ସ୍ୱାସ୍ଥ୍ୟ

ଅର୍ଶ (Piles) ମୂଳରୁ ଶେଷ କରିବା ପାଇଁ କରନ୍ତୁ ଏହି ଉପାୟ, କେବେ ଶୁଖିକି ଝଡ଼ିଯିବ ଜଣା ବି ପଡ଼ିବନି

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଆମ ମାନଙ୍କର ଦୈନଦିନ ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି । ଯାହା ଦ୍ଵାରା ଆମ ମନୁଷ୍ୟ ମାନଙ୍କ ଶରୀରରେ ଅନେକ ପ୍ରକାର ରୋଗ ଏକତ୍ର ହୋଇ ଯାଇଛି । ସେହି ଭିନ୍ନ ପ୍ରକାରର ରୋଗ ମାନଙ୍କ ମଧ୍ୟରୁ ଅର୍ଶ ଓ ମଳକଣ୍ଟକ ଏକ ଏପରି ରୋଗ ଯାହା ବର୍ତ୍ତମାନର ସମୟ ରେ ଅଧିକ ଭାବରେ ଅନେକ ଲୋକ ମାନଙ୍କ ଠାରେ ଦେଖିବାକୁ ମିଳୁଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏକ ଏପରି ଘରୋଇ ଉପଚାର, ଯାହାର ସାହାର୍ଯ୍ୟ ରେ ଆପଣ ଘରେ ଏହି ଉପଚାର ଟିକୁ ପ୍ରସ୍ତୁତ କରି ବହୁ ପୁରୁଣା ଅର୍ଶ ଅଥବା ମଳକଣ୍ଟକ ପରି ସମସ୍ଯା ରୁ ମୂଳ ରୁ ମୁକ୍ତ ହୋଇ ପାରିବେ ।

ବନ୍ଧୁଗଣ ଆପଣ ଙ୍କର ଅର୍ଶ ରୁ ରକ୍ତ ପଡୁଥାଉ ବା ନ ପଡୁଥାଉ କିନ୍ତୁ ଆଜିର ଏହି ହୋମ ରେମିଡି ଟି ସାହାର୍ଯ୍ୟରେ ଆପଣ ନିଜର ଅର୍ଶ ଭଳି ସମସ୍ଯା କୁ ମଧ୍ୟ ଦୂର କରି ପାରିବେ ।  ପ୍ରସ୍ତୁତ ଆପଣଙ୍କୁ ପ୍ରଥମେ ଆବଶ୍ୟକ ପଡିବ, ଆପଲିକାପ ବା ନିମୁଲି ର ଆବଶ୍ୟକ ପଡିବ । ଏହାକୁ ଆଖିରେ ଆଲୁଅ ହେଲେ ବ୍ୟବହାର କରାଯାଇଥାଏ ।

ଏହା ଆପଣଙ୍କୁ ଯେ କୌଣସି ମେଡ଼ିସିନ ଷ୍ଟୋର ରୁ ଅତି ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ହେବ କର୍ପୁର । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ବନେଇବା ପାଇଁ ଆପଣ ପ୍ରଥମେ ଏକ ପାତ୍ର ରେ ଦୁଇଟି ଆପ୍ଲିକାପ ଛିଣ୍ଡାଇ ନେଇ ନିଅନ୍ତୁ । ଏହା ପରେ ସେଥିରେ ଦୁଇଟି କର୍ପୁର ଗୁଣ୍ଡ କରି ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଙ୍କର ଏହି ଉପଚାର ଟି ବନି ପ୍ରସ୍ତୁତ ହୋଇ ଯାଇଛି ।

ଆପଣ ଏହାକୁ ରାତିରେ ଶୋଇବା ସମୟରେ ନିଜ ଅର୍ଶ ହୋଇଥିବା ସ୍ଥାନରେ ଭଲ ଭାବରେ ଲଗାଇ ଛାଡି ଦିଅନ୍ତୁ । ଏହା ପରେ ସକାଳେ ଉଠି ସେହି ସ୍ଥାନ କୁ ଭଲ ଭାବରେ ଉଷୁମ ପାଣି ସାହାର୍ଯ୍ୟରେ ଧୋଇ ନିଅନ୍ତୁ । ଆପଣ ଏହାକୁ ଆଉ ଏକ ଥର ଦିନ ରେ ମଧ୍ୟ କିଛି ସମୟ ଲାଗି ଛାଡି ପାରିବେ ଓ କିଛି ସମୟ ପରେ ଏହାକୁ ଭଲ ଭାବରେ ଧୋଇ ନେବେ ।  ଆପଣ ଏହାକୁ ଦିନକୁ ଦୁଇ ଥର ବ୍ୟବହାର କରିବା ଦ୍ଵାରା ଆପଣ ଦେଖିବେ ଆପଣ ଙ୍କର ଅର୍ଶ ଭଳି ସମସ୍ଯା ମୂଳ ରୁ ଦୂର ହୋଇଯିବ ।

ଆପଣ ଙ୍କର ଅର୍ଶ ଯେତେ ଅଧିକ ପୁରୁଣା ହେଉ ବା ନୂଆ ହେଉ ଆପଣ ଦେଖିବେ, ଏହି ଉପଚାର କୁ ଦିନେ ଲଗାଇବା ପରେ ହିଁ ଆପଣ ଏହାର ଲାଭ ତଥା ପରିଣାମ ଦେଖିବାକୁ ପାଇବେ । ତାହାସହ ବନ୍ଧୁଗଣ ଆପଣ ଙ୍କୁ ଆଉ ଏକ କାର୍ଯ୍ୟ ମଧ୍ୟ କରିବାକୁ ହେବ । ତାହା ହେଲା ଆପଣ ଏକ ଗ୍ଳାସ ଉଷୁମ କ୍ଷୀର ରେ  ଅଧ ଚାମଚ ଲେମ୍ବୁ ରସ ପକାଇ ସଙ୍ଗେ ସଙ୍ଗେ ପିଇ ନିଅନ୍ତୁ । କାରଣ ଏହାକୁ ଅଧିକ ସମୟ ବାହାରେ ରଖିବା ଦ୍ଵାରା କ୍ଷୀର ଛିଣ୍ଡି ଜୀବ ।

ତେଣୁ ଲେମ୍ବୁ ରସ ପକାଇବା କ୍ଷଣି ହିଁ ଆପଣ ସଙ୍ଗେ ସଙ୍ଗେ କ୍ଷୀର ର ସେବନ କରି ନେବେ । ଆପଣ ଦ୍କେହିବେ ଏହି ଦୁଇଟି କାର୍ଯ୍ୟ କୁ କରିବା ପରେ ମାତ୍ର 8 ଦିନ ମଧ୍ୟରେ ଅର୍ଶ ଭଳି ସମସ୍ଯା ମୂଳ ରୁ ଶେଷ ହୋଇଯିବ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଇବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button