ସ୍ୱାସ୍ଥ୍ୟ

ବାସ ଦିନକୁ 2 ଥର ପିଅନ୍ତୁ ଏହି ଜୁସ, Liver କେବେ ବି ହେବ ନାହିଁ ଖରାପ

ନମସ୍କାର ବନ୍ଧୁଗଣ ତେବେ ମଣିଷ ଶରୀରରେ ଲିଭର (ଯକୃତ) ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଲିଭର ସମସ୍ୟା ଯୋଗୁଁ ମଣିଷ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥାଏ । ବିଶେଷ କରି ମଦ ପିଉଥିବା ବ୍ୟକ୍ତିଙ୍କ ଯକୃତରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଥାଏ । ହେପାଟାଇଟିସ ଏ.ବି.ସି ଦ୍ଵାରା ଆମ ଲିଭର ଇନଫେକ୍ସନ ହୋଇଥାଏ । ଏହାର ଲକ୍ଷଣ ପୂର୍ବରୁ ଲିଭର କିଭଳି ଇନଫେକ୍ସନ ହୋଇଥାଏ ତାହା ଜାଣିବା ନିହାତି ଆବଶ୍ୟକ ଅଟେ ।

ଏମିତିକି ଶରୀରରେ ରୋଗ ପ୍ରତିଶୋଧ ଶକ୍ତି କମିବା ଦ୍ଵାରା ମଧ୍ୟ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର ପ୍ରଭାବ ପଡିଥାଏ । ଯକୃତରେ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବା ବିଷାକ୍ତ ପଦାର୍ଥ ଜମା ହୋଇ ରହିଲେ ଶରୀରରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଇଥାଏ । ନିମ୍ନଲିଖିତ କେତୋଟି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କୌଣସି ବ୍ୟକ୍ତିଙ୍କ ପରିସ୍ରାର ରଙ୍ଗ ହଳଦିଆ ହୋଇଯାଇଥାଏ । ଏପରିକି ଅଧିକାଂଶ ସମୟରେ ପେଟ ଗରମ ଯୋଗୁଁ ପରିସ୍ରାର ରଙ୍ଗ ହଳଦିଆ ଦେଖା ଯାଇଥାଏ । କିନ୍ତୁ ଯଦି ବାରମ୍ବାର ଆପଣଙ୍କ ପରିସ୍ରାର ରଙ୍ଗ ହଳଦିଆ ଦେଖାଯାଉଛି ଏବଂ ଆଖିର ରଙ୍ଗ ମଧ୍ୟ ହଳଦିଆ( ଜଣ୍ଡିସ) ତେବେ ଜାଣିନିଅନ୍ତୁ ଏହା ଲିଭର ଖରାପ ହେବାର ଏକ ଲକ୍ଷଣ ମଧ୍ୟ ହୋଇପାରେ ।

ପେଟର ଡାହାଣ କିମ୍ବା ବାମ ପାଖରେ ବାରମ୍ବାର ଯନ୍ତ୍ରଣା ହେବା ଲିଭର ଜନିତ ସମସ୍ୟାର ଲକ୍ଷଣ ହୋଇଥାଏ । ସ୍କିନ ଇରିଟେସନ ବା ଝାଳ ବାହାରି କୁଣ୍ଡିଆ ହୋଇଥାଏ ଏପରି ପରିସ୍ଥିତିରେ ଆପଣ ଜାଣି ନିଅନ୍ତୁ ଯେ ଏହା ମଧ୍ୟ ଏକ ପ୍ରକାର ପ୍ରାଥମିକ ଲକ୍ଷଣ ଅଟେ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ ଆପଣ ଏକ ଜୁସ ପିଅନ୍ତୁ ଘରେ ବନେଇକି ଯାହାଦ୍ୱାରା ଆପଣଙ୍କ ଲିଭର୍ କେବେବି ଖରାପ ହେବ ନାହିଁ ।

ତେବେ ଏହି ଯୁସ ପାଇଁ ଆପଣ ଏକ ଗିଲାସ ଗରମ ପାଣି ନିଅନ୍ତୁ ସେଥିରେ ଆପେଲ ଭିନେଗର ଅଳ୍ପ ମିଶାନ୍ତୁ, ଏହା ସହ ଏକ ଚାମଚ ଲେମ୍ବୁ ରସ,ଏବଂ ମହୁ ମିଶାନ୍ତୁ ତେବେ ଭଲ ଭାବରେ ଏହାକୁ ମିଶେଇ ଦିଅନ୍ତୁ । ଏହାକୁ ଆପଣ ସକାଳୁ ଖାଲି ପେଟ ରେ ସେବନ କରନ୍ତୁ । ତେବେ ଏହା ସହ ଅଁଳା ଜୁସ ନିଅନ୍ତୁ ସେଥିରେ ଅଧ ଚାମଚ ହଳଦୀ ଗୁଣ୍ଡ ଏବଂ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାନ୍ତୁ, ଏବଂ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ ତେବେ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଏହାର ସେଵନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button