ରାଜନୀତି
ପରଜଙ୍ଗରେ ବିଜେପି ଆଗୁଆ – Kalinga News

[ad_1]
ପରଜଙ୍ଗ: ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ୪୭୧୨ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ୨୮୪୭ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ୨୦୮ ଭୋଟ ପାଇଛନ୍ତି। ବିଜେପିର ବିଭୁତି ପ୍ରଧାନ ୧୮୬୫ ଭୋଟ ଆଗୁଆ ରହିଛନ୍ତି।
[ad_2]