ସ୍ୱାସ୍ଥ୍ୟ

ମାତ୍ର 2 ମିନିଟ୍ ରେ ( ହାତ,ଗୋଡ଼,ଅଣ୍ଟା ) ବିନ୍ଧା ଭଲ ହୋଇଯିବ,,କରନ୍ତୁ ଏହି ଘରୋଇ ଉପଚାର…

ଆଜିର ସମୟ ରେ ଅଣ୍ଟା ବିନ୍ଧା ଏକ ଏପରି ସମସ୍ଯା ଯାହା ବହୁଳ ଭାବରେ ଦେଖିବାକୁ ମିଳୁଛି । ଅଧିକାଂଶ ଏହା ମହିଳା ମାନଙ୍କ ଠାରେ ହିଁ ଦେଖିବାକୁ ମିଳିଥାଏ । 40 ରୁ 45 ବର୍ଷ ପରେ ଯଦି କାହା ଠାରେ ଏହି ଭଳି ଅଣ୍ଟା ଜନିତ ସମସ୍ଯା ଦେଖାଦିଏ, ତେବେ ଏହାକୁ ବୟସ ସଙ୍ଗେ ଶରୀର ରେ କ୍ୟାଲସିୟ ର ଅଭାବରୁ ଦେଖା ଦେଇଛି ବୋଲି କୁହାଯାଇ ପାରିବ । କିନ୍ତୁ ବର୍ତ୍ତମାନ ର ସମୟରେ ଏହା ଯୁବା ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି ।

କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ରେମିଡି ବିଷୟ ରେ ନେଇ ଆସିଛୁ, ଯାହାର ସାହାର୍ଯ୍ୟ ରେ ଆପଣ ଙ୍କର ଅଣ୍ଟା ବିନ୍ଧା ଭଳି ସମସ୍ଯା ସବୁଦିନ ପାଇଁ ଦୂର ହୋଇଯିବ ।  ଆଜିର ଏହି ରେମିଡି ଟି କୁ ପ୍ରସ୍ତୁତ କରିବା ଅପାଇନ ଆପଣ ଙ୍କୁ ଆବଶ୍ୟକ ପଡିବ ସାମାନ୍ୟ କିଛି ରସୁଣର,

ଆପଣ ସର୍ବ ପ୍ରଥମେ ଏକ ପାତ୍ର ରେ 10 ରୁ 15 ଟି ରସୁଣ ର ପାଖୁଡା କୁ ଭଲ ଭାବରେ ଛଡାଇ ନେଇ ନିଅନ୍ତୁ । ଏହା ପରେ ସେହି ରସୁଣ ଙ୍କୁ ଅଳ୍ପ ଛେଚି ନିଅନ୍ତୁ । ଏହି ରସୁଣ ରେ ଅନେକ ପ୍ରକାରର ପୋଷାକ ତତ୍ଵ ଓ ଭିଟାମିନ୍ସ ଭରପୁର ହୋଇ ରହିଥାଏ । ଏପରିକି ଏଥିରେ ପ୍ରଚୁର ମାତ୍ରା ରେ ଭିଟାମିନ D, ଭିଟାମିନ C ଭରପୁର ହୋଇ ରହିଥାଏ ।

ବନ୍ଧୁଗଣ ଏହି ରେମିଡି ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କର ନଡିଆ ତେଲ ର ମଧ୍ୟ  ଆବଶ୍ୟକ ପଡିବ । ଆପଣ ନେଇଥିବା ସେହି ରସୁଣ ଛେଚାରେ ଏକ ଚାମଚ ନଡିଆ ତେଲ ପକାଇ ଦିଅନ୍ତୁ । ଏହା ପରେ ଏଥିରେ ତୃତୀୟ ସମସ୍ଗୃ ରୂପେ ଏକ ଚାମଚ ରାଶି ତେଲ ଓ ଚତୁର୍ଥ ସାମଗ୍ରୀ ରୂପରେ ଏକ ଚାମଚ ସୋରିଷ ତେଲ ମିଶାଇ ଦିଅନ୍ତୁ ।

ଯଦି ଆପଣ ଏହି ଉପଚାର ଟିକୁ କିଛି ଅଧିକ ମାତ୍ରାରେ ପ୍ରସ୍ତୁତ କରିବାକୁ ଚାହୁଁଥାନ୍ତି, ତେବେ ଆପଣ ଏଥିରେ ରସୁଣ ତଥା ତେଲ ର ମାତ୍ରା ସେହିପରି କିଛି କିଛି କରି ବଢାଇ ରଖି ପାରିବେ। ବନ୍ଧୁଗଣ ଏହି ତେଲ କୁ ବ୍ୟବହାର କରିବା ପାଇଁ ଆପଣ ପ୍ରଥମେ ଏହି ରସୁଣ ତେଲ କୁ 10 ରୁ 15 ଦିନ ପାଇଁ ଖରା ରେ ଗରମ କରି ନିଅନ୍ତୁ ।

କିନ୍ତୁ ଯଦି ଆପଣ ଏହି ତେଲ କୁ ସଙ୍ଗେ ସଙ୍ଗେ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣ ପାତ୍ର ରେ କିଛି ପାଣି ଗରମ କରିବା ପାଇଁ ନିଆଁ ରେ ବସାଇ ଦିଅନ୍ତୁ । ଏହା ଅପରେ ସେହି ପାଣିରେ ମଧ୍ୟରେ ଆଉ ଏକ ପାତ୍ର ରଖି ସେହି ରସୁଣ ତେଲ କୁ ରଖି ଗରମ କରିବାକୁ ବସାଇ ଦିଅନ୍ତୁ ।

କିନ୍ତୁ ଧ୍ୟାନ ରଖିବେ ଯେପରି ରସୁଣ ତେଲ ଥିବା ପାତ୍ରରେ କୌଣସି ପରିସ୍ଥିତିରେ ମଧ୍ୟ ଯେପରି ପାଣି ନ ପଶେ । ବର୍ତ୍ତମାନ ସେହି ଗରମ ପାଣି ମଧ୍ୟରେ 10 ରୁ 15 ମିନିଟ ପାଇଁ ରଖି ସାରିଲା ପରେ ସେହି ପାଣି ମଧ୍ୟରେ ହିଁ ରସୁଣ ତେଲ କୁ ରୁମ ର ତାପମାତ୍ରା କୁ ଆସିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

ବର୍ତ୍ତମାନ ଏହି ତେଲ କୁ ଆପଣ ନିଜ ଅଣ୍ଟା ରେ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ । ଏପରି ଏହି ତେଲ ରେ କିଛି ସମୟ ଧରି ମାଲିସ କରିବା କ୍ଷଣି ହିଁ ଆପଣ ଏହାର ପ୍ରଭାବ ଦେଖିବାକୁ ପାଇବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button