25 ବର୍ଷ ପୁରୁଣା ଡାଇବେଟିସ କେବେଳ 7 ଦିନରେ କଣ୍ଟ୍ରୋଲ ହେଇଯିବ, କରନ୍ତୁ ଏହି ଉପାୟ
ନମସ୍କାର ବନ୍ଧୁଗଣ , ଆଜି କାଲି ଦୁନିଆରେ ଅନେକ ପ୍ରକାରର ରୋଗ ଦେଖା ଯାଉଛି । ଯାହା ମଣିଷର ଶରୀରକୁ ଦୁର୍ବଳ ଓ ଶରୀର କ୍ଷୟ ଗତି କୁ ନେଇଯାଇଥାଏ । ରୋଗର ଉପକରଣ ପାଇଁ ଅନେକ ଉପାୟ ଅବଲମ୍ବନ କରନ୍ତି । ଏଥି ମଧ୍ୟରୁ ଡାଇବେଟିସ ହେଉଛି ଅନ୍ୟତମ ଅଟେ । ଏହି ରୋଗ ପ୍ରାୟତ ସମସ୍ତକ ପାଖରେ ଦେଖା ଯାଏ । ଡାଇବେଟିସ ରୋଗକୁ ମଧୁମୟ ରୋଗ ବୋଲି କୁହାଯାଏ ।
ଯେଉମାନେ ଅନେକ ବର୍ଷରୁ ଏହି ରୋଗ ଦ୍ଵାରା ପୀଡିତ ହେଇଛନ୍ତି । ସେମାନଙ୍କ ପାଇଁ ଏମିତି ଏକ କାଢା ବନେଇବା ଶିଖେଇବି ଯାହା ଆପଣକର ପୁରୁଣାରୁ ପୁରୁଣା ମଧୁମୟ ରୋଗକୁ ଭଲ କରିବାର ସକ୍ଷମ ଅଟେ । ଏହାକୁ ପ୍ରତିଦିନ ପିଇବା ଦ୍ଵାରା ଆପଣ ମାନକ ରୋଗକୁ ଭଲ କରିଥାଏ ତାହା ସହିତ ଶରୀରର ରୋଗପ୍ରତିରୋଗକା ଶକ୍ତିକୁ ବୃଦିକରିଥାଏ। ଯାହା ଦ୍ଵାରା କୋଣସି ବି ରୋଗ ବ ଭାଇରସ ତୁମ ଶରୀରକୁ ଚୁଇପାରିବା ନାହିଁ ।
ଏହି ଦ୍ଵାରା ଆପଣ ନିରୋଗୀ ହୋଇ ରହିବେ । ମଧୁମୟ ହେଉଛି ଆଜିକାର ଦିନରେ ବୋହୁତ ବଡ ସମସ୍ୟା ଆପଣ ମାନକର ଦିନଚୋଜ୍ୟାର ପରିବର୍ତ୍ତନ ଏବଂ ଖାଦ୍ୟ ଅନିୟମତା ମଧୁମୟ ରୋଗ ଭଲ ହେବ ପାଇଁ ଲୋକମାନେ ହଜାର ହଜାର ପଇସା କର୍ଚ କରୁଛନ୍ତି । ଅନେକ ଡାକ୍ତରକ ପାଖକୁ ଯାଉଛନ୍ତି ମାତ୍ର କୋଣସି ପ୍ରକାର ସୁଧାର ପରିଲକ୍ଷିତ ହେଉନାହି । ପ୍ରାୟତ ଛୋଟରୁ ନେଇ ବଡ ଯାଏ ସମସ୍ତେ ଏହି ରୋଗର ଶିକାର ହୋଇଛନ୍ତି ।
ମାତ୍ର ଏହି କାଢା ର ସେବନ ଦ୍ଵାରା ଆପଣକର ଅନେକ ବର୍ଷର ମଧୁମୟ ରୋଗ ଠିକ ହେଇଯିବ। ଏହି ଉପଚାରକୁ ବନେଇବା ପାଇଁ କେବେଳ ଦୁଇଟି ବିଷୟର ଆବଶ୍ୟକ ହୋଇଥାଏ । ଆପଣ ଯଦି ଏହାକୁ ସବୁ ଦିନ ସେବନ କରିବା ଦ୍ଵାରା ଏହି ରୋଗ ସବୁ ଦିନ ପାଇଁ ଶେଷ ହେଇଯାଏ । ଆସନ୍ତୁ ଜାଣିବା ଏହି ଉପଚାର ବନେଇବାର ବିଧି ଓ ସେବନ କରିବାର ପ୍ରଣାଳୀ ବିଷୟରେ ।
ପ୍ରଥମେ ଏକ ଗ୍ଲାସ ପାଣି ନେଇ ଗୋଟିଏ ପାତ୍ରରେ ଗରମ କରନ୍ତୁ ଏବେ ସେଥିରେ ଏକ ଚାମୁଚ ମେଥି ପକାନ୍ତୁ । ମେଥି ହେଉଛି ଏକ ଏପ୍ରକାରର ଔଷଧ ଅଟେ ଯାହା ଆମ ଶରୀରର ୧୮୪ ରୋଗକୁ ଠିକ କରିବାର ସମର୍ଥ ରଖି ଥାଏ । ଏଥିରୁ କରପର , କାର୍ବୋନ ,ବିଟାମିନ ,ଏବଂ ପାଇବର ଆଦି ମିଳିଥାଏ । ଏହି ଦ୍ଵାରା ଗ୍ୟାଷ୍ଟିକ ଜନିତ ରୋଗ ର ମଧ୍ୟ ନିରାକରଣ ହୋଇଥାଏ । ଦ୍ଵିତୀୟ ବିଷୟ ହେଲା ହଳଦୀ। ଆପଣମାନେ ସମସ୍ତେ ଜାଣିଥିବେ ଯେ ହଳଦୀ ହେଉଛି ଆମ ଦେହ ପାଇଁବହୁତ ଉପକାର ଅଟେ ।
ଏଥିରେ ପ୍ରୋଟିନ , ବିଟାମିନ ଏ , ପାଇବର ଓ ମିନେରାଲ ପ୍ରଚୁର ଭାବରେ ରହିଥାଏ । ଏହାକୁ ପୁଟାଇଲା ପରେ ଗୋଟଏ ଗ୍ଲାସ ରେ ଛାଣି ନେଇ ନଖ ଉଷୁମ ରେ ଦିନକୁ ଦୁଇ ଥର ସେବନ କରିବାର ହେବ । କେବେଳ ସାତ ଦିନ ପ୍ରୋୟାଗ ପରେ ଆପଣକର ମଧୁମୟ ରୋଗ ପୁରା ଶେଷ ହୋଇଯିବ । ଏଭଳି ପୋସ୍ତ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ ସୋବ୍ସ୍କୃବ କରନ୍ତୁ ।