ସ୍ୱାସ୍ଥ୍ୟ

ପ୍ରତିଦିନ ସକାଳୁ ମହୁ ସହ ଏହାକୁ ଖାଆନ୍ତୁ, ଭୟଙ୍କର ରୋଗ ଭଲ ହେବ, ଗ୍ୟାସ, ଏସିଡ଼ିଟି, ଡାଇବେଟିସ ଶେଷ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବୁ ଯାହାର ସେବନ 1 ମାସ କରିଲେ ବହୁତ ସାରା ପୁରୁଣା ରୋଗ ମୂଳରୁ ଶେଷ କରିପାରିବେ । ଆଜିର ରେମେଡିକୁ ଆପଣ କୌଣସି ଋତୁ ରେ ସେବନ କରିପାରିବେ । ଆଜିର ରେମେଡି ତିଆରି କରିବା ପାଇଁ 2ଟି ସାମଗ୍ରୀର ଆବଶ୍ୟକ ରହିଛି । ପ୍ରଥମେ ହେଉଛି ମହୁ ଓ ଦ୍ଵିତୀୟ ଟି ହେଉଛି ଅମଲା । ଆମଲା ଏକ ଇଫେକ୍ଟିଭ ହୋମ ରେମେଡି ଅଟେ ।

ଯେଉଁଥିରୁ ଆପଣଙ୍କୁ ଅନେକ ସାରା ଫାଇଦା ମିଳିଥାଏ । ମହୁ ଓ ଆମଲାକୁ ଭିନ୍ନ ଉପାୟରେ ସେବନ କରିଲେ ଆପଣଙ୍କୁ ଏଥିରୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଏହି 2ଟି ଜିନିଷକୁ ମିଶାଇ ଖାଇଲେ ଯେଉଁ ଫାଇଦା ମିଳିବ ତାହା ଆପଣ ବିଶ୍ଵାସ କରିପାରିବେ ନାହି । ଏହା ଆପଣଙ୍କ ବାଢୁଥିବା ବ୍ଲଡ଼ ସୁଗାର କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ।

ଏହି ରେମେଡିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଥିବାରୁ ଡାଇବେଟିସ କମ ହୋଇଥାଏ । ଆପଣଙ୍କର ଗ୍ଯାସ, ଏସିଡିଟି ସମସ୍ଯା ଦୂର କରିବା ପାଇଁ ଏହା ସାହାୟକ ହୋଇଥାଏ । ଏହା ସହ ଯଦି ଆପଣ ଆମଲା ଓ ମହୁ ଏକା ସହ ମିଶାଇ ଖାଇବେ ଆପଣଙ୍କ ଶରୀରରେ ଥିବା ଲିଭରକୁ ଡିଟକ୍ସ କରିଥାଏ । ଋତୁ ପରିବର୍ତ୍ତନ କାରଣରୁ ଯଦି ବାରମ୍ବାର ଥଣ୍ଡା, କାଶ ହେଉକି ତାହା ଠିକ ହୋଇଥାଏ । ଶରୀରରେ ଇନଫେକସନ ହୁଏ ନାହି ।

ଏହାକୁ ମିଶାଇ ଖାଇଲେ ସ୍କିନ ଓ କେଶ ସମସ୍ଯା ଦୂର ହୋଇଥାଏ । କେସକୁ କଳା କରିବା, ସଫ୍ଟ, ରୂପୀ ସମସ୍ଯା ଦୂର କରିଥାଏ । ଏହି ରେମେଡିର ସେବନ କରିଲେ ଆସ୍ଥମା ରୋଗୀଙ୍କ ପାଇଁ ରାମବାଣ ହୋଇଥାଏ । ଏହାକୁ ସେବନ କରିଲେ ନିଶ୍ଵାସ ନେବାରେ ସହଜ ହେବା ସହ ଛାତିରେ କଫ ବାହାରିଥାଏ । ଶିତ ଦିନରେ ଆପଣଙ୍କୁ ତାଜା ଆମଲା ମିଳିଯିବ । ଏଥିପାଇଁ କିଛି ଆମଲା ନେଇ ଭଲ ଭାବେ ଧୋଇ ଦିଅନ୍ତୁ ।

ତା ପରେ ଆପଣ ଆମଲାକୁ ଛୁରୀ ସାହଯ୍ୟରେ କଣା କରି ଦିଅନ୍ତୁ । ତା ପରେ ଏହାକୁ ପାଣି ସହ ଭଲ ଭାବେ ବଏଲ କରନ୍ତୁ । 10ରୁ 15 ମିନିଟ ଯାଏଁ ଫୁଟାଇବା ପରେ ଦେଖିବେ ଆମଲା ସଫ୍ଟ ହୋଇଯିବ । ସିଝି ଯାଇଥିବା ଆମଲାକୁ ଥଣ୍ଡା ହେବା ପରେ କାଚ ଜାର ରେ ରଖନ୍ତୁ । ଏହା ପରେ କାଚ ଜାର ରେ ମହୁ ନିଅନ୍ତୁ ଯେମିତି ଜାର ଟି ସଂପୂର୍ଣ୍ଣ ଭାବେ ଆମଲା ସହ ମହୁ ବୁଡିଯିବ । ତା ପରେ ଏହାକୁ ଷ୍ଟୋର କରି ରଖନ୍ତୁ ।

ପ୍ରତିଦିନ ସକାଳୁ ବ୍ରେକଫାଷ୍ଟ ସମୟରେ ଏଥିରୁ ଗୋଟେ ଆମଲା ନେଇ ଏହାକୁ ଖାଆନ୍ତୁ । ଆମଲା ରେ ମହୁ ମିଶାଇ ସେବନ କରିବେ କଶା, ଖଟା କମ ହୋଇଥାଏ । ଦ୍ଵିତୀୟ ଉପାୟ ସେହି ମାନଙ୍କ ପାଇଁ ଯେଉଁ ମାନଙ୍କ ପାଖରେ ଆମଲା ନ ଥିବ । ସେଥିପାଇଁ ଆପଣ ଏକ ଚାମଚ ଆମଲା ପାଉଡର ଓ ମହୁ ମିଶାଇ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button