ଜ୍ୟୋତିଷ

ଝିଅକୁ ଭୁଲରେ ବି ଏହି ଜିନିଷ କେବେବି ଦିଅନ୍ତୁ ନାହିଁ ତାର ସ୍ଵାମୀର ଆୟୁଷ କମି ଯାଇଥାଏ…

ପ୍ରତ୍ଯେକ ବାପା ମା ଙ୍କର ଜୀବନ ରେ ଝିଅ ର ବାହାଘର ର ଅନେକ ମହତ୍ଵ ରହିଥାଏ । ଗୋଟିଏ ପଟେ ଝିଅ ତା ଘର ବସାଇବ ବୋଲି ସେମାନେ ଖୁସି ଥିବା ସମୟ ରେ ଆଉ ଗୋଟେ ପଟେ ଝିଅ ଘର ଛାଡି ଚାଲିଯିବ ବୋଲି ଦୁଃଖ ମଧ୍ୟ ପ୍ରକାଶ କରିଥାନ୍ତି । ପ୍ରତ୍ଯେକ ବାପା ମା ନିଜ ଝିଅ ର ବାହାଘର ବଡ ଧୁମ ଧାମ ରେ କରିବା ପାଇଁ ସ୍ଵପ୍ନ ମଧ୍ୟ ଦେଖିଥା’ନ୍ତି । ଏବଂ ଝିଅ ର ଅଣ୍ଟିରେ ଦୁନିଆର ସବୁ ଖୁସି ଭରି ଦେଇ ତାକୁ ଶାଶୁ ଘରକୁ ବିଦା କରିବାକୁ ଚାହିଁ ଥାଆନ୍ତି ।

ପ୍ରତ୍ଯେକ ବାପା ମା ନିଜ ନିଜ ସାମର୍ଥ୍ୟ ଅନୁସାରେ ନିଜ ନିଜ ସନ୍ତାନ କୁ ଦୁନିଆର ସମସ୍ତ ଖୁସି ଦେବାକୁ ଚାହିଁଥାନ୍ତି । ସେ ଶାଶୁ ଘରକୁ ଯିବା ସମୟରେ ମଧ୍ୟ ସେ ଯାହା ଚାହିଁଥାନ୍ତି, ତାହ ସବୁ ମଧ୍ୟ ପ୍ରତ୍ଯେକ ବାପା ମା ନିଜ ନିଜ ସାମର୍ଥ୍ୟ ଅନୁସାରେ ନିଜ ନିଜ ଝିଅ ଙ୍କୁ ସବୁ କିଛି ଝିଅ ସାଙ୍ଗରେ ଦେଇଥାନ୍ତି ।

କିନ୍ତୁ ଶାସ୍ତ୍ର ଅନୁସାରେ ଝିଅ କୁ ସାଙ୍ଗରେ କିଛି ଜିନିଷ ଦେବା ଶୁଭ ହୋଇଥାଏ ଓ କିଛି ଏପରି ଜିନିଷ ମଧ୍ୟ ଅଛି ଯାହା ଝିଅ କୁ ଦେବା ଅଶୁଭ ବୋଲି କୁହାଯାଇଥାଏ । ଏପରିକି ଝିଅ ର ବିବାହ ସମୟରେ ଝିଅ କୁ ଏହି ବସ୍ତୁ ଗୁଡିକ ଦେବା ଦ୍ଵାରା ଝିଅର ଶାଶୁ ଘରେ କ୍ଷତି ହେବା ସହ ବାପ ଘରେ ମଧ୍ୟ ପିତା ମାତା ଙ୍କ ମଧ୍ୟ ଖୁବ କ୍ଷତି ହୋଇଥାଏ ।

ମା ଅର୍ଣ୍ଣପୂର୍ଣ୍ଣା ଯେଉଁ ଘରେ ରହିତହନ୍ତି ସେହି ଘରେ କେବେ ମଧ୍ୟ ଧନ ଧାନ୍ୟ ବା ଅର୍ଣ୍ଣ ର କୌଣସି ପ୍ରକାର ଅଭାବ ରହି ନଥାଏ । ତେଣୁ ଝିଅ କୁ ବିବାହ ସମୟରେ ତା ସହ ମା ଅର୍ନପୂର୍ଣ୍ଣା ଙ୍କର ଏକ ମୂର୍ତି ବା ଫୋଟୋ ନିଶ୍ଚୟ ଦିଅନ୍ତୁ । ଏହାଦ୍ବାରା ଝିଅ ର ଶାଶୁ ଘରେ ସବୁବେଳେ ଧନ ଧାନ୍ୟ ରେ ଭରପୁର ହୋଇ ରହିବ । ଏହାଛଡା ବାଳ କୃଷ୍ଣ ଙ୍କର ମୂର୍ତି ଝିଅ ସହ ଦେବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହାସହ ଆପଣ କୌଣସି କିଛି ଧାର୍ମିକ ଗ୍ରନ୍ଥ ପୁସ୍ତକ ମଧ୍ୟ ଦେଇ ପାରନ୍ତି । ବର୍ତମାନ ଆସନ୍ତୁ ଜଣାଇବା ଆକେଉନ ଜିନିଷ ଦେବା ଉଚିତ ହୋଇ ନଥାଏ । ପ୍ରଥମେ ହେଉଛି ଶ୍ରୀ ଗଣେଶ ଙ୍କର ମୂର୍ତି । କାରଣ ଗଣେଶ ଙ୍କ ଶ ସବୁବେଳେ ମାତା ଲକ୍ଷ୍ମୀ ମଧ୍ୟ ରହିଥାନ୍ତି । ଯଦି ଆପଣ ଝିଅ କୁ ଯିବା ସମୟରେ ପ୍ରଥମ ପୂଜ୍ୟ ଭଗବାନ ଶ୍ରୀ ଗଣେଶ ଙ୍କର ମୂର୍ତି ଦିଅନ୍ତି ତେବେ ଆପଣ ଙ୍କ ଘରୁ ଝିଅ ସହ ମାତା ଲକ୍ଷ୍ମୀ ମଧ୍ୟ ଗଣେଶ ଙ୍କ ସହ ଚାଲି ଯିବେ ।

ଯଦି ଆପଣ ତଥାପି ଝିଅ କୁ ଗଣେଶ ଭଗବାନ ଦେବାକୁ ଚାହାନ୍ତି ତେବେ ଆପଣ ବସଥିବା ଅବସ୍ତାହରେ ଗଣେଶ ଭଗବାନ ଙ୍କର ମୂର୍ତି ଦିଅନ୍ତୁ । କିନ୍ତୁ ମନେ ରଖନ୍ତୁ ସେହି ଗଣେଶ ଙ୍କର ଶୁଣ୍ଢ ଯେପରି ବାମ ଦିଗ ହୋଇ ରହିଥିବ । ଦ୍ଵିତୀୟ ଟି ହେଉଛି ଝାଡୁ । ତୃତୀୟ ଟି ହେଉଛି ଛୁରୀ ଆଦି ଧାରୁଆ ବସ୍ତୁ । ଚତୁର୍ଥ ରେ ଝିଅ କୁ ବିବାହ ସମୟ ରେ ଆପଣ ଚାହିଁଲେ ‘ରା ମା ୟ ଣ’ ପୁସ୍ତକ ବା ‘ଶ୍ରୀମଦ ଭା ଗ ବ ତ’ ଅଥବା ‘ଶ୍ରୀମଦ ଭ ଗ ବ ତ ଗୀତା’ ମଧ୍ୟ ଦେଇ ପାରନ୍ତି ।

କିନ୍ତୁ ଭୁଲରେ ମଧ୍ୟ ଝିଅକୁ ‘ମ ହା ଭା ର ତ’ ଗ୍ରନ୍ଥ କିମ୍ବା ଫୋଟୋ ସମ୍ବନ୍ଧୀୟ କୌଣସି କିଛି ଦେବା ଉଚିତ ହୋଇ ନଥାଏ । କାରଣ ଏହା ଦ୍ଵାରା ଝିଅ ର ଶାଶୁ ଗହରେ କଳହ ର ବାଟା ବରଣ ଦେଖା ଦେଇଥାଏ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲଗାଏ ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ

Related Articles

Leave a Reply

Your email address will not be published. Required fields are marked *

Back to top button