ସ୍ୱାସ୍ଥ୍ୟ

ଗ୍ୟାସ, ଏସିଡିଟି, କବ୍ଜ ଆଦି ସମସ୍ତ ପ୍ରକାର ପେଟରୋଗ 10 ଦିନରେ ହେବ ମୂଳରୁ ଶେଷ… ବାସ କରନ୍ତୁ ଏହି ଘରୋଇ ଉପଚାର

ବନ୍ଧୁଗଣ କୋଷ୍ଠ କାଠିନ୍ୟ, ଅପଚୟ ହେବା, ଧୂମ୍ରପାନ, କୋଲଡ୍ରିଙ୍କ୍ଷ ସେବନ କରିବା ଦ୍ଵାରା ଗ୍ଯାସ ସମସ୍ୟା ହୋଇଥାଏ । ଯାହା କାରଣରୁ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ 3ଟି ପ୍ରାକୃତିକ ଘରୋଇ ଉପଚାର ବନାଇବା ଶିଖାଇବୁ । ଯାହାର ସେବନ କରିବା ଦ୍ଵାରା ଆପଣଙ୍କର ପେଟରେ ଥିବା ଗ୍ଯାସ ତୁରନ୍ତ ବାହାରିଯିବ ।

ରାତି ସମୟରେ ଏହି 2ଟି ଉପଚାର ର ପ୍ରୟୋଗ କରିଲେ ଗ୍ଯାସ ସମସ୍ଯା ସବୁଦିନ ପାଇଁ ଦୂରେଇ ଯିବ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା । ପ୍ରଥମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ହେଉଛି ଗୋଟେ ଗ୍ଳାସ ଗରମ ପାଣି, ଜୁଆଣୀ ଗୁଣ୍ଡ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ହେଉଛି କଳା ଲୁଣ ।

ଏହି ରେମେଡି ତିଆରି କରିବା ପାଇଁ ଏକ ଚତୁର୍ଥାଂଶ ଜୁଆଣୀ ଗୁଣ୍ଡ ଓ ଅଧ ଚାମଚ କଳା ଲୁଣ ନିଅନ୍ତୁ । ଆପଣ ଖାଦ୍ୟ ଖାଇବାର ତୁରନ୍ତ ପରେ ଜୁଆଣୀ ଓ କଳା ଲୁଣ ଖାଇ ଏକ ଗ୍ଳାସ ଉଷୁମ ପାଣି ପିଅନ୍ତୁ । ଆପଣ ଗରମ ପାଣିରେ ମିଶାଇ ଏହାର ସେବନ କରିପାରିବେ ।

ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଫାଳେ ଲେମ୍ବୁର ରସ । ଏବେ ଦ୍ଵିତୀୟ ସାମଗ୍ରୀ ହେଉଛି ଏକ ଚାମଚ ପାନମଧୁରୀ ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଲେମ୍ବୁ ରସରେ ପାନମଧୁରୀ ଭିଯାଇ ଏହାକୁ 5 ମିନିଟ ଯାଏଁ ଛାଇ ଦିଅନ୍ତୁ । 5 ମିନିଟ ପରେ ଆପଣ ପାନମଧୁରୀର ସେବନ କରନ୍ତୁ ।

ଏହା ଏକା ଆୟୁର୍ବେଦିକ ଓ ଘରୋଇ ଉପଚାର ଅଟେ ଯାହା ଆପଣଙ୍କ ପେଟର ଗ୍ଯାସ କୁ ତୁରନ୍ତ ବାହାର କରି ଦେଇଥାଏ । ଯେବେ ବି ଆପଣଙ୍କୁ ଗ୍ଯାସ ଭଳି ସମସ୍ଯା ହେଉଛି ଏହି ରେମେଡିକୁ ଏହିପରି ତିଆରି କରି ସେବନ କରନ୍ତୁ । ଖାଦ୍ଯ ଖାଇବାର କିଛି ସମୟ ପରେ ଏହାକୁ ଖାଆନ୍ତୁ ।ତୃତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ହଳଦୀ ଗୁଣ୍ଡ ଓ ସାଧାରଣ ଲୁଣ ଓ ଏକ ଗ୍ଳାସ ଉଷୁମ ପାଣି ।

ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ନେଇ ଏଥିରେ ଅଳ ଧଳା ଲୁଣ ମିଶାନ୍ତୁ । ଏହାକୁ ଆପଣ ଏକ ଗ୍ଳାସ ଗରମ ପାଣି ସହ ମିଶାଇ ସେବନ କରି ପାରିବେ । ନଚେତ ଆପଣ ପାଣିରେ ଏହି 2ଟି ସାମଗ୍ରୀ ମିଶାଇ ସେବନ କରି ପାରିବେ । ଦେଖିବେ ତୁରନ୍ତ ଆପଣଙ୍କର ପେଟର ଗ୍ଯାସ ବାହାରିଯିବ । ଏହା ଏକ ଘରୋଇ ଆଉ ନ୍ଯାଚୁରାଲ ରେମେଡି ଅଟେ ।

ଯାହା ଆପଣଙ୍କ ପେଟର ଗ୍ଯାସ କୁ ତୁରନ୍ତ ବାହାର କରିବା ପାଇଁ ବହୁତ ଅଧିକ ଚମତ୍କାରୀ ଅଟେ । ଯଦି ଆପଣଙ୍କୁ ଗ୍ଯାସ ସମସ୍ଯା ହେଉଛି ତେବେ ଆପଣ ଏହି 3ଟି ରେମେଡି ମଧ୍ୟରୁ ଯେ କୌଣସି ଗୋଟେ ରେମେଡି ର ବ୍ୟବହାର କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button