ସ୍ୱାସ୍ଥ୍ୟ

ରାତା ରାତି ଚମକି ଉଠିବ ଭାଗ୍ୟ, ବାସ ତକିଆ ତଳେ ରଖନ୍ତୁ ଏହି 1 ଜିନିଷ ଆଉ ଦେଖନ୍ତୁ ଚମତ୍କାର…

ନମସ୍କାର ବନ୍ଧୁଗଣ ତେବେ ରାତିରେ ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ତକିଆ ର ଆବଶ୍ୟକତା ରହିଥାଏ । ଯଦିଓ ତକିଆ ଦେଖିବାକୁ ସାମନ୍ୟ ହୋଇଥାଏ, କିନ୍ତୁ ଦେଖିବାକୁ ସବୁ ସାମନ୍ୟ ଜିନିଷ କାର୍ଯ୍ୟ ରେ ସାମନ୍ୟ ହୋଇନଥାଏ । ଯେତେ ମଧ୍ୟ ଧନୀ ବ୍ୟକ୍ତି ହୋଇଥାଉ ନା କାହିଁକି ରାତିରେ ଶୋଇବା ପାଇଁ ତା’କୁ ତକିଆ ର ଆବଶ୍ୟକତା ନିଶ୍ଚିତ ଭାବରେ ପଡ଼ିଥାଏ ।

ଏହି ସାମନ୍ୟ ଦେଖା ଯାଉଥିବା ତକିଆ ର ସଠିକ ଉପଯୋଗ ଦ୍ୱାରା ଆପଣଙ୍କ ଭାଗ୍ୟ ରାତାରାତି ଚମକି ଉଠିବ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ଶୋଇବା ସମୟରେ ନିଜର ତକିଆ ତଳେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ ଏବଂ ଆପଣ ସଫଳତା ହାସଲ କରିବେ । ଏହି ଜିନିଷ ଦ୍ଵାରା ଆପଣଙ୍କ ଜୀବନ ସକାରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ପ୍ରଥମରେ ମୟୁର ପର କୁ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ ଏବଂ ଆପଣଙ୍କୁ ଜୀବନରେ ସଫଳତା ହାସଲ ହେବ । ଆପଣଙ୍କ ଜୀବନ ର ସମସ୍ତ ନକରାତ୍ମକ ଉର୍ଜା ର ନଷ୍ଟ ହେବ । ଆପଣ ସକାଳୁ ଉଠିବା ପରେ ତକିଆ ତଳେ ଥିବା ମୟୁର ପର ର ଦର୍ଶନ ଅବଶ୍ୟ କରନ୍ତୁ । ଏହାର ପରିଣତି ଶୁଭ ଦାୟକ ହୋଇଥାଏ । ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ଦୋଷ ମଧ୍ୟ ଦୁର ହୋଇଥାଏ ।

୨- ଦ୍ଵିତୀୟ ରେ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ୪ ୫ ଟି ତୁଳସୀ ପତ୍ର କୁ ନେଇ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଆଖପାଖରେ ଥିବା ସମସ୍ତ ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ ଏବଂ ଆପଣଙ୍କ ଚାରିପାଖ ର ବାତାବରଣ ଶୁଦ୍ଧ ଓ ସକରାତ୍ମକ ଉର୍ଜା ରେ ପୂର୍ଣ ହୋଇଯିବ । ସକାଳୁ ଉଠିବା ପରେ ସେହି ତୁଳସୀ ପତ୍ରକୁ ଖାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ଓ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । କିନ୍ତୁ ଏଥିପ୍ରତି ଧ୍ୟାନ ରଖିବେ ଯେ ସନ୍ଧ୍ୟା ବା ରାତି ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବେ ନାହିଁ ।

୩- ତୃତୀୟ ରେ ରାତିରେ ଶୋଇବା ପୂର୍ବରୁ ଏକ ଟଙ୍କିଆ ମୁଦ୍ରା ନିଜ ତକିଆ ତଳେ ରଖି ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠି କୌଣସି ଗରିବ କୁ ଦାନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ତଥା ଅସୁବିଧା ଦୁର ହେବ ଏବଂ ଏପରି ଏକ ମାସ କରିବା ପର୍ଯ୍ୟନ୍ତ ଧୀରେ ଧୀରେ ଆପଣଙ୍କ ଦୋଷ ଦୂର ହେବ ଏବଂ ଆପଣଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ର ସଞ୍ଚାର ହେବ ।

୪- ଚତୁର୍ଥ ରେ ହେଉଛି ଯଦି ଆପଣଙ୍କ କୁଣ୍ଡଳୀ ରେ ଚନ୍ଦ୍ରମା ର ସ୍ଥିତି ଠିକ ଭାବରେ ନାହିଁ ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ଚାନ୍ଦି ର ମୁଦ୍ରା ରଖି ଦିଅନ୍ତୁ । ଏହା ସହିତ ଯଦି ଆପଣଙ୍କ କୁଣ୍ଡଳୀ ରେ ମଙ୍ଗଳ ବା ବୁଧ ଗ୍ରହ ଦୋଷ ରହିଛି ତେବେ ଆପଣ ନିଜ ତକିଆ ତଳେ ଚାନ୍ଦି ବା ସୁନା ରୁ ତିଆରି ସାମଗ୍ରୀ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ରେ ଥିବା ସବୁ ପ୍ରକାର ଦୋଷ ଦୁର ହୋଇଥାଏ ।

୫- ପଞ୍ଚମରେ ଯଦି ଆପଣଙ୍କ ଘରେ ନକରାତ୍ମକ ଶକ୍ତି ର ବାସ ରହୁଛି ତେବେ ଆପଣ ଏଥିରୁ ମୁକ୍ତି ପାଇବା ନିମନ୍ତେ ରାତି ରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ କୌଣସି ବି ଭଗବାନ ଙ୍କ ମୂର୍ତ୍ତି ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ଏବଂ ସକରାତ୍ମକତା ପରିବେଶ ସୃଷ୍ଟି ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button