ରାଜନୀତି

ବଡମ୍ବାରେ ବିଜେଡିର ବଡ ପରାଜୟ: ହାରିଲେ ଦେବୀ ମିଶ୍ର – Kalinga News

[ad_1]

ଭୁବନେଶ୍ବର: ବଡମ୍ବାରେ ବିଜେଡିର ବଡ ପରାଜୟ ହୋଇଛି। ବିଜେଡି ଉପସଭାପତି ତଥା ବଡମ୍ବାରୁ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ପରାସ୍ତ କରିଛନ୍ତି। ବିଜୟ କୁମାର ଦଳବେହେରାଙ୍କଠାରୁ ୨୩ ହଜାର ୪୭୯ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର। ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା ବେଳେ ଦେବୀ ମିଶ୍ର ୬୨ ହଜାର ୫୩୯ ଖଣ୍ଡ ଭଓଟ ପାଇଛନ୍ତି। ଏହି ଆସନରୁ ଦେବୀ ମିଶ୍ର ୧୯୯୫ ମସିହାରୁ ବିଜୟୀ ହୋଇ ବିଧାୟକ ରହି ସାରିଥିଲେ। ସେ ୧୯୯୫ ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢିଥିବା ବେଳେ ୨୦୦୦ ମସିହାରୁ ୨୦୨୪ ଯାଏଁ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିଲେ । ହେଲେ ଏଥର ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା ବଡମ୍ବାରେ ବାଜି ମାରିନେଇଛନ୍ତି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button