ଗୁରୁବାର ଦିନ କରନ୍ତୁ ଏହି 1 କାମ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ, ସୁନା ପରି ଚମକିବ ଭାଗ୍ୟ
ବନ୍ଧୁଗଣ ଗୌରବର ହେଉଛି ବୃହସ୍ପତି ଓ ଭଗବାନ ବିଶୁଣୁ ଙ୍କ ବାର । ଏହି ଦେବତା ଧନ ଓ ଐଶ୍ଚର୍ଜ୍ୟ ର ଅଧିକାରୀ ଅଟନ୍ତି । ଗୁରୁବାର ଦିନ ହେଉଛି ମା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ବାର । ଏହି ଦିନ ମା ଲକ୍ଷ୍ମୀ ଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରିଲେ ସୌଭାଗ୍ୟ ବୃଦ୍ଧି ପାଇଥାଏ । ତେବେ ଆମେ ମାନେ ଗୁରୁବାର ଏମିତି କିଛି ଭୁଲ କରିଥାଉ ଯାହା ଦ୍ଵାରା ଦୁଖ କଷ୍ଟ ଭୋଗ କରିଥାଉ ।
ତେଣୁ ଏହି ଦୁଇ ମହାଶକ୍ତି ଙ୍କ କୃପା ପାଇବାକୁ ଗୁରୁବାର ଦିନ ଅତ୍ୟନ୍ତ ଶୁଭ ଅଟେ । ଗୁରୁବାର ଦିନ କିଛି ଏମିତି ଉପାୟ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟାର ଅନ୍ତ ହେବ । ଅତି ସରଳ ଉପାୟ ଅଟେ । ଆଜି ଆମେ ଆପଣଙ୍କୁ କହିବୁ ଗୁରୁବାର ଦିନ କେଉଁ ଉପାୟ କରିଲେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ।
1- ଆପଣ ଯେବେ ଗୁରୁବାର ଦିନ ସ୍ନାନ କରୁଛନ୍ତି ସେଥିରେ ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହା ଦ୍ଵାରା ସବୁ ସମସ୍ଯା ଦୂର ହୁଏ । ହଳଦୀ ପାଣି ଗୁରୁଙ୍କୁ ପ୍ରଭାବିତ କରିଥାଏ । ସ୍ୱାସ୍ଥ୍ୟ, ଧନ, ଦୁଶ୍ଚିନ୍ତାମାନ ଦୂର ହୋଇଥାଏ ।
2- ହଳଦିଆ ରଙ୍ଗର ଫୁଲକୁ ଗୁରୁବାର ଦିନ ଭଗବାନ ବିଶୁଣୁ ବା ବୃହସ୍ପତି ଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ଵାରା ଦୁଇ ଦେବତାଙ୍କ କୃପା ଲାଭ ହୋଇଥାଏ ।
3- କିଛି ହଳଦୀ ନେଇ ଓସ୍ତ ଗଛ ମୂଳରେ ଗୁରୁବାର ଦିନ ଅର୍ପଣ କରନ୍ତୁ । ଅର୍ପଣ କରିବା ପରେ ଆପଣ ନିଜର ଇଚ୍ଛା କୁହନ୍ତୁ । ଯାହା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ସ୍ୱାସ୍ଥ୍ୟ ସମସ୍ଯା ଲାଗି ରହିଥିଲେ, କରଜ ଗ୍ରସ୍ତ ହୋଇଥିଲେ, ଧନ ଜନିତ ସମସ୍ୟା ହେଉଥିଲେ ସବୁ ଦୂର ହୋଇଯିବ ।
4- ହଳଦୀ ଗଣ୍ଠି କୁ ସୂତାରେ ବାନ୍ଧି ଘରର ମୁଖ୍ୟଦ୍ଵାର ରେ ଟାଙ୍ଗୀ ଦିଅନ୍ତୁ ଗୁରୁବାର ଦିନ । ଏହା ଦ୍ଵାରା ମା ଲକ୍ଷ୍ମୀ ସ୍ଥାୟୀ ରୂପେ ଘରେ ବାନ୍ଧି ହୋଇ ରହି ଯାଆନ୍ତି । ଧନର ବୃଦ୍ଧି ହୋଇଥାଏ ।
5- ବୃହସ୍ପତି ଓ ଭଗବାନ ବିଶୁଣୁ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୋଖରାଜ ଧାରଣ କରନ୍ତୁ । 3ରୁ 5 ଗ୍ରାମ ଯାଏଁ ବ୍ୟବହାର କରନ୍ତୁ । ଏହାକୁ ରୂପା ବା ସୁନାରେ ତିଆରି କରି ଧାରଣ କରି ପାରିବେ । ଏହି ପୋଖରାଜ ରତ୍ନ ପିନ୍ଧିବା ଦ୍ଵାରା ସବୁ କ୍ଷେତ୍ରରେ ଉନ୍ନତି ହେବା ସହ ଜୀବନରେ ଖୁସି ଆସିଥାଏ । ଅଧା ରହି ଯାଇଥିବା କାମ ପୂର୍ଣ୍ଣ ହୋଇଥାଏ । ଭାଗ୍ଯର ପଡିଥିବା ତାଲା ଖୋଲିବାକୁ ଆଗିଥାଏ ।
ସମସ୍ତେ ଆପଣଙ୍କ କଥାକୁ ମାନି ଥାନ୍ତି । ଧନ ସମ୍ପତି ବୃଦ୍ଧି ହେବା ସହ ଖ୍ଯାତି, ମାନ ସମାନ ବୃଦ୍ଧି ପାଇଥାଏ । ଭାଗ୍ୟ ଉଦୟ ହୋଇ ଉଠିଥାଏ । କୌଣସି ଗରିବ ବ୍ୟକ୍ତି ଏହାକୁ ଧାରଣ କରିଲେ ଧନବାନ ହୋଇଥାନ୍ତି ଓ ସବୁ ଇଚ୍ଛା ପୂରଣ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।