ସ୍ୱାସ୍ଥ୍ୟ

ମାତ୍ର 2 ମିନିଟରେ ଦାନ୍ତ ବିନ୍ଧା ଭଲ ହୋଇଯିବ, ଦାନ୍ତର ପୋକ ବାହାରିଯିବ, ବାସ କରି ଦେଖନ୍ତୁ ଏହି ଦେଶୀ ଉପଚାର

ନମସ୍କାର ବନ୍ଧୁଗଣ, ଦନ୍ତ ବିନ୍ଧା ହୋଇଥାଏ ଦାନ୍ତ ପୋକ କାଟିବା କାରଣରୁ । ଦାନ୍ତ ବିନ୍ଧାରର କଷ୍ଟ ବହୁତ ଅଧିକ ହୋଇଥାଏ । ଦାନ୍ତ ବିନ୍ଧିବା ଫଳରେ କଥା କହିହେବ ନାହିଁ କିମ୍ବା ଖାଇ ହେବ ନାହିଁ । ତେବେ ଯଦି ଆପଣଙ୍କ ଦାନ୍ତ ବିନ୍ଧା ହେଉଛି ତେବେ ଆପଣ ତୁରନ୍ତ ଆପଣଙ୍କ ଘରେ ଏକ ଉପାୟ ପ୍ରସ୍ତୁତ କରି ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ବିନ୍ଧା ଭଲ ହୋଇଯାଇଥାଏ ଏବଂ ଆପଣଙ୍କ ଦାନ୍ତର ପୋକ ମଧ୍ୟ ବାହାରିଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।

ଦାନ୍ତ ବିନ୍ଧା ନିମନ୍ତେ ଉପାୟ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଦୁଇକୋଲା ରସୁଣ ଦରକାର, ଲବଙ୍ଗ, ହଳଦୀ ଏବଂ ସୋରିଷ ତେଲ ଆବଶ୍ୟକ । ରସୁଣକୁ ଛେଚି ଦେବେ ସେହି ଛେଚା ରସୁଣରେ ଅଳ୍ପ ଲବଙ୍ଗ ପାଉଡର ପକାଇବେ ଏବଂ ଅଳପ ହଳଦୀ ପକାଇବେ । ଏଥିରେ ୫ ରୁ ୬ ବୁନ୍ଦା ପାଣି ଦେଇ ମିଶାଇ ଦେବେ । ଏବେ ଆପଣ ଏଥିରେ ଅଧ ଚାମଚ ସୋରିଷ ତେଲ ମିଶାନ୍ତୁ ।

ଏହା ପ୍ରସ୍ତୁତ ହୋଇସାରିବା ପରେ ଆପଣ ଏହାକୁ ୫ ମିନିଟ ଛାଡିଦେବେ ସେମିତି । ଏବେ ଆପଣ ଗରମ ପାଣି ବସାଇ ସେଥିରେ ୩ ରୁ ୪ଟି  ଲବଙ୍ଗ ପକାନ୍ତୁ । ଏବଂ ଏହି ଗରମ ପାଣିରେ ଦୁଇଟି ପିଜୁଳି ପତ୍ର ପକାନ୍ତୁ । ଏହାକୁ ଆପଣ ୫ ମିନିଟ ପର୍ଯ୍ୟନ୍ତ ଫୁଟାଇବା ପରେ ଏକ ଗ୍ଳାସକୁ ଛାଣି ନିଅନ୍ତୁ । ଏହି ପାଣିକୁ ଆପଣ ଅଳପ ଥଣ୍ଡା ହେବା ପାଇଁ ଦିଅନ୍ତୁ ।

ତାହା ଅଳପ ଥଣ୍ଡା ହୋଇଯିବା ପରେ ଆପଣ ସେଥିରେ ଅଳ୍ପ ଲୁଣ ମିଶାନ୍ତୁ । ଏକ ମିନିଟ ପର୍ଯ୍ୟନ୍ତ ଆପଣ ଏହି ପାଣି ସାହାର୍ଯ୍ୟରେ କୁଳି କୁଳି କରନ୍ତୁ ଅଳ୍ପ ଅଳ୍ପ ନେଇ । ରାତିରେ ଖାଦ୍ୟ ଖାଇ ସାରିବା ପରେ ଆପଣ ଏହି ପାଣିରେ କୁଳି କରନ୍ତୁ । ଏହାପରେ ଆପଣ ପ୍ରସ୍ତୁତ କରିଥିବା ମିଶ୍ରଣ ଯାହା ଉପରେ ଉଲ୍ଲେଖ ରହିଛି ସେହି ମିଶ୍ରଣର ପ୍ରୟୋଗ କରନ୍ତୁ ।

ଏଥିପାଇଁ ତୁଳା ନିଅନ୍ତୁ । ତୁଳା ଉପରେ ଆପଣ ବନାଇ ଥିବା ମିଶ୍ରଣ ରଖନ୍ତୁ । ଏହି ମିଶ୍ରଣ ଲଗା ତୁଳାକୁ ଆପଣଙ୍କ ପୋକ କାଟିଥିବା ଦାନ୍ତ ତଳେ ଅଧ ଘଣ୍ଟା କିମ୍ବା ଏକ ଘଣ୍ଟା ଚାପି ରଖନ୍ତୁ ଦାନ୍ତ ସାହାର୍ଯ୍ୟରେ । ଏହାପରେ ଆପଣ ଅଳପ ଉଷୁମ ପାଣିରେ କିଛି ଲୁଣ ପକାଇ କୁଳି କରି ଶୋଇପଡନ୍ତୁ ।

ଏହିଭଳି ଭାବରେ ଆପଣ ଉପାୟର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ବିନ୍ଧାର ସମ୍ପୂର୍ଣ ନିବାରଣ ହେବ । ଆପଣଙ୍କ ଦାନ୍ତରେ ଥିବା ପୋକ ମଧ୍ୟ ଏହାଦ୍ୱାରା ନଷ୍ଟ ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button