ଜ୍ୟୋତିଷ

କେବଳ ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ହିଁ ସୋମବାର ଦିନ ମିଳିଥାଏ ଏହି 7 ଟି ସଙ୍କେତ, ଦୂର ହୋଇଯାଏ ଦୁଃଖ ଓ ଦରିଦ୍ରତା- Vastu Tips

ଶୀଘ୍ର ଆପଣ ଜୀବନରେ ଅନେକ ସଫଳତା ପାଇବାକୁ ଯାଉଛନ୍ତି । ଦ୍ଵିତୀୟ ସଂକେତ ଟି ହେଉଛି ଧଳା ନନ୍ଦୀ ର ଦର୍ଶନ । ଶାସ୍ତ୍ର ରେ ଏହା ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇ ଅଛି କି ମହାଦେବ ଯେଉଁଠାରେ ଥାନ୍ତି, ତାଙ୍କ ବାହନ ବୃଷଭ ଦେବ ସେହି ସ୍ଥାନ ରେ ରହିଥାନ୍ତି ।

ଏପରି ରେ ସୋମବାର ଦିନ ଧଳା ବୃଷଭ ଙ୍କର ଦର୍ଶନ ଅତ୍ୟନ୍ତ ଶୁଭ ହୋଇଥାଏ । ତୃତୀୟ ଟି ହେଉଛି ସୋମବାର ନାଗ ଦେବତା ଙ୍କର ଦର୍ଶନ । ଏହାର ଅର୍ଥ କି ଆପଣ ଙ୍କ ଜୀବନ ରେ ଥିବା ଧନ ଜନିତ ସମସ୍ତ ସମସ୍ଯା ମାନଙ୍କର ସମାଧାନ ଖୁବ ଶୀଘ୍ର ହୋଇଯିବ । ଚତୁର୍ଥ ରେ ଯଦି ଆପଣ ସୋମବାର ଦିନ ଶିବ ମନ୍ଦିର ପାଖରେ ବା କୌଣସି ସ୍ଥାନରେ ଏକତା ରେ ବସିଥିବା ସ୍ତ୍ରୀ ଓ ପୁରୁର୍ଷ ଙ୍କୁ ଦେଖିବା । ଏହାର ଅର୍ଥ ଆପଣଙ୍କୁ ଜୀବନରେ ଏକ ଭଲ ଜୀବନ ସାଥି ଟିଏ ପ୍ରାପ୍ତ ହେବାକୁ ଯାଉଛି ।

ପଞ୍ଚମ ଟି ହେଉଛି, କଳା କୁକୁର କୁ ସୋମବାର ଦିନ ଘରକୁ ଆସିବା । ଏହାର ଅର୍ଥ ଆପଣଙ୍କ ପାଇଁ କିଛି ଏକ ବଡ ବିପଦ ଥିଲା, ଯାହାକି ବର୍ତ୍ତମାନ ସମୟରେ କଟି ଯାଇଛି । ଷଷ୍ଠ ସଂକେତ ଟି ହେଉଛି, କ୍ଷୀର ବା ପାଣି ଦ୍ଵାରା ପୂର୍ଣ୍ଣ ହୋଇଥିବା ମାଟିର କଳସ । ସପ୍ତମ ସଂକେତ ଟି ହେଉଛି, ଭସ୍ମ ଧାରଣ କରିଥିବା ବ୍ୟକ୍ତି ଙ୍କର ଦର୍ଶନ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button