ଖେଳ ଖବର

ଆୟର୍ଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୩୮ ରନ୍ – Kalinga News

[ad_1]

ନ୍ୟୁୟର୍କ: ଟି-୨୦ ବିଶ୍ୱକପ୍ ୨୦୨୪ର ୧୩ ତମ ମ୍ୟାଚ୍‌ରେ ଗ୍ରୁପ-ଏର କାନାଡ଼ା ଏବଂ ଆୟର୍ଲାଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆୟର୍ଲାଣ୍ଡ ଅଧିନାୟକ ପଲ୍ ଷ୍ଟିରଲିଂ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ କାନାଡା ଅଧିନାୟକ ସାଦ୍ ବିନ୍ ଜାଫରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ କାନାଡା ୭ ୱିକେଟ ହରାଇ ୧୩୭ ରନ୍ କରିଛି। ଫଳରେ ଆୟର୍ଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୩୮ ରନ୍ ରହିଛି।

କାନାଡା ପକ୍ଷରୁ ଆରୋନ ଜନସନ ୧୪ ରନ୍ କରିଥିବା ବେଳେ ପରଗତ ସିଂ ୧୮ ରନ୍ କରିଥିଲେ। ସେହିପରି ନିକୋଲସ କିର୍ଟୋନ ୪୯ ରନ୍, ଶ୍ରେୟସ ମୋଭା ୩୭ ରନ୍ କରିଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button