ଏହି 1 ପତ୍ର ଚୋବେଇ କି ଖାଇ ନିଅନ୍ତୁ, ବାତ, ପିତ, କଫ ଦୋଷ ହେବ ଦୂର, 100 ବର୍ଷ ପର୍ଯ୍ୟନ୍ତ କେବେ ବି ହେବ ନାହିଁ ସୁଗାର, କୋଲେଷ୍ଟ୍ରୋଲ, ମୋଟାପା ଓ ହାର୍ଟ ସମସ୍ୟା
ନମସ୍କାର ବନ୍ଧୁଗଣ ।ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ପତ୍ର ବିଷୟରେ କହିବାକୁ ଯାଉଛୁ, ଯାହା ଆୟୁର୍ବେଦ ରେ ହଜାର ରୁ ହଜାର ବର୍ଷ ପର୍ଯ୍ୟନ୍ତ ରହିଅଛି । ଏହି ଗଛର ଅନେକ ଧାର୍ମିକ ମହତ୍ଵ ରହିଅଛି । ତାହାସହ ଏହା ଔଷଧୀୟ ଗୁଣ ରେ ମଧ୍ୟ ଭରପୁର ଅଟେ । ସାଧାରଣତଃ ଓସ୍ତ ଗଛ କୁ ତ ସମସ୍ତେ ନିଶ୍ଚୟ ହିଁ ଚିହ୍ନିଥିବେ । ଏହି ଗଛକୁ ପୂଜା କରା ଯାଇଥାଏ । ଏହା ଏକ ଏପରି ଗଛ ଯାହାର ଛାଲ, ପତ୍ର ଓ ଡାଳ ସବୁକିଛି ଔଷଧୀୟ ଗୁଣରେ ଭରପୁର ଅଟେ ।
ଯଦି ଏହି ଗଛର ଗୋଟିଏ ପତ୍ର କୁ କେହି ପ୍ରତ୍ଯେକ ଦିନ ଚୋବାଇ ଖାଇ ଥାଏ, ତେବେ ସେହି ବ୍ୟକ୍ତି ବାତ ରୋଗ ତଥା ଆଣ୍ଠୁ ଗଣ୍ଠି ରୋଗରୁ ମୁକ୍ତି ପାଇଥାଏ । ପିତ ରୋଗ ମଧ୍ୟ ସଂପୂର୍ଣ୍ଣ ଶାନ୍ତ ହୋଇଯିବ । ଯଦି ଆପଣ ଏହାର କାଢା ପ୍ରସ୍ତୁତ କରି ପିଇବେ, ତେବେ କଫ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ ।
ତାହାଛଡା ଏହାର ସେବନ ଦ୍ଵାରା ଆପଣ ଅନେକ ପ୍ରକାରର ଭୟଙ୍କର ରୋଗ କୁ ମଧ୍ୟ ଦୂର କରି ପାରିବେ । ତେବେ ସେ ଡାଇବେଟିସ ରୋଗ ହୋଇଥାଉ ବା ହୃଦୟ ଜନିତ କୌଣସି ରୋଗ ହୋଇ ଥାଉ ନା କାହିଁକି । ଏହାର କେବଳ ଗୋଟିଏ ମାତ୍ର ପତ୍ର ର ରସ ଆପଣ ଙ୍କର କୋଲୋଷ୍ଟ୍ରୋଲ କୁ ସଂପୂର୍ଣ୍ଣ ରୂପରେ ଶାନ୍ତ କରି ରଖିଥାଏ ।
ଯେଉଁ ମାନଙ୍କୁ ଥାଇରଡ ଭଳି ରୋଗ ର ସମସ୍ଯା ଅଛି ସେମାନଙ୍କୁ ଅଶ୍ବତଥ ପତ୍ର ର କାଢା ର ନିହାତି ହିଁ ସେବନ କରିବା ଉଚିତ । ଏହା ଆପଣ ଙ୍କର ମୋତପଣ ଓ ଓବେଶୀଟି କୁ ମଧ୍ୟ ନିୟନ୍ତ୍ରଣ କରି ରଖିଥାଏ । ମାତ୍ର 5 ରୁ 6 ଦିନ ଏହି ପତ୍ର ର ନିୟମିତ ସେବନ କରିବା ଦ୍ଵାରା ମଧୁମେହ ତଥା ଡାଇବେଟିସ ଭଳି ରୋଗ ମୂଳରୁ ଶେଷ ହେବ ।
ଲିଭର ଜନିତ ସମସ୍ତ ସମସ୍ଯା ମଧ୍ୟ ଦୂର ହୋଇଯିବ । ଆପଣ ଏହାର ସେବନ ଭିଭିନ୍ନ ପ୍ରକାରରେ କରି ପାରିବେ । ଏହି ଅଶ୍ଵତଥ ପତ୍ର ର କାଢା ବନାଇବା ପାଇଁ ସର୍ବ ପ୍ରଥମେ ଆପଣ 3 ରୁ 4 ଟି ତାଜା ଅଶ୍ଵତଥ ପତ୍ରକୁ ଛୋଟ ରୁ ଅତି ଛୋଟ କରି କାଟି ନିଅନ୍ତୁ ।
ଏହା ପରେ ଆପଣ ଏଥିରେ ଏକ ଗ୍ଳାସ ପାଣି ଦେଇ 5 ରୁ 7 ମିନିଟ ପାଇଁ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । କିଛି ସମୟ ମଧ୍ୟରେ ଆପଣଙ୍କର କାଢା ବନି ପ୍ରସ୍ତୁତ ହୋଇ ଯାଇଛି । ଏହାକୁ ସେବନ କରିବା ଦ୍ଵାରା କିଡନି ଠାରୁ ଆରମ୍ଭ କରି ମଧୁମେହ ତଥା ହୃଦୟ ଜନିତ ରୋଗ ତଥା ଏପରିକି ଜଣ୍ଡିସ ଭଳି ସମସ୍ଯା ରୁ ମଧ୍ୟ ମୁକ୍ତି ମିଳି ପାରିବ ।
ଏହାର ଫାଇଦା ପାଇବା ପାଇଁ ଆପଣ ଆଜି ଠାରୁ ହିଁ ଗୋଟିଏ ପତ୍ର ଦିନ କୁ ଥରେ 4 ରୁ 5 ଦିନ ପର୍ଯ୍ୟନ୍ତ ଚୋବାଇ ଖାଇବା ଆରମ୍ଭ କରି ଦିଅନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯାଇଦ ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ