ସ୍ୱାସ୍ଥ୍ୟ

କେବଳ ଏହି ପତ୍ରକୁ ଲଗାନ୍ତୁ, ଏକଜିମା ଭଳି ରୋଗ ମୂଳରୁ ଶେଷ ହେବ, ଜାଣନ୍ତୁ କିପରି କରିବେ ପ୍ରୟୋଗ ?

ବନ୍ଧୁଗଣ ଏକଜିମା ଏକ ପ୍ରକାରର ଚର୍ମରୋଗ ହୋଇଥାଏ । ଶରୀରର ଯେଉଁ ସ୍ଥାନରେ ଏକଜିମା ହୋଇଥାଏ, ସେହି ସ୍ଥାନରେ ବହୁତ ଅଧିକ କୁଣ୍ଡାଇ ହୋଇଥାଏ । ବେଳେବେଳେ ଅତ୍ଯାଧିକ କୁଣ୍ଡାଇ ହେବା କାରଣ ରୁ ରକ୍ତ ମଧ୍ୟ ବାହାରି ଯାଇଥାଏ । ଏହି ରୋଗ ରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ୟେଲୋପାଥିକ ଔଷଧ ର ମଧ୍ୟ ସାହାରା ନେଇଥାନ୍ତି । କିନ୍ତୁ ମନେରଖନ୍ତୁ ୟେଲୋପାଥିକ ଔଷଧ ଦ୍ଵାରା ଏକଜିମା ରୋଗ କୁ ସଂପୂର୍ଣ୍ଣ ରୂପରେ ଭଲ କରି ହେବ ନାହିଁ ।

ଏମିତି ରେ ଆପଣ ଆୟୁର୍ବେଦିକ ଉପାୟ କୁ ଅପଣାଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏଭଳି ଆୟୁର୍ବେଦିକ ଉପଚାର ଟି ବିଷୟରେ ନେଇ ଆସିଛୁ, ଯାହା ସାହାର୍ଯ୍ୟ ରେ ଆପଣ ନିଜ ଶରୀର ରୁ ଏକଜିମା ସହ ଅନ୍ୟ ବହୁ ପ୍ରକାରର ଚର୍ମ ରୋଗ ରୁ ମଧ୍ୟ ନିଜ କୁ ରକ୍ଷା କରି ପାରିବେ ।

ବନ୍ଧୁଗଣ ଏକଜିମା ଏକ ପ୍ରକାର କୁଣ୍ଡିଆନା ରୋଗ ଅଟେ । ଏହାସହ ଏହା ତ୍ଵଚା ରେ ହେଉଥିବା ସବୁଠାରୁ ଏକ ସାଧାରଣ ରୋଗ ଅଟେ । ଏହା ଏକ ଏହି ଭଳି ରୋଗ ଅଟେ, ଯାହା ସଂପୂର୍ଣ୍ଣ ବିଶ୍ଵ ରେ ସମସ୍ତ ଙ୍କୁ ପ୍ରଭାବିତ କରିଥାଏ । ସାଧାରଣତଃ ଆଜି ପର୍ଯ୍ୟନ୍ତ ଏକଜିମା ହେବାର ସଠିକ କାରଣ ଜଣା ପଡିନାହିଁ ।

କିନ୍ତୁ କୁହାଯାଏ କି ଏହା ବଂଶାନୁଗତ ବା ବାତାବରଣ କାରଣ ରୁ ହୋଇଥାଏ । ବ୍ୟାକ୍ଟେରିୟାଲ ସଂକ୍ରମଣ କାରଣ ରୁ ମଧ୍ୟ ଏକଜିମା ରୋଗ ହୋଇଥାଏ । ଚିନ୍ତା ବା ଷ୍ଟ୍ରେସ ମଧ୍ୟ ଏକଜିମା ର ଏକ ମୁଖ କାରଣ ହୋଇପାରେ । ତାହାସହ ଅତ୍ୟଧିକ ଷ୍ଟ୍ରେସ ମଧ୍ୟ ଏକଜିମା ରୋଗ କୁ ଆହୁରି ଅଧିକ ବଢାଇ ଦେଇଥାଏ ।

ବନ୍ଧୁଗଣ ଆଜି ଆମେ ଯେଉଁ ଉପଚାର ଟି ଆପଣ ମାନଙ୍କ ପାଇଁ ନେଇ ଆସିଛୁ ସେହି ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ ଏକ ପାଚିଲା ପଣସ ପତ୍ର ଟିକୁ ନେଇ ନିଅନ୍ତୁ । ଏହା ପରେ ଏକ ଗରମ କଢେଇ ବା ତାୱା ରେ ତାହାକୁ ପକାଇ ପୋଡି ତାହାର ଭସ୍ମ କରି ନିଅନ୍ତୁ। ବର୍ତ୍ତମାନ ଏହି ଭସ୍ମ ରେ ଆପଣ ସାମାନ୍ଯ ଜଡା ତେଲ ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ବର୍ତ୍ତମାନ ଏକଜିମା କୁ ଦୂର କରିବା ପାଇଁ ଆପଣ ଙ୍କର ଏହି ରେମିଡି ବନି ପ୍ରସ୍ତୁତ । ରାତିରେ ଶୋଇବା ସମୟ ରେ ଏହି ପେଷ୍ଟ କୁ ଏକଜିମା ହୋଇଥିବା ସ୍ଥାନରେ ଏହି ପେଷ୍ଟ କୁ ଲଗାଇ ଦିଅନ୍ତୁ । ସକାଳେ ଉଠି ସେହି ସ୍ଥାନ କୁ ସ୍ଵଛ ପାଣି ସାହାର୍ଯ୍ୟରେ ଭଲ ଭାବରେ ଧୋଇ ନିଅନ୍ତୁ ।

କିନ୍ତୁ ବନ୍ଧୁଗଣ ମନେ ରଖନ୍ତୁ ଏହାକୁ ଲଗାଇବା ସମୟରେ ଆପଣ ଏହାକୁ ଏକ ତୁଳା ସାହାର୍ଯ୍ୟ ରେ ହିଁ ଲଗାନ୍ତୁ । କିନ୍ତୁ ଥରେ ବ୍ୟବାହାର କରିଥିବା ତୁଳା ଦ୍ଵିତୀୟ ଥର ବ୍ୟବହାର କରନ୍ତୁ ନାହିଁ । ଏକଜିମା କୁ ଭଲ କରିବା ପାଇଁ ଏହା ଏକ ରାମବାଣ ଘରୋଇ ଉପାୟ ଅଟେ । ତେବେ ଆପଣ ମାନଙ୍କୁ ଆମର ଏହି ଉପଚାର ଟି କିପରି ଲାଗିଲା, ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button