ମୋଦୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି – Kalinga News

[ad_1]
ନୂଆଦିଲ୍ଲୀ: କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ରାଷ୍ଟ୍ରପତି ମୋଦୀଙ୍କୁ ନୂଆ ସରକାରୀ ଗଠନ ପାଇଁ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଜୁନ୍ ୯ ସନ୍ଧ୍ୟା ୬ଟାରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ମୋଦୀଙ୍କ ୩.୦ ସରକାର ଗଠନ ହେବ।

Sambad is now on WhatsApp
Join and get latest news updates delivered to you via WhatsApp
ଏଥର ଏନଡିଏ ୨୯୩ ଟି ସିଟ୍ ସହିତ ସଂଖ୍ୟାଗରିଷ୍ଠତା ହାସଲ କରିଛି। ପୁଣିଥରେ ଦେଶରେ ତାଙ୍କ ସରକାର ଗଠନ ହେବ। ସେଣ୍ଟ୍ରାଲ ହଲରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ୍ର ସଂସଦୀୟ ଦଳ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ମୋଦୀ ଏନଡିଏର ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।
#WATCH | Delhi: Narendra Modi meets President Droupadi Murmu at the Rashtrapati Bhavan and stakes claim to form the government.
He was chosen as the leader of the NDA Parliamentary Party today. pic.twitter.com/PvlK44ZC2x
— ANI (@ANI) June 7, 2024
[ad_2]