟ ରେ ମୁକ୍ତି ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଅରଖ ପତ୍ର ଓ ଫୁଲ ଓ ଏହାର ଡାଲର ଆବଶ୍ୟକତା ପଡିବ।

ତେବେ ଅରଖ ଗଛ ର ବହୁତ ଔଷଧୀୟ ଗୁଣ ଶହ ଶହ ବର୍ଷ ଧରି ହୋଇ ଆସୁଛି । ତେବେ ଏହାର କ୍ଷୀର ଯଦି ଆଖିରେ ପଡ଼େ ତେବେ ଅନ୍ଧ ହେବାର ଆଶଙ୍କା ରହିଥାଏ। ତେଣୁ ଏହାର ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ କରିବେ । ଯଦି ଆପଣଙ୍କ ଗୋଇଠି ବା କମର ବା ଆଣ୍ଠୁ ଆଦିରେ ଯନ୍ତ୍ରଣା ଅନୁଭବ ହେଉ ଥାଏ ତେବେ ଆପଣ ଏକ ପାତ୍ର ରେ କିଛି ଜଳ ନିଅନ୍ତୁ ଏହାକୁ ଗରମ କରିବା ପାଇଁ ରଖି ଦିଅନ୍ତୁ ।ଯେତେବେଳେ ପାଣି ଫୁଟିବ ଏଥିରେ ୧୫ ଟି ଅରଖ ଫୁଲ ନେଇ ପକାଇ ଦିଅନ୍ତୁ ।

ଏହାକୁ ୧୦ ମିନିଟ ଫୁଟାଇବା ପରେ । ପାଣିକୁ ଉଷୁମ ହେବା ପର୍ଯ୍ୟନ୍ତ ଆପେକ୍ଷା କରନ୍ତୁ। ଏହା ପରେ ଏହି ଉଷୁମ ଜଳ କୁ ଆପଣ ଯନ୍ତ୍ରଣା ଅନୁଭବ ହେଉଥିବା ସ୍ଥାନ ରେ ଆପଣ ବୁଡାଇ ରଖିଦିଅନ୍ତୁ। ଏହା ପରେ ଏଥିରେ ଥିବା ଫୁଲ ଗୁଡିକ କୁ ଛାଣି ଏକ ସୂତା କପଡା ରେ ନେଇ ଯନ୍ତ୍ରଣା ହେଉଥିବା ସ୍ଥାନ ରେ ବାନ୍ଧି ଦିଅନ୍ତୁ ।

ଦେଖିବେ ଆପଣଙ୍କୁ ଆରାମ ପ୍ରାପ୍ତ ହେବ। ଦ୍ଵିତୀୟ ଉପାୟ ହେଉଛି ଆପଣ ଏକ ଅରଖ ପତ୍ର ନେବେ ଏହାକୁ କଢାଇ ବା ତାବା ରେ ସେକିଦେବେ ଭଲ ରେ ଏହା ପରେ ଅଳ୍ପ ସୋରିଷ ତେଲ ଏଥିରେ ଲଗାଇ ଏହାକୁ ସେକିଦେବେ ଏହା ଉଷୁମ ହେବା ପରେ ଆପଣ ଏହାକୁ ନିଜର ଯନ୍ତ୍ରଣା ସ୍ଥାନ ରେ ଲଗାଇ ଦେବେ ।

ବୁନ୍ଧା ସଂଗେ ସଂଗେ କମି ଯାଇ ଥାଏ। ତୃତୀୟ ଉପାୟ ହେଉଛି ଆପଣ ଅରଖ ଡାଳ ରୁ ବାହାରୁ ଥିବା ଅରଖ କ୍ଷୀର କୁ ନେଇ ଗୋଇଠି ବା ଆଣ୍ଠୁ ବା କମର ରେ ଲଗାଇ ଦେବେ ଯେଉଁଠାରେ ଆପଣଙ୍କୁ ଯନ୍ତ୍ରଣା ଅନୁଭବ ହେଉ ଥିବ ସେହି ଠାରେ ଲଗାଇ ଦେବେ । ଯେପର୍ଯ୍ୟନ୍ତ ସେହି କ୍ଷୀର ମିଶି ନ ଯାଇଛି । ଏହା ଦ୍ୱାରା ଆପଣଙ୍କ ର ବିନ୍ଧା କମ ହୋଇଥାଏ । ଯଦି ଆପଣଙ୍କ ର ରକ୍ତ ହୀନତା ଥାଏ ବା ହାଡ଼ ଭାଙ୍ଗି ଥିବାରୁ ବି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button