ଦେଶ- ବିଦେଶ

IAS Question – ବାହାଘର ପରେ ଝିଅମାନଙ୍କ କେଉଁ ଜିନିଷ ଛୋଟ ହୋଇଯାଏ ? ୯୯% ଲୋକ ଦିଅନ୍ତି ଭୂଲ ଉତ୍ତର

ନମସ୍କାର ବନ୍ଧୁଗଣ । ବିଦ୍ୟା ଠାରୁ ବଡ ମୁଲ୍ଯବାନ ସଂସାର ରେ ଆଉ କିଛି ମଧ୍ୟ ନାହିଁ । ବିଦ୍ୟା ଅଧ୍ୟୟନ କରିବା ଦ୍ଵାରା ଜ୍ଞାନ ବଢିଥାଏ । ଏହି ସଂସାରରେ ସବୁବେଳେ ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତି ହିଁ ସମ୍ମାନ ର ମାତ୍ର ହୋଇଥାଏ । ମୂର୍ଖ ବ୍ୟକ୍ତିକୁ ସବୁବେଳେ ସବୁ ସ୍ଥାନରେ ଅପମାନ ସହିବାକୁ ପଡିଥାଏ । ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏହି ପରି କୌତୁକ ପ୍ରଶ୍ନ  ଯାହା ଆପଣ ଙ୍କର ବୁଦ୍ଧିର ବିକାଶ ରେ ସହାୟକ ହେବ । ତେବେ ଆସନ୍ତୁ ଆଉ ଅଧିକ ବିଳମ୍ବ ନ କରି ଆଜିର ଏହି ବିଷୟ ବସ୍ତୁ ଟିକୁ ପ୍ରାରମ୍ଭ କରିବା ।

ପ୍ର: କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉ- ପଣସ ଗଛ ରେ ଫୁଲ ହୁଏ ନାହିଁ ।

ପ୍ର: ଜୀବନ କଳା ମଧ୍ୟରେ ଗ୍ଗୋଟିଏ ଥର ଫଳ ହେଉଥିବା ଗଛ କିଏ ?

ଉ- କଦଳୀ ଗଛ ତା ଜୀବନରେ ଠାରେ ମାତ୍ର ହିଁ ଫଳ ଦେଇଥାଏ ।

ପ୍ର: କିଏ ଜିଭରେ ଚାଟି ଚାଟି ଖାଏ ?

କୁକୁର ଚାଟି ଚାଟି ଖାଏ ।

ପ୍ର: ଏକ ବର୍ଷ ରୁ କମ ବଞ୍ଚୁଥିବା ଗଛ କିଏ ?

ଉ- କାକୁଡି ଗଛ କେବେ ମଧ୍ୟ ଏକ ବର୍ଷ ରୁ ଅଧିକ ସମୟ ପାଇଁ ବଞ୍ଚି ନଥାଏ ।

ପ୍ର: କେଉଁ ଜୀବ ଟିର ଗୋଟିଏ ସିଙ୍ଘ ଥାଏ ?

ଉ- ଗଣ୍ଡା ର ଗୋଟିଏ ମାତ୍ର ସିଙ୍ଘ ଥାଏ ।

ପ୍ର: ଦୁର୍ବଳ କାଣ୍ଡ ଯୁକ୍ତ ଉଦ୍ଭିଦକୁ କଣ କୁହାଯାଏ ?

ଉ- ଦୁର୍ବଳ କାଣ୍ଡ ଯୁକ୍ତ ଉଦ୍ଭିଦକୁ ଲତା କୁହାଯାଏ l

ପ୍ର: ଉଭୟ ଜଳ ଓ ସ୍ଥଳ ରେ ବାସ କରୁଥିବା ପ୍ରାଣୀ କିଏ ?

ଉ- ବେଙ୍ଗ ଉଭୟ ଜଳ ଓ ସ୍ଥଳ ରେ ବାସ କରିଥାଏ ।

ପ୍ର: ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି କରିବା ସମୟରେ କେଉଁ ଗ୍ଯାସ ଗ୍ରହଣ କରେ ?

ଉ- ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ଅଙ୍ଗାରକାମ୍ଳ ଗ୍ଯାସ ଗ୍ରହଣ କରେ ।

ପ୍ର: ଅଦାର କେଉଁ ଅଂଶଟି ଆମେ ଖାଉ ?

ଉ- ଅଦା ଗଛର ଚେର ଅଂଶ ଟି ଆମେ ଖାଇଥାଉ ।

ପ୍ର: ଶରୀରର କେଉଁ ଭିତର ଅଙ୍ଗ ରକ୍ତ ସଞ୍ଚଳନରେ ମୁଖ୍ୟ ଭୂମିକା ନିଏ ?

ଉ- ହୃତପିଣ୍ଡ ଶରୀରର ରକ୍ତ ସଞ୍ଚଳନରେ ମୁଖ୍ୟ ଭୂମିକା ନିଏ ।

ପ୍ର: କେଉଁ ଜୀବ ଟିର ଚଳନ ଶକ୍ତି ନାହିଁ ?

ଉ- ଉଦ୍ଭିଦ ର ଚଳନ ଶକ୍ତି ନାହିଁ ।

ପ୍ର: ଭାରତ ର ଜାତୀୟ ନୀତି କଣ ?

ଉ- ଅହିଂସା ଭାରତ ର ଜାତୀୟ ନୀତି ଅଟେ ।

ପ୍ର: ସଦକୋଟ କାହିଁକି ପ୍ରସିଦ୍ଧ ?

ଉ- ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ ପାଇଁ ସଦକୋଟ ପ୍ରସିଦ୍ଧ ।

ପ୍ର: ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ?

ଉ- ଆଶା ।

ପ୍ର: ପ୍ରଥମ ଇଲେକ୍ଟ୍ରିକ ଟ୍ରେନ ର ନାମ କଣ ?

ଉ- ପ୍ରଥମ ଇଲେକ୍ଟ୍ରିକ ଟ୍ରେନ ର ନାମ ଡେକାନ କୁଇନ ଅଟେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button