ମାତ୍ର 3 ଦିନ ଖାଲି ପେଟରେ ଏହାର ସେବନ କରନ୍ତୁ, ସାରା ଜୀବନ ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପା, ଜଏଣ୍ଟ ପେନ, ହାର୍ଟ ଆଟାକ ଭଳି ସମସ୍ଯା ହେବ ନାହି

ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ତ୍ରିଫଳା ର ଆବଶ୍ୟକ ପଡିବ । ତ୍ରିଫଳା ଆପଣ ଶରୀର କୁ ବିଭିନ୍ନ ପ୍ରକାରରେ ଲାଭଦାୟୀ ହୋଇଥାଏ । ତ୍ରିଫଳା ପାଇଁ ଆପଣ ଙ୍କୁ କିଛି ଅଁଳା, କିଛି ହରିଡା ଓ କିଛି ବହାଡା କୁ ସଂଗ୍ରହ କରିବାକୁ ପଡିବ । ଏହା ପରେ ଆପଣ ଙ୍କୁ ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରିବାକୁ ପଡିବ ।
ତାହା ପାଇଁ ଆପଣ 4 ଟି ଅଁଳା, 2 ଟି ବାହାଡା ଓ 3 ଟି ହରିଡା କୁ ନେଇ ଏହାର ଏକ ମିଶ୍ରିତ ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ତ୍ରିଫଳା ଯେହେତୁ ତିନୋଟି ଫଳ ରୁ ବନା ଯାଇଥାଏ, ତେଣୁ ଏହାକୁ ତ୍ରିଫଳା ବୋଲି କୁଆଯାଇଥାଏ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । ଏହାର ବ୍ୟବହାର ବହୁ ପୁରାତନ କାଳ ରୁ ହୋଇ ଆସୁଅଛି ।
ଏହା ଡାଇବେଟିସ ତଥା ହାର୍ଟ ଜନିତ ରୋଗ ରେ ବହୁତ ହିଁ ଭଲ ଭାବରେ କାମ କରିଥାଏ । ଏଥିରେ ପ୍ରଚୁର ପରିମାଣ ରେ Flavonoids, Polyphenols, Saponins, Vitamin-C, Antioxidants ଭରି ହୋଇ ରହିଥାଏ । ଯାହା ଆମକୁ ରୋଗଗ୍ରସ୍ତ ହେବାକୁ ଦେଇ ନଥାଏ । ଏହାର ସେବନ ଦ୍ଵାରା କବଜ ଭଳି ସମସ୍ଯା ରୁ ରକ୍ଷା ମିଳିଥାଏ ।
ତ୍ରିଫଳା ରୁ କୋଲୋଷ୍ଟ୍ରୋଲ ଜନିତ ସମସ୍ଯା ରୁ ମହଦୀ ରକ୍ଷା ମିଳିଥାଏ । ଏହା ହାର୍ଟ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ । ଏହାର ସେବନ ପାଇଁ ଆପଣ ପ୍ରଥମେ ଏକ ଗ୍ଳାସ ପାଣି ରେ ଏକ ଚାମଚ ବା ଅଧ ଚାମଚ ତ୍ରିଫଳା ଗୁଣ୍ଡ କୁ ମିଶାଇ ତାହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।
ବର୍ତ୍ତମାନ ଆପଣ ଏଥିରେ ସ୍ଵାଦ ବଢାଇବା ପାଇଁ ଚିମୁଟାଏ ସନ୍ଧେବ ଲୁଣ ଓ କିଛି ଚିନୀ ମଧ୍ୟ ମିଶାଇ ପାରନ୍ତି । ନଚେତ ଆପଣ ଏହାକୁ ସେହି ପରି ସାଧା ରେ ମଧ୍ୟ ସେବନ କରି ପାରିବେ । ଭୋଜନ ର ଅଧ ଘଣ୍ଟା ପରେ ବା ଭୋଜନ ର ଅଧ ଘଣ୍ଟା ପୂର୍ବ ରୁ ଅପ[ଅଣ ଏହାର ସେବନ କରି ପାରିବେ ।
କିନ୍ତୁ ଯଦି ଆପଣ ଏହାର ସେବନ ଖାଲି ପେଟ ରେ କରନ୍ତି, ତେବେ ଆପଣ ଙ୍କୁ ଏହାର ଖୁବ ଭଲ ପରିଣାମ ଦେଖିବାକୁ ମିଳିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ