ସ୍ୱାସ୍ଥ୍ୟ

ପ୍ରଥମଥର ପାଇଁ ଶାରୀରିକ ସମ୍ପର୍କ ରଖିବା ପରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏମିତି, ନଚେତ, ହୋଇପାରେ ବଡ଼ ସମସ୍ୟା

ଖାଇବା ପିଇବା ପରି ମଣିଷ ପାଇଁ ଶାରୀରିକ ସମ୍ପର୍କ କରିବା ମଧ୍ୟ ଏକ ପ୍ରକାର ଆବଶ୍ୟକ ଅଟେ। ମଣିଷ ପାଇଁ ଏହା ଏକ ସାଧାରଣ କଥା ହୋଇଥିବା ବେଳେ କିନ୍ତୁ କିଛି ଲୋକେ ଏଥିରେ ସମସ୍ୟାର ସାମ୍ନା କରିଥାନ୍ତି। ପ୍ରକୃତରେ ଯଦି ଆପଣ ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ଯାଉଛନ୍ତି ତେବେ କିଛି ବିଷୟ ଉପରେ ଖାସ୍ ଧ୍ୟାନ ଦେବା ଜରୁରୀ ଅଟେ:-

୧. ଶାରୀରିକ ସମ୍ପର୍କ କରିବା ପୂର୍ବରୁ ପୁରୁଷ ହୁଅନ୍ତୁ ଅଥବା ମହିଳା ନିଜର ଯୌନାଙ୍ଗକୁ ଭଲ ଭାବରେ ସଫା କରିବା ନିତ୍ୟାନ୍ତ ଜରୁରୀ ଅଟେ।

Clean

୨. ସେହିଭଳି ଭାବରେ ଚୁମ୍ବନ କରୁଥିଲେ, ଏହା ପୂର୍ବରୁ ଭଲ ଭାବରେ ଦାନ୍ତ ଘଷିବା ମଧ୍ୟ ଜରୁରୀ ଅଟେ। ଏହା ଦ୍ୱାରା ଆପଣଙ୍କୁ ଫ୍ରେସ୍ ଲାଗିବା ସହିତ ପାର୍ଟନର୍ କୁ ମଧ୍ୟ ଭଲ ଲାଗିବ।

Use condom

୩. ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ କରୁଥିଲେ ଏଡ଼ସ୍ ପାଇଁ ପରୀକ୍ଷା କରାଇ ନିଅନ୍ତୁ। ଶାରୀରିକ ସମ୍ପର୍କ ରଖିବା ବେଳେ କଣ୍ଡୋମ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ।

Bath

୪. ଶାରୀରିକ ସମ୍ପର୍କ କରିବା ପୂର୍ବରୁ ଏବଂ ପରେ ପରିସ୍ରା ଯିବାକୁ ଭୁଲନ୍ତୁ ନାହିଁ। ଖାସ୍ କରି ମହିଳାମାନଙ୍କ ପାଇଁ ଏହା ଅନିର୍ବାର୍ଯ୍ୟ ଅଟେ। ଶାରୀରିକ ସମ୍ପର୍କ କରିବା ପରେ ଯୌନାଙ୍ଗକୁ ଭଲ ଭାବରେ ସଫା କରିବା ସହିତ ଗାଧୋଇବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button