ମନୋରଞ୍ଜନ

ବିବାହ ପରେ ସୋନାକ୍ଷୀ ଓ ଜହିରଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ – Kalinga News

[ad_1]

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ରିଲେସନସିପ୍ ପରେ ଜୁନ୍ ୨୩ରେ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହ ପରିବାରଲୋକ ଓ କିଛିସାଙ୍ଗମାନଙ୍କ ଉପସ୍ଥିତିରେ ଶେଷ ହୋଇଛି । ବିବାହ ପରେ ସୋନାକ୍ଷୀଙ୍କୁ ଅନେକ ଲୋକ ଟ୍ରୋଲ କରୁଛନ୍ତି।  ଯେଉଁ କାରଣରୁ ନବଦମ୍ପତି ବିବାହ ଫଟୋ ସେୟାର କରିବା  ପରେ ପ୍ରତିକ୍ରିୟା ସେକସନକୁ ଅଫ କରି ‌ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button