ଜ୍ୟୋତିଷ

ଶନିବାର ରାତିରେ ଚୁପଚାପ ଏଠାରେ ପକାଇ ଦିଅନ୍ତୁ 1ଟି ଲବଙ୍ଗ ଓ ତାପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ । ଲବଙ୍ଗ କୁ ସାଧାରଣ ଭାବରେ ଆମେ ଖାଦ୍ୟ ରେ ସ୍ଵାଦ ବଢାଇବା ପାଇଁ ବ୍ୟବହାର କରିଥାଉ । ତାହାଛଡ଼ା ଆୟୁର୍ବେଦ ବିଜ୍ଞାନ ରେ ମଧ୍ଯ ଏଥିରେ ଥିବା ଗୁଣ ର ଅନେକ ଚର୍ଚ୍ଚା ରହିଛି । ଏହା ସବୁ ବ୍ୟତୀତ ଶାସ୍ତ୍ର ରେ ମଧ୍ୟ ଲବଙ୍ଗ ର ଚମତ୍କାରୀ ଗୁଣ ବିଷୟ ରେ ଅନେକ କିଛି କୁହାଯାଇଛି । ତନ୍ତ୍ର ବିଦ୍ୟା ରେ ମଧ୍ୟ ଏହାର ଅନେକ ବ୍ୟବହାର କରାଯାଇଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଲବଙ୍ଗ ଦ୍ଵାରା କରିବା ପାଇଁ କିଛି ଏପରି ଚମତ୍କାରି ଗୁଣ ବିଷୟ ରେ ବା ଏକ ଏପରି ଉପାୟ ନେଇ କରି ଆସିଛୁ, ଯାହା ଦ୍ଵାରା ଆପଣ ଜୀବନ ରେ ଥିବା ସମସ୍ତ ପ୍ରକାର ର ସମସ୍ୟା ରୁ ମୁକ୍ତ ହୋଇ ପାରିବେ ।

ଘରେ ଭଗବାନ ଙ୍କ ର ଆଳତୀ କରିବା ସମୟରେ କର୍ପୂର ସହ ଫୁଲ ଥିବା ବାଲା ଗୋଟା ଲବଙ୍ଗ ଦୁଇ ଟିକୁ ଦେଇ ଭଲ ଭାବରେ ଆଳତୀ କରନ୍ତୁ । ଏପରି କରିବା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ର ନାସ ହୋଇଥାଏ । କିନ୍ତୁ ବନ୍ଧୁଗଣ ଏଠାରେ ଆପଣ ଧ୍ୟାନ ରଖିବେ କି ଆପଣ ଏହି ଲବଙ୍ଗ ର ଉପାୟ କରିବା ସମୟ ରେ କେବେ ମଧ୍ୟ ଗୋଟେ ଲବଙ୍ଗ ବା ଅଧା ବା ଖଣ୍ଡିତ ଲବଙ୍ଗ ର ବ୍ୟବହାର କରିବେ ନାହିଁ ।

କାରଣ ଏହା ଦ୍ଵାରା ଏହାର ଫଳାଫଳ ଦେଖିବାକୁ ମିଳି ନଥାଏ । ଯଦି ଆପଣ ଙ୍କର ସବୁବେଳେ ମାନସିକ ଚିନ୍ତା ଲାଗି ରହୁଛି । ମନ ଅଶାନ୍ତ ହୋଇ ରହୁଛି, ତେବେ ଏପରି ରେ ଆପଣ ଏକ ଛୋଟ କର୍ପୁର ର ଖଣ୍ଡ କୁ ନେଇ ନିଅନ୍ତୁ । ଏହାସହ ଏକ ଲବଙ୍ଗ କୁ ନେଇ ମିଶାଇ ଖାଇ ଦିଅନ୍ତୁ । ଆପଣ ଦେଖିବେ ଏହାକୁ ଖାଇବାର କିଛି ସମୟ ପରେ ହିଁ ଆପଣ ଙ୍କୁ ମାନସିକ ଶାନ୍ତି ମିଳିଯିବ ।

ବନ୍ଧୁଗଣ ଯେତେବେଲେ ଯେଉଁ ସମୟ ରେ ଯାହା ହେବାକୁ ଥିବା ତାହାହିଁ ହୋଇ କରି ରହିବ । ଏପରି ରେ ଚିନ୍ତା କରିବା ବୃଥାର ବିଷୟ ଅଟେ । ଏପରି ରେ ମଧ୍ୟ କୁହାଯାଇଥାଏ କି ଚିନ୍ତା ଚିତାର ସମାନ ହୋଇଥାଏ । ଧୀରେ ଧୀରେ କରି ମଣିଷ ର ଜୀବନ କୁ ନଷ୍ଟ କରି ଦେଇଥାଏ । ତେଣୁ ଏପରି ଲବଙ୍ଗର ସହାୟତା ରେ ଏହି ଉପାୟ ଟିକୁ କରି ଆପଣ ଚିନ୍ତା ମୁକ୍ତ ହୋଇ ପାରିବେ ।

ଅନେକ ପରିଶ୍ରମ କରି ମଧ୍ୟ ଆପଣ ଙ୍କର କୌଣସି କାମ କିଛି ହେଉ ନାହିଁ, ବା ଆପଣ ଙ୍କ ଜୀବନ ରେ ଗୋଟେ ପରେ ଗୋଟେ ସମସ୍ତ ସମସ୍ଯା ତଥା ବଢି ବିଘ୍ନ ମାନ ଲାଗି ରହୁଛି ।ଏପରି ଲାଗୁଛି କି, କେହି ବୋଧ ହୁଏ କିଛି କରି ଦେଇଛି । ଏପରି ରେ ଆପଣ ଗୋଟେ ହଳଦିଆ ରଙ୍ଗର ସଫା ଲେମ୍ବୁ ନିଅନ୍ତୁ । ଯେଉଁଥିରେ କୌଣସି ପ୍ରକାରର କିଛି ଦାଗ ଚିହ୍ନ ଲାଗି ନଥିବ । ଶନିବାର ଦିନ କୌଣସି ହନୁମାନ ଜୀ ଙ୍କ ମନ୍ଦିର କୁ ଯାଇ ସେଠାରେ ଏହି ଲେମ୍ବୁର ଚାରି ପଟେ ଚାରୋଟି ଫୁଲ ଥିବା ଲବଙ୍ଗ କୁ ଲଗାଇ ଦିଅନ୍ତୁ ।

ଏହାପରେ ସେଠାରେ ଛିଡା ହୋଇ ଆପଣ ” ଓଁ ଶ୍ରୀ॰ ହନୁମତେ ନମଃ ” ମନ୍ତ୍ର ଟିକୁ 21 ଥର ଲଗାତର ଜପ କରନ୍ତୁ । ଏପରି ଜପ କରିବା ପରେ ଆପଣ ସେହି ଲେମ୍ବୁ କୁ ନିଜ ପକେଟ ବା ପର୍ସ ତଥା ନିଜର ଧନ ରଖିବାର ସ୍ଥାନ ରେ ରଖି ଦିଅନ୍ତୁ । ଆପଣ ସେହି ଲେମ୍ବୁ କୁ ନେଇ ଯେଉଁ କାର୍ଯ୍ୟ କୁ ମଧ୍ୟ ଯିବେ ସେହି ସ୍ଥାନ ରେ ସେହି କାର୍ଯ୍ୟ ରେ ଆପଣ ସଫଳ ହୋଇ ଆସିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button